ବାଣିଜ୍ୟ

ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୩।୪: ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍‌ ଶ୍ରେଣୀରୁ ହଟାଇ ଦେଇଛି। ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ (ଏନସିପିସିଆର) ଦ୍ୱାରା ହେଲଦି ଡ୍‌ରିଙ୍କ୍ସ…

ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୪: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ ତଥା ହୋମ୍‌ ଗ୍ରାଉନ ବ୍ରାଣ୍ଡ୍‌ ‘ଅଙ୍କି’ର ପ୍ରଥମ ଅଫ୍‌ଲାଇନ ଷ୍ଟୋର ଭୁବନେଶ୍ୱରର ଜାଗମରା ଟ୍ରାଫିକ୍‌ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ୩୦୦ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ସ୍ବତନ୍ତ୍ର ଷ୍ଟୋର ତଥା ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ରେ…

ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧୩।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ତଥା ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ‘ଜିନ୍ଦଲ ଜ୍ଞାନ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନରେ ଉନ୍ନତ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ…

ପି.ସି. ଚନ୍ଦ୍ରା ଜୁଏଲର୍ସର ପଣା ସଂକ୍ରାନ୍ତି କଲେକ୍ସନ

ଭୁବନେଶ୍ୱର,୧୩।୪: ପି.ସି.ଚନ୍ଦ୍ରା ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ‘ପଣା ସଂକ୍ରାନ୍ତି’ କଲେକ୍ସନର ଅନାବରଣ (ଉନ୍ମୋଚନ) ନିକଟରେ ହୋଇଯାଇଛି। ବିଶେଷକରି ସମସାମୟିକ ମହିଳାଙ୍କ ପାଇଁ ସୂକ୍ଷ୍ମ ଡିଜାଇନ ଏବଂ ହସ୍ତତନ୍ତ ଅଳଙ୍କାର ସହ ସମକକ୍ଷ ପ୍ରକୃତିର ଉପାଦାନଗୁଡ଼ିକ ଦ୍ୱାରା…

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୫%କୁ ହ୍ରାସ

ନୂଆଦିଲ୍ଲୀ,୧୩।୪: କ୍ରମାଗତ ଭାବେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି। ଏପରିକି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ମାର୍ଚ୍ଚରେ ୪.୮୫%କୁ ହ୍ରାସ ପାଇଛି। ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଗତ ୫ ମାସର…

ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର,୧୩।୪: ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଭୁବନେଶ୍ୱର ଓୟୁଏଟିର କୁଳପତି ପ୍ରଫେସର…

ବଜାରରେ ଟିରାର ନୂତନ ଉତ୍ପାଦ

ଭୁବନେଶ୍ୱର,୧୩।୪: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ତଥା ‘ଟିରା’ର ନୂତନ ଉତ୍ପାଦ ‘ଟିରା ଟୁଲ୍‌ସ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ ଉଚ୍ଚମାନର ଉତ୍ପାଦଗୁଡ଼ିକର ଏକ କ୍ୟୁରେଟେଡ୍‌ ଚୟନ ସହ ବିନା ସୌନ୍ଦର୍ଯ୍ୟର ରୁଟିନ୍‌କୁ ବଢ଼ାଇଥାଏ।…

ଓପ୍ପୋର ଏକ୍ସକ୍ଲୁସିଭ ଡିଲର ଷ୍ଟୋର

ଭୁବନେଶ୍ୱର,୧୩।୪, (ଅନୁରାଧା ମହାରଣା): ବାପୁଜୀନଗରରେ ୟୁନିକର୍ନର ୬ଷ୍ଠ ଓପ୍ପୋ ଏକ୍ସକ୍ଲୁସିଭ ଷ୍ଟୋର ଖୋଲାଯାଇଛି। ଶୁକ୍ରବାର ଏହାର ଉଦ୍‌ଘାଟନୀ ଉସତ୍ବରେ ଓ଼ପ୍ପୋ କମ୍ପାନୀର ସିଇଓ ମି. ୟାଫେଟ୍ସଙ୍କ ସହ ଷ୍ଟୋରର ମାଲିକ ଜ୍ଞାନରଞ୍ଜନ ପାତ୍ର, ସେଲ୍‌ସ ନିର୍ଦ୍ଦେଶକ କାଜଲ କୁମାର ଦାସ, କମ୍ପାନୀର…

ଭୁବନେଶ୍ୱରରେ ଡାଇକିନ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ

ଭୁବନେଶ୍ୱର,୧୩।୪, (ଅନୁରାଧା ମହାରଣା): ଜାପାନର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ତଥା ଭାରତରେ ଏୟାର କଣ୍ଡିସନିଂ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବା ଡାଇକିନ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓଡ଼ିଶା ବଜାର ପାଇଁ ଏକାଧିକ ନୂତନ ଏୟାର କଣ୍ଡିସନିଂ ଉପତ୍ାଦର ବଜାର ପ୍ରବେଶ କରାଇଛି।…

ଅନୁଗୋଳରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୩।୪ (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌ ଅନୁଗୋଳର ଶଙ୍କର ସିନେମା ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ…

ଗୁଣାତ୍ମକ ଉତ୍ପାଦକୁ ବୈଦ୍ୟନାଥର ଗୁରୁତ୍ୱ

ଭୁବନେଶ୍ୱର,୧୩।୪: ବର୍ତ୍ତମାନର ଚଳଚଞ୍ଚଳ ସମୟ ମଧ୍ୟରେ ଆମେ ଉଭୟ ଆମର ସ୍ବାସ୍ଥ୍ୟ ଓ ସମୟସୀମାକୁ ଠିକ୍‌ ଭାବେ ପରିଚାଳନା କରିପାରୁ ନ ଥିବାବେଳେ କମ୍‌ ବୟସରେ ଭିନ୍ନ ଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏପରିକି ରୋଗୀ ରୋଗରୁ ନିରାକରଣ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?