ବାଣିଜ୍ୟ

ବିସ୍କ ଫାର୍ମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୬: ସାଜ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ‘ବିସ୍କ ଫାର୍ମ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟ ରିଚ୍‌ ମାରି ବିସ୍କୁଟ ବର୍ଗମାଳା କ୍ରୟ ଉପରେ କମ୍ପାନୀ ଗ୍ରାହକମାନଙ୍କୁ କ୍ୟାଶବ୍ୟାକ୍‌…

ଇମ୍ଫାକୁ କଳିଙ୍ଗ ଏକ୍ସଲେନ୍ସ ଆୱାର୍ଡ

କାଳିଆପାଣି,୧୧ା୬(ଅସିତ ମହାନ୍ତ ): ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀକୁ କଳିଙ୍ଗ ଏନଭାରର୍ମେଣ୍ଟ ଏକ୍ସଲେନ୍ସ ଆର୍ୱାଡ ମିଳିଛି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଋତୁ ପରିବର୍ତ୍ତନ, ଶକ୍ତି ଓ ପ୍ରଦୂଷଣ…

ଇତିହାସ ରଚିବା ପରେ ଖସିଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୦।୬: ସପ୍ତାହର ପ୍ରଥମ ଦିନ ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ ସୋମବାର କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଆଜି ଭଲ କାରବାର…

ସରିଲା ନିର୍ବାଚନ ବଢ଼ିଲା ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍

ଭୁବନେଶ୍ୱର,୧୦ା୬: ନିର୍ବାଚନ ସାରିବା ପରେ ରାଜ୍ୟରେ ବୃଦ୍ଧି ପାଇଛି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍। ଚାଉଳ, ଡାଲି, ଖାଇବା ତେଲ, ଗହମ, ମଇଦା, ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ନିମ୍ନ ମଧ୍ୟବିତ୍ତ ପରିବାର ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ…

ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ବଜାର

ମୁମ଼୍ବାଇ, ୧୦।୦୬: ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଛନ୍ତି । ଏହାର ପ୍ରଭାବ ସେୟାର ମାର୍କେଟ୍‌ ଉପରେ ପଡ଼ିଛି ।…

ଜେଲିଓର ଅଲ୍‌ ନ୍ୟୁ ଗ୍ରାସି ସିରିଜ୍‌

ଭୁବନେଶ୍ୱର,୧୦ା୬: ଦେଶର ପ୍ରମୁଖ ଇଲେକ୍ଟ୍ରି ଭେଇକିଲ ବା ଇଭି ଟୁହ୍ବିଲର ଷ୍ଟାର୍ଟଅପ ଜେଲିଓ ଇ-ବାଇକ୍ସର ଅଲ୍‌ ନ୍ୟୁ ଗ୍ରାସି ସିରିଜ୍‌ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଜେଲିଓ ଇ-ବାଇକ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କୁନାଲ ଆର୍ଯ୍ୟା…

ଏସିଆନ ପେଣ୍ଟ୍‌ସର ନୂତନ ଯୋଜନା

ଭୁବନେଶ୍ୱର,୧୦ା୬: ଭାରତର ଅଗ୍ରଣୀ ପେଣ୍ଟ ଆଣ୍ଡ ଡେକୋର କମ୍ପାନୀ ‘ଏସିଆନ ପେଣ୍ଟସ୍‌’ର ନୂତନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୫ରୁ ୧୪ ବର୍ଷ ବୟସର ଯୁବ କ୍ରିକେଟ ଉତ୍ସାହୀଙ୍କ ପାଇଁ ‘କ୍ରିକେଟ ସ୍କଲାରଶିପ ପାୱାରଡ ବାଇ ନିଓଭାରତ’ର ଶୁଭାରମ୍ଭ ହୋଇଛି।…

ଟିପିସିଓଡିଏଲ୍‌ର ସ୍ମାର୍ଟ ଗ୍ରୀନ୍‌ ଅଭିଯାନ

ଭୁବନେଶ୍ୱର,୧୦ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପରିସରରେ ବିଶ୍ୱ ପରିବେଶ ଦିବସ ଏବଂ ଟାଟାର ସ୍ଥାୟିତ୍ୱ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ…

ଲକ୍ଷ୍ୟ ଦ୍ୱିଗୁଣିତ କରିବାକୁ ପ୍ରୟାସ

ଭୁବନେଶ୍ୱର,୧୦ା୬: ଆଭିଭା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଅଭିଯାନ ‘ଏଜେନ୍ସି ଚ୍ୟାନେଲ ବୃଦ୍ଧି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶବ୍ୟାପୀ ଏଜେନ୍ସି ଚ୍ୟାନେଲ ବୃଦ୍ଧି ଲାଗି କମ୍ପାନୀ ଆବଶ୍ୟକ ପଦକ୍ଷେପ ଆରମ୍ଭ କରିଛି। ଫଳରେ କମ୍ପାନୀ ଏଜେନ୍ସି ଆଧାରକୁ ଦ୍ୱିଗୁଣିତ କରିବାକୁ…

ସୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୦ା୬: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ୟୁଏଲଟି ପାୱାର ସାଉଣ୍ଡ ସିରିଜର ଓୟାରଲେସ୍‌ ସ୍ପିକର ଓ ନଏଜ କ୍ୟାନସେଲେଶନ ସାଉଣ୍ଡବାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହି ନୂଆ ବର୍ଗମାଳାରେ ୟୁଏଲ୍‌ଟି ଟାୱାର୧୦, ୟୁଏଲ୍‌ଟି ଫିଲ୍ଡ ୭ ଓ ୟୁଏଲ୍‌ଟି…

ଆଇଆଇଏଫ୍‌ସିଏଲ୍‌ ସହ ପିଏନ୍‌ବିର ବୁଝାମଣା

ଭୁବନେଶ୍ୱର,୧୦ା୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଏବଂ ଇଣ୍ଡିଆ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ କମ୍ପାନୀ ଲିମିଟେଡ (ଆଇଆଇଏଫ୍‌ସିଏଲ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର କାରବାର ବୃଦ୍ଧି ସହିତ ଆଇଆଇଏଫସିଏଲ୍‌ର ପ୍ରକଳ୍ପଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦେବା…

ସାଟେଲାଇଟ୍‌ ଆଧାରିତ ଟୋଲ୍‌ ଆଦାୟ ପ୍ରୟାସ

ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା): ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଟୋଲିଂ ସେବାକୁ ସରଳ କରିବା ସହ କାର୍ଯ୍ୟର ଦକ୍ଷତା ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ ଇଣ୍ଡିଆନ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ (ଆଇଏଚ୍‌ଏମ୍‌ସିଏଲ୍‌), ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇ) ଦ୍ୱାରା ପ୍ରୋତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?