ପ୍ରଥମ ତ୍ରୈମାସିକରେ ୩୨%ର ଅଭିବୃଦ୍ଧି ହାସଲ
ନୂଆଦିଲ୍ଲୀ,୨୦।୮: ଦେଶର ପ୍ରମୁଖ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୪-୨୫ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ…
ବଜାଜ ଆଲିଆଞ୍ଜ ଲାଇଫ୍ ଇ ଟଚ୍
ନୂଆଦିଲ୍ଲୀ,୨୦।୮: ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ (ବଜାଜ ଆଲିଆଞ୍ଜ)ର ନୂତନ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଲାଇଫ୍ ଇ ଟଚ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବାବେଳେ ତାହା ପଲିସିଧାରକ…
ରୟାଲ ଏନ୍ଫିଲ୍ଡର ନୂତନ ଅଭିଯାନ
ନୂଆଦିଲ୍ଲୀ,୨୦।୮: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ତଥା ରୟାଲ ଏନ୍ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍…
ଖିମ୍ଜୀ ଜୁଏଲର୍ସକୁ ‘ଟିଭି କ୍ୟାମ୍ପେନ ଅଫ୍ ଦି ଇୟର’ ଆୱାର୍ଡ
ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଓଡ଼ଶାର ପ୍ରମୁଖ ଗହଣା ବ୍ରାଣ୍ଡ୍ ‘ଖିମ୍ଜୀ ଜୁଏଲର୍ସ’କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଫୁରା ପକ୍ଷରୁ ଆୟୋଜିତ ରିଟେଲ ଜୁଏଲର ଇଣ୍ଡିଆ ଆୱାର୍ଡସ-୨୦୨୪ରେ ଖିମ୍ଜୀ ଜୁଏଲର୍ସକୁ ସମ୍ମାନଜନକ ‘ଟିଭି…
ପିଏସ୍ବି କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର, ୨୦।୮ (ଅନୁରାଧା ମହାରଣା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ନୂଆଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ସରକାରୀ କ୍ଷେତ୍ରର ବ୍ୟାଙ୍କ(ପିଏସ୍ବି)ଗୁଡ଼ିକର କାର୍ଯ୍ୟଦକ୍ଷତାର ସମୀକ୍ଷା କରିଛନ୍ତି। ବୈଠକରେ ଜମା ସଂଗ୍ରହ, ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା, ନୂତନ ଋଣ…
ଆଲିଶାନର ସୁପର ଆନୁଆଲ ସେଲ୍
ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ପୁରୁଷ ପରିଧାନ ବ୍ରାଣ୍ଡ୍ ତଥା ଭୁବନେଶ୍ୱରର ପ୍ରମୁଖ ଗାର୍ମେଣ୍ଟ ଶୋ’ରୁମ୍ ‘ଆଲିଶାନ’ର ବହୁ ପ୍ରତୀକ୍ଷିତ ‘ସୁପର ଆନୁଆଲ ସେଲ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍ ଜରିଆରେ ଗ୍ରାହକମାନେ କଲରପ୍ଲସ, ପାର୍କ ଆଭେନ୍ୟୁ, ପାର୍କ୍ସ, ଆଲେନ୍ସୋଲି,…
୧୨ ହଜାର କୋଟିର ରାଖୀ ବ୍ୟବସାୟ
ଭୁବନେଶ୍ୱର, ୧୯।୮ (ଅନୁରାଧା ମହାରଣା): ରାଖୀପୂର୍ଣ୍ଣିମାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାଖୀ ଚୟନରେ ଲୋକଙ୍କ ପସନ୍ଦ ବଦଳିଛି। ଚଳିତ ବର୍ଷ ଚାଇନା ରାଖୀ ବିକ୍ରୟ ଅନେକାଂଶରେ କମ୍ ହୋଇଥିବାବେଳେ ସ୍ବଦେଶ ରାଖୀ ପ୍ରତି ଗ୍ରାହକଙ୍କ ରୁଚି…
ବଜାରରେ ଜେଲିଓର ନୂତନ ମଡେଲ
ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇ-ବାଇକ ନିର୍ମାତା (କମ୍ପାନୀ) ‘ଜେଲିଓ’ର ନୂତନ ମଡେଲ ‘ଅଲ ନ୍ୟୁ ମିଷ୍ଟ୍ରି’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ହାଇସ୍ପିଡ ତଥା ସର୍ବାଧିକ ମାଇଲେଜ ବିଶିଷ୍ଟ ‘ଇ-ବାଇକ ମିଷ୍ଟ୍ରି’ର ବଜାର ପ୍ରବେଶ…
ଭିଏଏସ୍ପିଏଲ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୯।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଭିଟା ଆଲକାଲି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ (ଭିଏଏସ୍ପିଏଲ୍)ର ନୂତନ ଉତ୍ପାଦ ‘ଆକ୍ୱା ଭିଟା’ର ଅନାବରଣ (ପ୍ରଡକ୍ଟ ଲଞ୍ଚ) ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର…
ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସର ନୂତନ ଅଭିଯାନ
ନୂଆଦିଲ୍ଲୀ,୧୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସର ନୂତନ ଅଭିଯାନ ଏବଂ ଟିଭି କମର୍ସିଆଲ (ଟିଭିସି)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏକ ସିନେମା ଜରିଆରେ ଭାରତର ସ୍ବାଧୀନତା ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି, ଯେଉଁଥିରେ ଭାରତୀୟ…
ବେଆଇନ କାରବାରରୁ ରାଜସ୍ବ ହ୍ରାସ
ନୂଆଦିଲ୍ଲୀ,୧୯।୮: କ୍ରମାଗତ ଭାବେ ଉଭୟ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ବେଆଇନ ସିଗାରେଟ କାରବାର ପାଇଁ ସରକାର ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି। ଏପରିକି ବେଆଇନ ତମାଖୁ କାରବାର ବିଶ୍ୱବ୍ୟାପୀ ଏକ ପ୍ରମୁଖ ବିପଦ ଓ ବର୍ଦ୍ଧିତ ଆହ୍ବାନ ପାଲଟିଛି। ଉଲ୍ଲେଖଯୋଗ୍ୟ,…
ଭାରତୀୟ ମସଲାରେ ନାହିଁ କ୍ୱାଲିଟି, ସେଫ୍ଟି; FSSAI ଯାଞ୍ଚରେ ଫେଲ୍ ୪୭୪ ସାମ୍ପଲ୍
ନୂଆଦିଲ୍ଲୀ,୧୮।୮: ଭାରତୀୟ ମସଲା କମ୍ପାନୀଗୁଡିକ ଗତ କିଛି ସମୟ ପାଇଁ ସାରା ବିଶ୍ୱରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପରେ ଗୋଟିଏ, ସମସ୍ତ ମସଲା କମ୍ପାନୀଗୁଡିକର ଉତ୍ପାଦଗୁଡିକ କଠୋର ପରୀକ୍ଷା ଦେଇ କରିବାକୁ ପଡୁଛି। ଏହି ମାମଲା ହଂକଂରୁ ଆରମ୍ଭ ହୋଇଥିଲା।…

