ବାଣିଜ୍ୟ

ବିଓବିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୨।୨: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ କାରବାର ସହିତ ନୂତନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ହୋଇଥିବା…

ଏସ୍‌ବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୨।୨:ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ୨୦ଟି ଭ୍ରାମ୍ୟମାଣ ଶୌଚାଳୟ (ବାୟ ଟଏଲେଟ) ନ୍ୟାଶନାଲ କ୍ୟାଡେଟ କର୍‌ (ଏନ୍‌ସିସି)ର ଓଡ଼ିଶା ୟୁନିଟ୍‌କୁ ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର କଟକସ୍ଥିତ ଚଣ୍ଡୀ…

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୫.୬୦ ଟ୍ରିଲିୟନ

ଭୁବନେଶ୍ୱର,୧୨।୨: କ୍ରମାଗତ ଭାବେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ନେଟ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ)ରେ ବୃଦ୍ଧି ଘଟିଛି। ଏପରିକି ଚଳିତ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବାର୍ଷିକ ଭିତ୍ତିରେ (ବର୍ଷକୁ ବର୍ଷ) ୨୦% ବୃଦ୍ଧି ଘଟି ୧୫.୬୦ ଟ୍ରିଲିୟନ ଟଙ୍କା ହୋଇଛି…

ବିଏଫ୍‌ଏଏମ୍‌ର ନୂଆ ଇକ୍ୱିଟି ଫଣ୍ଡ୍‌

ଭୁବନେଶ୍ୱର,୧୨।୨: ବଜାଜ ଫିନ୍‌ସର୍ଭ ଆସେଟ ମ୍ୟାନେଜମେଣ୍ଟ (ବିଏଫ୍‌ଏଏମ୍‌)ର ନୂଆ ଇକ୍ୱିଟି ଫଣ୍ଡ ‘ବଜାଜ ଫିନସର୍ଭ ଲାର୍ଜ ଆଣ୍ଡ ମିଡକ୍ୟାପ ଫଣ୍ଡ ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ପ୍ରତିସ୍ପର୍ଦ୍ଧାତ୍ମକ ନିବେଶ (ମୋଟ ଇନଭେଷ୍ଟିଂ)ଜରିଆରେ ନିବେଶଙ୍କ ସମ୍ପତ୍ତିରେ ବୃଦ୍ଧି ଘଟାଇବାକୁ ରଣକାୈଶଳାମତ୍କ…

ରାଜ୍‌ ଇଲେକ୍‌ଟ୍ରୋନିକ୍ସରେ ଏସି ମହାସେଲ୍‌ ଅଫର

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ଷ୍ଟୋର ‘ରାଜ୍‌ ଇଲେକଟ୍ରୋନିକ୍ସ’ ପକ୍ଷରୁ ଏୟାର କଣ୍ଡିଶନର(ଏସି) ମହାସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ଗ୍ରୀଷ୍ମ ପ୍ରଭାବ (ଖରାଦିନ) ପୂର୍ବରୁ ଏହି ମହାସେଲ୍‌ ଗ୍ରାହକଙ୍କୁ ବେଶ୍‌ ସହାୟକ ହେବ।…

ଭାରତରେ ହେବ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୮ ବିଲିୟନ ଡଲାର ବିନିଯୋଗ କରିବ ଇସ୍ରାଏଲ

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା): ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ବଡ଼ ସଫଳତା ପାଇବାକୁ ଯାଉଛି। ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନୀ ‘ଟାୱାର’ ୮ ବିଲିୟନ ଡଲାର ବିନିଯୋଗରେ ଦେଶରେ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଅନୁଯାୟୀ…

PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…

ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା ସେହି…

ଟ୍ରେନ୍‌ରେ ଘରକୁ ପଠାଇବେ ବାଇକ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍‌ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍‌ କରି କିମ୍ବା ବହୁ ହଇରାଣ…

କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍‌ ୧୦ ଧନୀ

ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା…

ଭାଲେଣ୍ଟାଇନ୍ସ ଡେରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଆଣିଛି ଧମାକା ଅଫର୍‌, ଜାଣନ୍ତୁ କଣ ରହିଛି….

ଭୁବନେଶ୍ୱର,୧୧।୨: ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ପ୍ରେମ ସପ୍ତାହ (ଭାଲେଣ୍ଟାଇନ୍‌ ଓ୍ବିକ୍‌)କୁ ଦୃଷ୍ଟିରେ ରଖି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ଅଫର ଓ…

RBI On OTP System : ଅନ ଲାଇନ ପେମେଣ୍ଟରେ ଓଟିପି ସିଷ୍ଟମରେ ପରିବର୍ତ୍ତନ କରିବ ରିଜର୍ଭବ୍ୟାଙ୍କ !…

ନୂଆଦିଲ୍ଲୀ,୧୦।୨ : ଡିଜିଟାଲ କାରବାର ପାଇଁ ପ୍ରାମାଣିକିକରଣ ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ଏକ ଥର ପାସୱାର୍ଡ (ଓଟିପି) ସିଷ୍ଟମରେ ପରିବର୍ତ୍ତନ ଆଣିବାର ଖବର ରିଜର୍ଭ ବ୍ୟାଙ୍କ ଅଫ ଶେୟାର କରିଛି। ମୁଦ୍ରା ନୀତି କମିଟି ଅର୍ଥାତ ଏମପିସିର ନିଷ୍ପତ୍ତିରେ ଏହି ଘୋଷଣା…

CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ,୧୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଡିଜିଟାଲ କଏନ(CBDC)କୁ ନେଇ ନୂଆ ଫିଚର୍ସ ଆଣିବାକୁ ଯାଉଛି। ଏହି ନୂଆ ଫଇସର୍ଚ ଦ୍ୱାରା ଡିଜିଟାଲ କଏନ ଆହୁରି ଅଧିକ ସ୍ମାର୍ଟ ଭାବରେ କାମ କରିବ। ଏଥିସହ ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର ମଧ୍ୟ କରିହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?