ବାଣିଜ୍ୟ

୨୦୨୪ରେ ୭.୫% ରହିବ ଭାରତର ଜିଡିପି, ନିର୍ବାଚନୀ ବର୍ଷରେ ବଡ଼ ଆକଳନ କଲା ବିଶ୍ବବ୍ୟାଙ୍କ

ନୂଆଦିଲ୍ଲୀ,୩।୪: ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ। ୨୦୨୪ରେ ଭାରତୀୟ ଅର୍ଥନୀତି ୭.୫% ହାରରେ ଅଭିବୃଦ୍ଧି କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ପୂର୍ବରୁ ଭାରତର ଅଭିବୃଦ୍ଧି ହାର ୬.୩% ଆକଳନ କରିଥିବା ବେଳେ ଏବେ ସଦ୍ୟ...

ମନୋରଞ୍ଜନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର,୩।୪: ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ବରିଷ୍ଠ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ମନୋରଞ୍ଜନ ପାଣିଗ୍ରାହୀ ନିକଟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରିକି ସେ ବିହାର ଓ ଝାଡ଼ଖଣ୍ଡ ସମେତ ଓଡ଼ିଶାର ଦାୟିତ୍ୱ ମଧ୍ୟ ନିର୍ବାହ...

୫ଜି ସେବାରେ ଜିଓର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୩।୪: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୫ଜି ସେବା ପ୍ରଦାନରେ ଉଲ୍ଲେଖନୀୟ ସଫଳତା ଲାଭ କରିଛି। ଏପରିକି ୫ଜି ହାରାହାରି ଡାଉନଲୋଡ୍‌ ସ୍ପିଡ୍‌ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ରହିଛି। ଭାରତରେ...

ନାଲ୍‌କୋର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୩।୪: ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ଉଭୟ ଉତ୍ପାଦନ ଓ ବିକ୍ରୟ କ୍ଷେତ୍ରରେ...

ରଶ୍ମୀ ଫିକି ଭୁବନେଶ୍ୱରର ଅଧ୍ୟକ୍ଷା

ଭୁବନେଶ୍ୱର,୩।୪: ଫେଡ଼େରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ର ମହିଳା ସଂଗଠନ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ଭାବେ ରୁଚି ଫୁଡ଼୍‌ଲାଇନର ନିର୍ଦ୍ଦେଶିକା ରଶ୍ମୀ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

ପଣ୍ୟ କାରବାରରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୩।୪(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥାତ୍‌ ୧ ଏପ୍ରିଲ ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ୨୫୬.୨୨ ନିୟୁତ ଟନ୍‌ ଉତ୍ପାଦିତ ପଣ୍ୟ ବୋଝେଇ ଓ ପରିବହନ କରିଛି। ଏହା ପୂର୍ବ ଆର୍ଥିକ ବର୍ଷଠାରୁ...

ବିନା ସର୍ତ୍ତରେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାମଦେବ

ନୂଆଦିଲ୍ଲୀ,୨।୪: ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ସୁପ୍ରିମକୋର୍ଟ...

୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲା ଆର୍‌ବିଆଇ

ମୁମ୍ବାଇ,୨ା୪:ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପାଖାପାଖି ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍‌ ଫେରିଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୋମବାର କହିଛି। ଲୋକମାନଙ୍କ ପାଖରେ ଏବେ ମଧ୍ୟ ୮,୨୦୨ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ଗତବର୍ଷ ମେ’ ୧୯ରେ...

ଆର୍‌ବିଆଇ ବିଶ୍ୱରେ ନେତୃତ୍ୱପୂର୍ଣ୍ଣ ଭୂମିକା ନେବ

ଭୁବନେଶ୍ୱର,୨।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଇତିମଧ୍ୟରେ ୯୦ ବର୍ଷରେ ପହଞ୍ଚତ୍ଛି। ଏନେଇ ମୁମ୍ବାଇସ୍ଥିତ ଆର୍‌ବିଆଇ ମୁଖ୍ୟାଳୟରେ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆୟୋଜିତ ‘ଆର୍‌ବିଆଇ@ ୯୦’ର ଉଦ୍‌ଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି,...

ପଦ୍ମଶ୍ରୀ ପ୍ରମୋଦଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ଭୁବନେଶ୍ୱର,୨।୪: ଓଡ଼ିଶା ତଥା ଭାରତର ଜଣାଶୁଣା ପାରା-ବ୍ୟାଡ୍‌ମିଣ୍ଟନ କ୍ରୀଡାବିତ୍‌ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଉତ୍କଳ ପ୍ରତିଭା ପ୍ରତିଷ୍ଠାନ (ଓଡିଏମ୍‌ ସମୂହର ଅନ୍ୟତମ ଅନୁଷ୍ଠାନ) ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ପ୍ରଦାନ କରାଯାଇଛି। ଏପରିକି ପବିତ୍ର ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରର ପଟିଆସ୍ଥିତ...

ବିଏମ୍‌ସିର ସମ୍ପ୍ରସାରଣ ୟୁନିଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨।୪: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ପ୍ରମୁଖ ହସ୍ପିଟାଲ ‘ବାଲ୍‌କୋ ମେଡିକାଲ ସେଣ୍ଟର’ବା ବିଏମ୍‌ସି ନ୍ୟୁ ରାୟପୁର ଛତିଶଗଡ଼ର ୬ଷ୍ଠ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ସମ୍ପ୍ରସାରଣ...

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଶେଫାଳି ଶରଣ

ଭୁବନେଶ୍ୱର, ୨।୪, (ଅସମାପିକା ସାହୁ): ମନୀଷ ଦେଶାଇଙ୍କ ଅବସର ପରେ ଶେଫାଳି ବି ଶରଣ ସୋମବାର ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶରଣ ୧୯୯୦ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ତିନି ଦଶନ୍ଧିରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri