ବାଣିଜ୍ୟ

ChatGPT ପ୍ରଭାବ? ସରିଲା ପ୍ଲେସମେଣ୍ଟ ସିଜିନ୍, ୭,୦୦୦ ଆଇଆଇଟି ବିଦ୍ୟାର୍ଥୀଙ୍କୁ ଏବେ ମଧ୍ୟ ମିଳିଲାନି ଚାକିରି

ନୂଆଦିଲ୍ଲୀ,୨୩।୫: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେସମେଣ୍ଟ ସିଜିନ୍ ସମାପ୍ତ ହୋଇଥିବାରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ୭,୦୦୦ ରୁ ଅଧିକ ବିଦ୍ୟାର୍ଥୀ ନିଯୁକ୍ତି ପାଇ ନାହାଁନ୍ତି। ରିପୋର୍ଟ ମୁତାବକ ଚାକିରୀ ପାଇବା ପାଇଁ ସମସ୍ତ ୨୩ ଆଇଆଇଟି କ୍ୟାମ୍ପସରେ…

ସର୍ବକାଳୀନ ଉଚ୍ଚରେ ନିଫ୍ଟି, ୬୦୦ ପଏଣ୍ଟ ସେନସେକ୍ସ ବୃଦ୍ଧି

ମୁମ୍ବାଇ, ୨୩।୫: ଗୁରୁବାର ଶେୟାର ବଜାର ଉପରେ ଲକ୍ଷ୍ମୀ ମା’ଙ୍କର ଶୁଭ ଦୃଷ୍ଟି ପଡିଛି। ଲୋକ ସଭା ନିର୍ବାଚନ ଶେଷ ଆଡକୁ ଆଗ୍ରଗତି କରୁଥିଲା ବେଳେ ଗୁରୁବାର ଦଲାଲ ଷ୍ଟ୍ରୀଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ରେକର୍ଡ ସର୍ବକାଳୀନ ଉଚ୍ଚତାକୁ…

କଟକରେ ମଣ୍ଟେ କାର୍ଲୋର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

କଟକ,୨୩।୫: ମଣ୍ଟେ କାର୍ଲୋ ଫ୍ୟାଶନ ଲିମିଟେଡ୍‌ (ଏମ୍‌ସିଏଫ୍‌ଏଲ୍‌)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ(ଷ୍ଟୋର) ବୁଧବାର କଟକର ବଜ୍ରକବାଟୀ ରୋଡ୍‌ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୪,୦୦୦ ବର୍ଗଫୁଟ୍‌ ପରିବ୍ୟାପ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ନୂତନ ତଥା ମଣ୍ଟେ କାର୍ଲୋର…

ନିବେଶକଙ୍କୁ ଠକୁଛନ୍ତି ପିଗ୍‌ ବଚରିଙ୍ଗ୍‌ ସ୍କାମର, ଜାଣନ୍ତୁ ଏହା କ’ଣ?

ଭୁବନେଶ୍ୱର,୨୩।୫ (ଅନୁରାଧା ମହାରଣା): ଷ୍ଟକ୍‌ ମାର୍କେଟରେ ପୁଞ୍ଜି ବିନିଯୋଗ କରିବା ଧାରା ବୃଦ୍ଧି ପାଉଥିବାବେଳେ ନୂତନ ପ୍ରକାର ଠକେଇ ଏବଂ ସ୍କାମ୍‌ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହିପରି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ…

ଏପିବିର ବାର୍ଷିକ ଫଳାଫଳ: ରାଜସ୍ବ ୪୨% ବୃଦ୍ଧି

ଭୁବନେଶ୍ୱର,୨୩।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ(ଏପିବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ମଧ୍ୟ…

ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ

ଭୁବନେଶ୍ୱର,୨୩।୫: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ୍‌ ଡେ (ଦିବସ) ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ପଟିଆସ୍ଥିତ ଏକ ଘରୋଇ ହୋଟେଲରେ ସିଆର୍‌ଓ ଫାର୍ମାଟ୍ରେଣ୍ଡଜର ପୃଷ୍ଠପୋଷକତାରେ ଏକ ଦିନିକିଆ କର୍ମଶାଳା ଓ ସମ୍ମିଳନୀ ସଭା ଆୟୋଜିତ…

୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ

ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯ ସୁଦ୍ଧା ୮୬ କୋଟି। ଦେଶର ଟେଲିକମ୍ ବଜାର ସମ୍ବନ୍ଧରେ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା…

ପ୍ରତିବନ୍ଧକ ହଟାଇବା ପରେ ୪୫,୦୦୦ ଟନରୁ ଅଧିକ ପିଆଜ ରପ୍ତାନି କଲାଣି ଭାରତ

ନୂଆଦିଲ୍ଲୀ,୨୨ା୫: ଚଳିତ ମାସ ଆରମ୍ଭରେ ବାହ୍ୟ ପରିବହନ ଉପରେ ପ୍ରତିବନ୍ଧକ ହଟାଯିବା ପରଠାରୁ ଭାରତ 45,000 ଟନରୁ ଅଧିକ ପିଆଜ ରପ୍ତାନି କରିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ବୁଧବାର କହିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଘରୋଇ ଯୋଗାଣକୁ ସ୍ଥିର…

ସରକାରଙ୍କୁ ୨.୧୧ ଲକ୍ଷ କୋଟିର ରେକର୍ଡ ଡିଭିଡେଣ୍ଡ ଅନୁମୋଦନ କଲା ଆରବିଆଇ

ମୁମ୍ବାଇ,୨୨ା୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଅନୁମୋଦନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୪୦% ବୃଦ୍ଧି ଘଟିଛି। ଆର୍ଥିକ…

ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୨।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ନୂତନ ଶାଖା ନିକଟରେ ଖୋର୍ଦ୍ଧା ଜିଲା ନିକଟସ୍ଥ ବେଗୁନିଆ ବ୍ଲକ୍‌ର ଦେଉଳିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ…

ଟାଟା ମୋଟର୍ସ ଗ୍ରୁପ୍‌ ସହ ବଜାଜ୍‌ ଫାଇନାନ୍ସର ବୁଝାମଣା

ଭୁବନେଶ୍ୱର,୨୨।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସବ୍‌ସିଡିଆରି କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ (ଟିଏମ୍‌ପିଭି) ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି (ଟିପିଇଏମ୍‌୍‌) ସହ ବଜାଜ୍‌ ଫାଇନାନ୍ସର ଏକ ଦ୍ୱିପାକ୍ଷିକ ବୁଝାମଣା…

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୨୨।୫(ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ରୁପା ଦର ବୃଦ୍ଧି ପାଇବା ସହ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭୁବନେଶ୍ୱର ବଜାରରେ ରୁପା ଦର ୧ କି.ଗ୍ରା. (୧କେଜି) ପିଛା ୯୦,୦୦୦ଟଙ୍କା ଉପରେ କାରବାର ହେଉଥିବାବେଳେ ୨୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri