ରେକର୍ଡ ସ୍ତର ଛୁଇଁଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୮।୬: ମଙ୍ଗଳବାର ଶେୟାର ମାର୍କେଟ ରେକର୍ଡ ସ୍ତରରେ କାରବାର କରିଥିବା ଦେଖିବାକୁ ମିଳିଛି। ସେନ୍‌ସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ୭୭,୨୪୪.୧୭ ପଏଣ୍ଟରେ ପହଞ୍ଚିଛି ସେନ୍‌ସେକ୍ସ। ଏଥିରେ ୨୨୬.୬୨ (୦.୨୯ ପ୍ରତିଶତ) ପଏଣ୍ଟ ବୃଦ୍ଧି ପାଇଛି । କାରବାର ଆରମ୍ଭରୁ ଏହା ୭୭,୩୨୬.୮୦ ପଏଣ୍ଟ ସହ ସର୍ବକାଳୀନ ରେକର୍ଡ କରିଛି। ଅନ୍ୟ ପଟେ, ନିଫ୍ଟି ୭୮.୯୧ (୦.୩୪ ପ୍ରତିଶତ) ପଏଣ୍ଟ ହାସଲ କରି ୨୩,୫୪୪.୫୦ ଅଙ୍କରେ କାରବାର କରୁଥିବା ଦେଖାଯାଇଥିଲା । ବଜାର ଖୋଲିବା ପରେ ଏହା ନିଫ୍ଟି ସର୍ବକାଳୀନ ୨୩,୫୭୩.୮୫ ପଏଣ୍ଟରେ ପହଞ୍ଚିଛି । ଆଜିର କାରବାରରେ, ଆଇଟି ସେୟାରରେ ଭଲ ଲାଭ ପରିଲିକ୍ଷିତ ହେଉଛି ।

ଘରୋଇ ବଜାରରେ ଏକ ସକାରାତ୍ମକ ପ୍ରଭାବ ହେତୁ ମଙ୍ଗଳବାର କାରବାର ଆରମ୍ଭରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସାତ ପଇସା ବୃଦ୍ଧି ପାଇ ୮୩.୪୮ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ଆଣିଲା ଖୁସି ଖବର, ମାତ୍ର ଏତିକି ରିଚାର୍ଜରେ ୯୮ ଦିନ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୨୦ା୭: ଜୁଲାଇ ମାସର ଆରମ୍ଭରେ ରିଚାର୍ଜ ପ୍ଲାନଗୁଡିକ ବୃଦ୍ଧି କରିବା ପରେ, ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ଯୋଗାଇବା ପାଇଁ...

ରାଖୀ ପଠାଇବା ପାଇଁ ଇଣ୍ଡିଆ ପୋଷ୍ଟର ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର୨୦।୭(ଅନୁରାଧା ମହାରଣା): ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦର୍ଶାଉଥିବା ପର୍ବ ରାଖୀ ପୂର୍ଣ୍ଣିମା ଚଳିତବର୍ଷ ଅଗଷ୍ଟ ୧୯ରେ ପାଳନ କରାଯିବ। ଦୂରରେ ରହିଥିବା...

ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍‌ଆଇସିର ବୁଝାମଣା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୦।୭ (ଅଭୟ ଦାଶ): ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ...

ଅର୍ବାନ କ୍ରୁଜର ଟାଇଜରର ଡ୍ରାଇଭିଂ ଏକ୍ସପେରିଏନ୍ସ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋ ବ୍ରାଣ୍ଡ୍‌ ତଥା ଟୟୋଟା କିର୍ଲୋସ୍କର ମୋଟର ବା ଟୟୋଟାର ସ୍ବତନ୍ତ୍ର ଅଭିଯାନ ‘ଅର୍ବାନ କ୍ରୁଜର ଟାଇଜରର ଡ୍ରାଇଭିଂ...

ବଜାରରେ ଅନର ୨୦୦ ସିରିଜ୍‌

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଗ୍ଲୋବାଲ ଆଇକୋନିକ୍‌ ଟେକ୍ନୋଲୋଜି କମ୍ପାନୀ ‘ଅନର’ର ବହୁ ପ୍ରତୀକ୍ଷିତ ୨୦୦ ସିରିଜ ( ଅନର...

ଲାକାରାଜୁ ଗରୁଡ଼ଭେଗାର ନୂତନ ସିଇଓ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସ ଜେନ୍‌ ଲଜିଷ୍ଟିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ଗରୁଡ଼ଭେଗାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ...

ଘରୋଇ ବ୍ୟାଙ୍କରେ କମୁଛି ଜମା, ବଢ଼ୁଛି ଋଣ

ଭୁବନେଶ୍ୱର, ୨୦।୭(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଋଣ ଏବଂ ଜମା ଅଭିବୃଦ୍ଧି ହାରରେ ଥିବା ପାର୍ଥକ୍ୟ ଲଗାତର ଭାବେ ବଢ଼ିବାକୁ ଲାଗିଛି। ଏହାକୁ ନେଇ ଭାରତୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri