ବାଣିଜ୍ୟ

GISକୁ ବନ୍ଦ କରିଦେଲା EPFO: ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ, କାହିଁକି ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା…

ନୂଆଦିଲ୍ଲୀ,୨୮।୬: କମର୍ର୍ଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୧୩ ସେପ୍ଟେମ୍ବର ପହିଲାରୁ ଚାକିରି କରିଥିବା ସରକାରୀ କର୍ମଚାରୀଙ୍କ ଗ୍ରୁପ୍‌ ଇନ୍‌ସୁରାନ୍ସ ସ୍କିମ(ଜିଆଇଏସ୍‌) ଲାଗି କଟୁଥିବା ଟଙ୍କାକୁ ତତ୍କାଳ ପ୍ରଭାବ ସହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଜୁନ୍‌ ୨୧,୨୦୨୪ରେ ଜାରି ସର୍କୁଲାରରେ…

ବଜେଟ୍‌ରେ ଘୋଷଣା, ଏଠି ୨ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ, ୨୬।୦୬: କର୍ଣ୍ଣାଟକ ଏବଂ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ରେ ନିକଟରେ ବୃଦ୍ଧି କରିଥିବା ବେଳେ ମହାରାଷ୍ଟ୍ର ଏହାକୁ ନେଇ ବଡ଼ ଘୋଷଣା କରିଛି । ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ ୨ଟଙ୍କା ହ୍ରାସ କରିବେ ରାଜ୍ୟ ସରକାର…

ଜିଓ ପରେ ଏୟାରଟେଲ ବଢାଇଲା ମୋବାଇଲ ରିଚାର୍ଜ ଦାମ୍‌, ଏବେ ଏତିକି ଟଙ୍କାରେ କରିବେ ରିଚାର୍ଜ

ନୂଆଦିଲ୍ଲୀ,୨୮।୬: ଜିଓ ପରେ ଏୟାରଟେଲ ମଧ୍ୟ ମୋବାଇଲ ରିଚାର୍ଜ ଶୁଳ୍କ ହାର ବୃଦ୍ଧି କରିଛି। ଏହାର ମୋବାଇଲ ରେଟରେ ୧୦-୨୧ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏହି ବର୍ଦ୍ଧିତ ମୋବାଇଲ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ। ଏହା ଉଭୟ ମୋବାଇଲ…

ବିଶ୍ୱର ସର୍ବବୃହତ୍‌ ଏଫ୍‌ଆର୍‌ପି ରିବାର ଉତ୍ପାଦକ ହେବ ଜେଏଏମ୍‌

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ଆଡ୍‌ଭାନ୍ସଡ୍‌ ମ୍ୟାଟେରିଆଲ୍ସ (ଜେଏଏମ୍‌) ର ବହୁ ପ୍ରତୀକ୍ଷିତ ତଥା ମେଗା ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହାଇ ପରଫର୍ମାନ୍ସ କମ୍ପୋଜିଟ୍‌…

ବଜାରରେ ଜିଟି ଟେକ୍ସା ଇ-ମୋଟରସାଇକେଲ

ଭୁବନେଶ୍ୱର,୨୮।୬: ଦେଶର ପ୍ରମୁଖ ଦୁଇଚକିଆ ଇଲେକ୍ଟ୍ରିକ୍‌ ଭେଇକିଲ(ଇଭି) ନିର୍ମାତା ଜିଟି ଫୋର୍ସର ବହୁ ପ୍ରତୀକ୍ଷିତ ଇ- ମୋଟରସାଇକେଲ (ଇଲେକ୍ଟ୍ରିକ ମୋଟରସାଇକେଲ) ‘ଜିଟି ଟେକ୍ସା’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ସହରାଞ୍ଚଳ ଚାଳକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ…

ଆର୍‌ଇ ୧୦୦ରେ ନେକ୍ସଟ୍ରା ସାମିଲ

ଭୁବନେଶ୍ୱର,୨୭।୬ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତୀ ଏୟାରଟେଲର ସହାୟକ କମ୍ପାନୀ ‘ନେକ୍ସଟ୍ରା’କୁ ନିକଟରେ ଆଉ ଏକ ନୂତନ ସ୍ବୀକୃତି ଓ ମାନ୍ୟତା ଦିଆଯାଇଛି। ଏପରିକି କମ୍ପାନୀ ରିନୁଏବଲ ଏନର୍ଜି ବା ଆର୍‌ଇ୧୦୦ପଦକ୍ଷେପରେ ସାମିଲ ହୋଇଥିଲାବେଳେ ଭାରତର ଏକମାତ୍ର ଡାଟା…

ମୋବାଇଲ ରିଚାର୍ଜ ଦାମ୍‌ ବଢାଇଲା ଜିଓ ରିଲାଏନ୍ସ, ୩ ଜୁଲାଇରୁ ହେବ ଲାଗୁ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ପ୍ଲାନ୍‌

ନୂଆଦିଲ୍ଲୀ,୨୭।୬: ମୋବାଇଲ ରିଚାର୍ଜ ଶୁଳ୍କ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ମୋବାଇଲ ରିଚାର୍ଜ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ଯୋଜନା ପ୍ରଣୟନ କରିଛି। ଜିଓର ନୂତନ ଶୁଳ୍କ ଯୋଜନା ୨୦୨୪ ଜୁଲାଇ…

୭୯,୦୦୦ ପାର ସେନସେକ୍ସ; ସର୍ବକାଳୀନ ଉଚ୍ଚ ସ୍ତରର ନିଫ୍ଟି

ମୁମ୍ବାଇ,୨୭।୬: ନିରନ୍ତର ଚତୁର୍ଥ ଦିନ ପାଇଁ ଭାରତୀୟ ଶେୟାର ବଜାରର ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ପାର କରି ଐତିହାସିକ ସ୍ତରରେ ପହଞ୍ଚିଛି। ସେହିଭଳି ବିଏସଇ ନିଫ୍ଟି ମଧ୍ୟ ୨୩,୯୭୪.୭୦ ପଏଣ୍ଟ ଛୁଇଁଛି। ବ୍ୟାଙ୍କ ନିଫ୍ଟି…

ଓଡ଼ିଶାରେ ମଦ ବନ୍ଦ ହେଲେ କମିବ ରାଜସ୍ବ , ବର୍ଷ ଆରମ୍ଭରୁ ୧୦ ହଜାର କୋଟି ଆୟ କଲେଣି ସରକାର

ଭୁବନେଶ୍ୱର,୨୭।୬: ଓଡ଼ିଶାରେ ହେବନି ମଦ ବ୍ୟାନ୍‌। ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନ ଥିବା ସେ କହିଛନ୍ତି। ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ…

ସରିଲା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଡ୍ରୋନ୍‌ ସର୍ଭେ

ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ ଡ୍ରୋନ୍‌ ଟେକ୍‌ ଏବଂ ଆନାଲିଟିକ୍ସ କମ୍ପାନୀ ‘ଆଇଜି ଡ୍ରୋନ୍‌ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଡ୍ରୋନ୍‌ ସର୍ଭେ କାର୍ଯ୍ୟ ନିକଟରେ ଶେଷ ହୋଇଛି। ଏପରିକି ଆଇଜି ଡ୍ରୋନ୍‌ସ ଏହି ସର୍ଭେ କାର୍ଯ୍ୟ…

ଗଳଗଣ୍ଡ ରୋଗ ଦୂରକରୁଛି ପତଞ୍ଜଳି ଥାଇରୋଗ୍ରିଟ୍‌

ଭୁବନେଶ୍ୱର,୨7।୬(ଅନୁରାଧା ମହାରଣା): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ପତଞ୍ଜଳି ଯୋଗପୀଠର ଅଗ୍ରଣୀ ପ୍ରତିଷ୍ଠାନ ପତଞ୍ଜଳି ଆୟୁର୍ବେଦକୁ ନିକଟରେ ଅନ୍ତର୍ଜାତୀୟସ୍ତରର ସମ୍ମାନ ସହ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ପତଞ୍ଜଳି ଆୟୁର୍ବେଦ ସଂସ୍ଥାନର ଗବେଷଣା ଓ ଅଭିଜ୍ଞ ଗବେଷକ (ବୈଜ୍ଞାନିକ)ଙ୍କ ଦ୍ୱାରା…

ରେକର୍ଡ ସ୍ତରରେ ଏନ୍‌ଏସ୍‌ଇ ନିଫ୍ଟି

ନୂଆଦିଲ୍ଲୀ,୨୭।୬ (ଅଭୟ ଦାଶ): ଘରୋଇ ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସ ଅଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?