ଶସ୍ତା ହେବ ବୈଦ୍ୟୁତିକ ଯାନ
ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା): ଇଲେକ୍ଟ୍ରିକ୍ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ୫୦୦ କୋଟି ଟଙ୍କାର ମୋବିଲିଟି ପ୍ରମୋସନ ସ୍କିମ୍ ( ଇଏମ୍ପିଏସ୍) ଯୋଜନା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ।…
ଅତିଥିଙ୍କୁ ସକାରାତ୍ମକ ଅନୁଭୂତି ଦେବା ଆମର ଲକ୍ଷ୍ୟ
୨୦୦୩ରେ ‘ନିର୍ମାଲ୍ୟ ହୋଟେଲ’ ନାମକ ଏକ ଫ୍ୟାମିଲି ହୋଟେଲରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରି ନିର୍ମାଲ୍ୟ ଗ୍ରୁପ୍ ଅଫ୍ ହୋଟେଲ ପ୍ରତିଷ୍ଠା କରିଛନ୍ତି ସନ୍ତୋଷ କୁମାର ପାଢ଼ୀ। ପରେ ସେ ବ୍ରହ୍ମପୁରରେ ୫ଟି ହୋଟେଲ କରିବାରେ ସଫଳ ହୋଇଥିଲେ। ତାଙ୍କର ଏଭଳି…
ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର୍ର ରାଜିନାମାକୁ କ୍ୟାବିନେଟ୍ ମଞ୍ଜୁରି
ନୂଆଦିଲ୍ଲୀ,୧୩।୩: ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଆର୍ଥିକ କରିଡର୍ର ସଶକ୍ତିକରଣ ଏବଂ ପରିଚାଳନା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମା (ଆଇଜିଏଫଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍…
୭ ମିନିଟ ବୈଠକରେ ବଡ଼ ଛଟେଇ କଲା ଟେକ୍ ଜିଆଣ୍ଟ ଆଇବିଏମ
ନୂଆଦିଲ୍ଲୀ,୧୩।୩: ଇଣ୍ଟରନ୍ୟାସନାଲ ବିଜନେସ୍ ମେଶିନ୍ କର୍ପ (ଆଇବିଏମ୍) କର୍ମଚାରୀଙ୍କ ସହ ସଂକ୍ଷିପ୍ତ ସାତ ମିନିଟର ବୈଠକରେ ଛଟେଇ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ପ୍ରକୃତ ସଂଖ୍ୟା କୁହାଯାଇ ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ନକରି ଏହାର ମାର୍କେଟିଂ ଏବଂ ଯୋଗାଯୋଗ ବିଭାଗରେ ଛଟେଇ…
ଶେୟାର ବଜାରରେ ହାହାକାର, ୧୪ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ
ନୂଆଦିଲ୍ଲୀ,୧୩।୩: ବୁଧବାର ଭାରତୀୟ ଶେୟାର ବଜାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି। ଫଳରେ ନିବେଶକ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜର ଖୋଲିବା ମାତ୍ରେ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଥିଲା ବେଳେ ନିଫ୍ଟି ୩୫୦…
ଇନଷ୍ଟାଗ୍ରାମ ଆଇଡିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଶାମିଙ୍କ ସ୍ତ୍ରୀ, ମୁମ୍ବାଇ ଇଣ୍ଡିଆନ୍ସ ଦିଏ ଏତେ ଟଙ୍କା…
ନୂଆଦିଲ୍ଲୀ,୧୩।୩: IPL 2024 କୁ ଆଉ କିଛିଦିନ ବାକି ଅଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ନଜର ଆସିବେନି ମହମ୍ମଦ ଶାମି। ତାଙ୍କ ଆଣ୍ଠୁରେ ସର୍ଜରୀ ଯୋଗୁ ସେ ଚଳିତ ବର୍ଷ ଆଇପିଏଲ ୨୦୨୪ରୁ ବାଦ୍ ପଡିବେ। କିନ୍ତୁ ତାଙ୍କୁ ଏହି…
ଫଟୋ କପି ଦୋକାନରୁ ଛିଡ଼ା କଲେ ୧୦୦୦ କୋଟିର କମ୍ପାନୀ, ବେଶ ଅଦ୍ଭୁତ ବିଶାଲ ମେଗାମାର୍ଟ ପ୍ରତିଷ୍ଠାତାଙ୍କ ଏହି କାହାଣୀ…
ନୂଆଦିଲ୍ଲୀ,୧୩।୩: ବିଶାଲ ମେଗା ମାର୍ଟ ଏକ ହାଇପର୍ମାର୍କେଟ ଷ୍ଟୋର୍ ଚେନ୍। ସାରା ଦେଶରେ ଏହାର ୫୫୦ରୁ ଅଧିକ ଷ୍ଟୋର ରହିଛି। ରାମ ଚନ୍ଦ୍ର ଅଗ୍ରଓ୍ବାଲ ହେଉଛନ୍ତି ବିଶାଲର ପ୍ରତିଷ୍ଠାତା। ପିଲାଦିନରୁ ସେ ପୋଲିଓ ଆକ୍ରାନ୍ତ। ହେଲେ ନିଜର ପରିଶ୍ରମ ଏବଂ ଦୃଢ଼…
ବନ୍ଦ ହୋଇଯିବ Paytm, ଆଉ ବ୍ୟବହାର କରିପାରିବେନି ପେଟିଏମର ଏହି ସର୍ଭିସ
ନୂଆଦିଲ୍ଲୀ,୧୩।୩: ବନ୍ଦ ହୋଇଯିବ Paytm। ଆଉ ମାତ୍ର ଦୁଇଟା ଦିନ ପରେ ଆପଣ ବ୍ୟବହାର କରିପାରିବେନି ପେଟିଏମ ବ୍ୟାଙ୍କ। ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ପେଟିଏମକୁ ମାର୍ଚ୍ଚ ୧୫ ଯାଏଁ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଆଉ ଦୁଇଟା ଦିନ…
‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’
ଜଣେ ଯୁବ ଉଦ୍ୟୋଗୀ ଭାବେ ଅନେଶ ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ବାରିପଦାରୁ ସ୍କୁଲ ପାଠପଢ଼ା ସାରିବା ପରେ ଚେନ୍ନାଇରେ ଦ୍ୱାଦଶ ଏବଂ ବେଙ୍ଗାଲୁରୁରୁ ବିବିଏମ୍ ଓ ଏମ୍ବିଏ ସମାପ୍ତ କରିଥିଲେ। ସେଠାରେ ବଡ଼ ପଦବୀରେ ନିଯୁକ୍ତି ମଧ୍ୟ ପାଇଥିଲେ।…
ପି.ସି.ଚନ୍ଦ୍ରା ଜୁଏଲର୍ସର ବସନ୍ତ ଉତ୍ସବ
ଭୁବନେଶ୍ୱର,୧୨।୩: ପି.ସି ଚନ୍ଦ୍ରା ଜୁଏଲର୍ସର ବହୁ ପ୍ରତୀକ୍ଷିତ ‘ବସନ୍ତ ଉତ୍ସବ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉତ୍ସବ ୨୦୨୪ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ ଓ ଅପ୍ଲାଇନ ବା ଏକ୍ସକ୍ଲୁସିଭ ଷ୍ଟୋରଗୁଡ଼ିକରେ ଉପଲବ୍ଧ। ଏହି ପରିପ୍ରେକ୍ଷୀରେ ଗ୍ରାହକ ଆକର୍ଷଣୀୟ…
ଟୟୋଟା ହାଇଲକ୍ସର ଅପରୋଡିଂ ଏକ୍ସପେରିଏନ୍ସ
ଭୁବନେଶ୍ୱର,୧୨।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇଣ୍ଡିଆ’ର ବହୁ ପ୍ରତୀକ୍ଷିତ ତଥା ବ୍ରାଣ୍ଡ୍ର ପ୍ରମୁଖ ମଡେଲ ଟୟୋଟା ହାଇଲକ୍ସର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀ ସର୍ବଭାରତୀୟସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏକ ୩ ଦିନିଆ ସ୍ବତନ୍ତ୍ର ଡ୍ରାଇଭିଂ ତଥା…
ଏକାମ୍ର ଆୟକର ଆବାସ ପ୍ରକଳ୍ପ ଉଦ୍ଘାଟିତ
ଭୁବନେଶ୍ୱର,୧୨।୩ (ଅଭୟ ଦାଶ): ଆୟକର ବିଭାଗ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧା ସୁଯୋଗ ବିଶିଷ୍ଟ ବହୁତଳ ପ୍ରାସାଦ ‘ଏକାମ୍ର ଆୟକର ଆବାସ’ ପ୍ରକଳ୍ପ ସୋମବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ…
Archives


