କଟକରେ ଲାଲଚାନ୍ଦର ୨ୟ ଶୋ’ରୁମ୍
ଭୁବନେଶ୍ୱର,୨୭।୫(ଅଭୟ ଦାଶ): ଲାଲଚାନ୍ଦ ଜୁଏଲର୍ସର ନୂତନ ତଥା ୨ୟ ଶୋ’ରୁମ ରବିବାର କଟକର ସିଡିଏସ୍ଥିତ ସେକ୍ଟର୬ଠାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
ଆୟକର ନାଁରେ ଆସୁଛି ନକଲି ନୋଟିସ: ସତର୍କ ରହିବାକୁ ମାର୍ଗଦର୍ଶିକା ଜାରି
ଭୁବନେଶ୍ୱର,୨୭।୫: (ଅନୁରାଧା ମହାରଣା): ଆୟକର ବିଭାଗ ନାମରେ କର ପୈଠରେ ଖିଲାପ ନେଇ ନୋଟିସ ପାଇବା କ୍ଷଣି ସାଧାରଣ ଲୋକ ବିବ୍ରତ ହୋଇପଡ଼ନ୍ତି। କିଛି ବିଚାର ନକରି ତୁରନ୍ତ ମୋବାଇଲକୁ ମେସେଜ୍ ଆସିଥିବା ଲିଙ୍କ ଉଫରେ କ୍ଲିକ୍ କରି ଟଙ୍କା ପୈଠ…
ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍
ଭୁବନେଶ୍ୱର,୨୬।୫ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ନୂତନ ଅଭିଯାନ ‘ସ୍ମାର୍ଟ ଓ୍ବାର୍କଶପ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଓ ବିକ୍ରି ପରବର୍ତ୍ତୀ ସେବା (ସର୍ଭିସିଂ) ଯୋଗାଇଦେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ସୁବିଧାର ଶୁଭାରମ୍ଭ କରାଯାଇଛି।…
ଜୟ ଆଲୁକ୍କାସ୍ର ହ୍ୟୁଷ୍ଟନ୍ ଆଉଟ୍ଲେଟ୍ ପୁନଃ ଉଦ୍ଘାଟିତ
ଭୁବନେଶ୍ୱର,୨୬।୫ (ଅଭୟ ଦାଶ)ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଗହଣା ବ୍ରାଣ୍ଡ୍ ‘ଜୟ ଆଲୁକ୍କାସ’ର ଆମେରିକାସ୍ଥିତ ହ୍ୟୁଷ୍ଟନ୍ଠାରେ ଥିବା ଆଉଟ୍ଲେଟର ପୁନଃ ଉଦ୍ଘାଟନ ନିକଟରେ ହୋଇଯାଇଛି। ଏପରିକି ଆମେରିକାର ଟେକ୍ସାସ୍ସ୍ଥିତ ହ୍ୟୁଷ୍ଟନ୍ ଶୋ’ରୁମ୍(ଆଉଟ୍ଲେଟ)ର ନବୀକରଣ ବିଶ୍ୱସ୍ତରୀୟ ମାନର ହୋଇଥିବାବେଳେ ଏଠାରେ…
୩୮.୨୩୮ କୋଟିର ନୂଆ ପ୍ରିମିୟମ
ଭୁବନେଶ୍ୱର,୨୬।୫ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୨୯% ବୃଦ୍ଧି ସହ ୩୮,୨୩୮କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ପଞ୍ଜୀକରଣ କରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ପ୍ରିମିୟମ ୨୯,୫୮୯କୋଟି ଟଙ୍କା ଥିଲା।…
ପିଆଜ ଦରବୃଦ୍ଧିରେ ଲଗାମ କଷିବେ ସରକାର
ଭୁବନେଶ୍ୱର,୨୬।୫(ଅନୁରାଧା ମହାରଣା)ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ପନିପରିବା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ବିଭନ୍ନ ରାଜ୍ୟରେ ପିଆଜ କିଲୋଗ୍ରାମ ପ୍ରତି ପ୍ରାୟ ୫୦ରୁ ୬୦ ଟଙ୍କାରେ ପହଞ୍ଚତ୍ଲାଣି। ଯଦିଓ ଅନେକ କ୍ଷେତ୍ରରେ ସ୍ଥାନୀୟ କାରଣରୁ ପିଆଜ ମୂଲ୍ୟ ବୃଦ୍ଧି ପାଉଛି…
ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍ର ସହଭାଗିତା
ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ଏବଂ ଗୁଗଲ କ୍ଲାଉଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍ର ମୁଖ୍ୟ ଇନୋଭେଶନ ଅଫିସର ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଘଦୂତ ରାୟଚୌଧୁରୀଙ୍କ ନେତୃତ୍ୱରେ ଏହି ସହଭାଗିତା…
ଫିକି ଫ୍ଲୋ ଭୁବନେଶ୍ବରର ଦିନିକିଆ କର୍ମଶାଳା
ଭୁବନେଶ୍ୱର,୨୫।୫: ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ସହ ଅନୁବନ୍ଧିତ ପ୍ରତିଷ୍ଠାନ ଫିକି ଫ୍ଲୋ ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଫିକି ଫ୍ଲୋ ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ…
ଆପ୍ଲାଏନ୍ସେସ୍ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର
ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍ସେସ୍ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍ରେଜ ୍ ଆପ୍ଲାଏନ୍ସେସ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍ନେସ୍ ହେଡ୍ କମଲ ନନ୍ଦୀ…
ଡିଆଇଏଲ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍ (ଡିଆଇଏଲ୍)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସବୁ ସମୟରେ ଏନର୍ଜି ସଲ୍ୟୁଶନ ପାଇଁ…
ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା
ଭୁବନେଶ୍ୱର,୨୫।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ନୂତନ ଅଭିଯାନ ‘ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍ବିଆଇର ଭୁବନେଶ୍ୱର ପ୍ରଧାନ କାର୍ଯ୍ୟାଳୟ ସମ୍ମୁଖରେ ଏକ ଆକର୍ଷଣୀୟ ବାଲୁକା କଳାକୃତିର ନିର୍ମାଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏସ୍ବିଆଇ…
ଖିମ୍ଜୀ ଜୁଏଲର୍ସର ୧୩ତମ ପୂର୍ତ୍ତି ଉତ୍ସବ
କଟକ,୨୫।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍ ଖିମ୍ଜୀ ଜୁଏଲର୍ସର ୧୩ତମ ପୂର୍ତ୍ତି ଉତ୍ସବ କଟକ ଶୋ‘ରୁମ୍(ଷ୍ଟୋର) ପରିସରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର କଟକ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ବାର୍ଷିକ ଉତ୍ସବ…
Archives


