ବାଣିଜ୍ୟ

ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…

ଅଗଷ୍ଟ ଆରମ୍ଭରୁ ଶେୟାର ବଜାରରେ ନୂଆ ରେକର୍ଡ; ସର୍ବକାଳୀନ ଉଚ୍ଚରେ ସେନସେକ୍ସ, ନିଫ୍ଟି

ନୂଆଦିଲ୍ଲୀ,୧।୮: ଘରୋଇ ଶେୟାର ବଜାରରେ ଅଗଷ୍ଟ ମାସର ପ୍ରଥମ ଦିନରୁ ଉତ୍ସାହ ଦେଖିବାକୁ ମିଳିଛି। ପ୍ରମୁଖ ଘରୋଇ ସୂଚକାଙ୍କ ମଧ୍ୟରୁ ନିଫ୍ଟି ୫୦ ଆଜି ପ୍ରାରମ୍ଭିକ କାରବାରରେ ୨୫ ହଜାର ମାର୍କ ଅତିକ୍ରମ କରିଛି। ଏହିପରି, ବଜାରରେ ଏକ ନୂତନ ଇତିହାସ…

ଶସ୍ତା ହେବ ଜୀବନ ବୀମା, ଚିଠି ଲେଖିଲେ ଗଡକରୀ, ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୭:ଶସ୍ତା ହେବ ଜୀବନ ବୀମା। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ…

‘ଦେଶରେ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ’

ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା): ବର୍ତ୍ତମାନ ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ…

ବଜେଟରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଆବଣ୍ଟନ ରାଶି ବୃଦ୍ଧି:ସର୍ବାନନ୍ଦ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ବନ୍ଦର,ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଙ୍ଗଳବାର ସିଲୋଙ୍ଗ ଅଞ୍ଚଳର ବ୍ୟବସାୟ ସମୁଦାୟର ଲିଡର, ଯୁବପିଢ଼ି ଓ ମହିଳାମାନଙ୍କ ସହ କେନ୍ଦ୍ରୀୟ ବଜେଟ ୨୦୨୪ ଉପରେ ଆୟୋଜିତ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା କେନ୍ଦ୍ରୀୟ…

ଅଙ୍କୁରାରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର,୩୧।୭: ଦେଶର ପ୍ରମୁଖ ଘରୋଇ ମେଡିକାଲ ଚେନ୍‌ (ଓମେନ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ) ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ଏବଂ ଭାରତୀୟ ଏଣ୍ଡୋମେଟ୍ରିଓସିସ୍‌ ଫାଉଣ୍ଡେଶନର ମିଳିତ ସହଯୋଗରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌ ଆୟୋଜିତ ହୋଇଯାଇଛି। ଏପରିକି ଏହି ସମସ୍ୟା ପାଇଁ…

ଫ୍ଲିପ୍‌କାର୍ଟ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୭: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ର ନୂତନ ଅଭିଯାନ ‘ଫ୍ଲିପ୍‌କାର୍ଟ ପେ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ପାର୍ବଣ ଋତୁ ପୂର୍ବରୁ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟ ପେ ଅଧୀନ ଆପ୍‌ ଜରିଆରେ ବ୍ରାଣ୍ଡ୍‌ର ସମସ୍ତ…

ଓ୍ବାଇଜ୍‌ମ୍ୟାନ୍‌ର ଛାତ୍ର ଭାବବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓ୍ବାଇଜ୍‌ମ୍ୟାନ୍‌ ଗ୍ଲୋବାଲ ଏଲ୍‌ଏଲ୍‌ପି ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବିଦେଶରେ ମେଡିକାଲ ଶିକ୍ଷା ଗ୍ରହଣ ପାଇଁ ଆଶୟୀ ଛାତ୍ରୀଛାତ୍ରମାନଙ୍କୁ ନେଇ ଛାତ୍ର ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏହି…

ଓପୋର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩୧।୭: ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘କେ୧୨ଏକ୍ସ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏଥିରେ ଏମ୍‌ଆଇଏଲ୍‌-ଏସ୍‌ଟିଡି-୮୧୦ଏଚ୍‌ ମିଲିଟାରି ଗ୍ରେଡ୍‌ ସାର୍ଟିଫିକେଶନ ସହିତ ସେଗ୍‌ମେଣ୍ଟ-ଅଗ୍ରଣୀ ସ୍ଥାୟିତ୍ୱ, ଧୂଳି ଓ ଜଳ ପ୍ରତିରୋଧ ପାଇଁ ଆଇପି୫୪ ରେଟିଂ ଏବଂ ସେଗ୍‌ମେଣ୍ଟର ପ୍ରଥମ…

ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୩୧।୭: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ନିକଟରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା…

କାନାରା ବ୍ୟାଙ୍କର ନୂତନ ଶାଖା

ଭୁବନେଶ୍ୱର,୩୧।୭: କାନାରା ବ୍ୟାଙ୍କର ନୂତନ ଶାଖା ବହ୍ମପୁରସ୍ଥିତ ପାର୍ଲର ହିଲ୍‌ସ ଇନ୍‌ଷ୍ଟିଚ୍ୟୁଟ ପାର୍କ ନିଷ୍ଟ ୟୁନିର୍ଭିସିଟି ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କାନାରା ବ୍ୟାଙ୍କର ଜିଏମ୍‌ ତଥା ରାଜ୍ୟ ମୁଖ୍ୟ ଜଗଦିଶ ଚନ୍ଦ୍ରର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର…

ସୁନା: ଦର ବୃଦ୍ଧିରୁ ଚାହିଦା ହ୍ରାସ

ନୂଆଦିଲ୍ଲୀ,୩୧।୭: କ୍ରମାଗତ ଭାବେ ଘରୋଇ ବଜାର(ଭାରତ)ରେ ସୁନା ଦର ବୃଦ୍ଧି ପାଇ ଉଭୟ କାରବାର ଓ ଚାହିଦାରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ୍‌ ଶେଷ) ମଧ୍ୟରେ ଘରୋଇ ବଜାରରେ ସୁନାର ଚାହିଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?