ବାଣିଜ୍ୟ

ଶେୟାର ବଜାରରେ ଝଡ଼: ୧,୬୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୭ ଲକ୍ଷ କୋଟି

ମୁମ୍ବାଇ,୧୭।୧: ବିଶ୍ୱ ବଜାର ପ୍ରଭାବରେ ବୁଧବାର ଭାରତୀୟ ଶେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ହ୍ରାସ ରେକର୍ଡ ହୋଇଛି। ଭାରତର ବିଶାଳ ଘରୋଇ ବ୍ୟାଙ୍କ ଏଚଡିଏଫସିର ତ୍ରୈମାସିକ ଫଳାଫଳ ଆଶାଠାରୁ କମ୍ ରହିବା ଭାରତୀୟ ଶେୟାର ବଜାରକୁ ବଡ଼…

ଜିନ୍ଦଲ ଷ୍ଟେନ୍‌ଲେସ୍‌ର ୧୫୦ କର୍ମଚାରୀଙ୍କୁ ଇଏସ୍‌ଓପି ପ୍ରଦାନ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଲିମିଟେଡ ନିଜର ବରିଷ୍ଠ ଟିମ୍‌ରୁ ପ୍ରାୟ ୧୫୦ ସଦସ୍ୟଙ୍କ ପାଇଁ ଏକ କର୍ମଚାରୀ ଷ୍ଟକ୍‌ ଅପସନ୍‌ ପ୍ଲାନ୍‌ (ଇଏସ୍‌ଓପି) ଘୋଷଣା କରିଛି। ଇଏସଓପି ଏବଂ ପ୍ରତିବନ୍ଧିତ ଷ୍ଟକ ୟୁନିଟ…

ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ର ବଜାର ପ୍ରବେଶ

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଦକ୍ଷିଣ କୋରିଆ ଭିତ୍ତିକ ପ୍ରମୁଖ ଅଟୋ ମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ପକ୍ଷରୁ ହ୍ୟୁଣ୍ଡାଇ ‘ଦ ନ୍ୟୁ କ୍ରେଟା’ ଭାରତୀୟ ବଜାରରେ ପ୍ରବେଶ କରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସାଇକ୍ରିଷ୍ଣା ପଟ୍ଟନାୟକ ଏହି ବଜାର ପ୍ରବେଶ…

ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ମାନ୍ୟତା

ଭୁବନେଶ୍ୱର,୧୭।୧(ଅନୁରାଧା ମହାରଣା): ଏକ ଉନ୍ନତ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ଭାବରେ ସୂଚିତ କରାଯାଇଛି। ଡିପିଆଇଆଇଟି ଷ୍ଟେଟ ଷ୍ଟାର୍ଟଅପ୍‌ ର଼୍ୟାଙ୍କିଙ୍ଗ୍‌- ୨୦୨୨ରେ ଓଡ଼ିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କେନ୍ଦ୍ର ବାଣିଜ୍ୟ…

ଜେଏଫ୍‌ଏସ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୬।୧ : ଜିଓ ଫାଇନାନ୍‌ସିଆଲ ସର୍ଭିସ (ଜେଏଫ୍‌ଏସ୍‌)ର ନିର୍ଦ୍ଦେଶକ ମଣ୍ଡଳୀର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ…

ଏସ୍‌ପ୍ଲାନେଡ୍‌ ମଲ୍‌ରେ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏପରିକି ରାପିଡୋ, ମ୍ୟାଡ୍‌ ବାଇକର୍‌ ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌ର ମିଳିତ ସହଯୋଗରେ ଉକ୍ତ ସପ୍ତାହ ମଲ ପରିସରରେ…

କାନାରା ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଆଉଟ୍‌ରିଚ ପ୍ରୋଗ୍ରାମ

ଭୁବନେଶ୍ୱର,୧୬।୧: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବା ଏମ୍‌ଏସ୍‌ଏମ୍‌ଇ ଆଉଟରିଚ ପ୍ରୋଗ୍ରାମ (କାର୍ଯ୍ୟକ୍ରମ) ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ…

ରିଲାଏନ୍ସ ରିଟେଲର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ରିଟେଲର ନୂତନ ଅଭିଯାନ‘ ଭୁଲ ନା ଯାନା ପ୍ଲାଷ୍ଟିକ ବୋତଲ ଲୋଟାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରିଲାଏନ୍ସ ରିଟେଲ ଓ କୋକାକୋଲା ଇଣ୍ଡିଆର…

କେମେନ ଏସ୍‌ଇ ସହ କାବିଲର ଐତିହାସିକ ଚୁକ୍ତିନାମା

ଭୁବନେଶ୍ୱର,୧୬।୧ (ଅଭୟ ଦାଶ): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ବା କାବିଲ ଏବଂ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶ ସରକାରଙ୍କ ଅଧୀନ କେମେନ ଏସ୍‌ଇ ମଧ୍ୟରେ ସୋମବାର ଏକ ଐତିହାସିକ ଚୁକ୍ତିନାମା କାଟାମାର୍କାଠାରେ ସ୍ବାକ୍ଷରିତ ହୋଇଯାଇଛି।…

ଭାରତରେ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାର ରାମ ମନ୍ଦିରରେ ଚଳିତ ମାସ ୨୨ ତାରିଖରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କାର୍ୟ୍ୟକ୍ରମ ଅବସରରେ ସମ୍ପୂର୍ଣ୍ଣ ଦେଶରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ସଂଘ…

ଦରବୃଦ୍ଧି ସତ୍ତ୍ୱେ ଗହମ ଆମଦାନୀ କରିବେ ନାହିଁ ସରକାର: ରିପୋର୍ଟ

ନୂଆଦିଲ୍ଲୀ,୧୫।୧: ଡିସେମ୍ବର ମାସରେ ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ପାଇ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ସହିତ ବିଭିନ୍ନ ଖାଦ୍ୟଶସ୍ୟ ସହିତ ଗହମର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ମୂଲ୍ୟବୃଦ୍ଧି ପରେ ମଧ୍ୟ ଭାରତ ସରକାରଙ୍କର ଗହମ ଆମଦାନୀ ନେଇ…

ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ଯଦି କରିନାହାନ୍ତି ତେବେ କରିନିଅନ୍ତୁ ଏହି କାମ, ସହଜରେ ହୋଇଯିବ ଆବେଦନ

ନୂଆଦିଲ୍ଲୀ,୧୫।୧: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ ସମସ୍ତ ଡାକ୍ତରଖାନାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ଅଟେ। ଏଥିପାଇଁ ଆପଣଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri