Odisha Elections 2024

ବାଣିଜ୍ୟ

ବଜାରରେ ହୋଣ୍ଡାର ନ୍ୟୁ-୨୦୨୩ ଡିଓ

ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର...

ଓଡ଼ିଶା ସିଏମ୍‌ଆର୍‌ଏଫ୍‌ ସହ ପେଟିଏମ୍‌ର ସହଭାଗିତା

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଦେୟ ଏବଂ ଆର୍ଥତ୍କ ସେବାପ୍ରଦାନକାରୀ ସଂସ୍ଥା ତଥା କ୍ୟୁଆର ଏବଂ ମୋବାଇଲ୍‌ ପେମେଣ୍ଟର ଅଗ୍ରଣୀ କମ୍ପାନୀ ପେଟିଏମ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍‌ଆର୍‌ଏଫ୍‌) ସହ ସହଭାଗିତା କରିଥିବା ଜଣାପଡିଛି। ବିଶେଷ କରି ୨୦୨୩...

ଦି ଗୁଡ୍‌ ଷ୍ଟଫକୁ ଅଧିଗ୍ରହଣ କଲା ଡିଏସ୍‌ ଗ୍ରୁପ

ଭୁବନେଶ୍ୱର,୧୩।୬: ମଲ୍ଟି ବିଜ୍‌ନେସ କର୍ପୋରେଶନ ଏବଂ ଏକ ଅଗ୍ରଣୀ ଏଫ୍‌ଏମ୍‌ସିଜି କନ୍‌ଗ୍ଲୋମିରେଟ ଭାବେ ଜଣାଶୁଣା ଧରମପାଲ ସତ୍ୟପାଲ ଗ୍ରୁପ (ଡିଏସ୍‌ ଗ୍ରୁପ) ନିକଟରେ ଦି ଗୁଡ୍‌ ଷ୍ଟଫ୍‌ ପ୍ରାଇଭେଟ ଲିମିଟେଡ ଏବଂ ତା’ର ଲୁଭିଟ ଚକୋଲେଟ ଏବଂ କନ୍‌ଫେକ୍‌ଶନାରିକୁ ଅଧିଗ୍ରହଣ କରିଥିବା...

ଆଇଆଇଏଫ୍‌ଏଲ୍‌ ବଣ୍ଡ୍‌ ଉପରେ ୯% ପର୍ଯ୍ୟନ୍ତ ସୁଧ

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ସର୍ବୋଚ୍ଚ ସ୍ତରର ସୁରକ୍ଷା ସହିତ ବଣ୍ଡ୍‌ ଇସ୍ୟୁ ଉପରେ ୯% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଏପରିକି ସୁରକ୍ଷିତ ବଣ୍ଡ୍‌ଗୁଡିକର ପବ୍ଲିକ୍‌ ଇସ୍ୟୁ ନିକଟରେ ଖୋଲିଥିବା ବେଳେ ବ୍ୟବସାୟିକ...

ମାଲାବାରରେ ୧୦ ଦିନିଆ ‘ସିଲ୍‌ଭର ଶୋ’

ଭୁବନେଶ୍ୱର,୧୨।୬: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ଏକ ୧୦ ଦିନିଆ ‘ସିଲ୍‌ଭର ଶୋ’ର ଆୟୋଜନ କରାଯାଇଛି। ଏହି ଶୋ ପ୍ରତିଷ୍ଠାନର ଭୁବନେଶ୍ୱରସ୍ଥିତ ଶହୀଦ ନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି...

ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୧୨।୬: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ ଭିତ୍ତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁବିଆଇର କେନ୍ଦ୍ରୀୟ କାର୍ଯ୍ୟାଳୟ...

ଘରୋଇ ବଜାରରେ ୪,୬୬୦ ଗାଡ଼ି ବିକିଲା ହୋଣ୍ଡା

ଭୁବନେଶ୍ୱର,୧୨।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍‌ କାର୍‌ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସ୍‌ିଆଇଏଲ୍‌) ପକ୍ଷରୁ ୨୦୨୩ ମେ ମାସର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମେ’ ମାସରେ କମ୍ପାନୀ...

ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଇବ ରୟାଲ ଗ୍ରୁପ୍‌

ଭୁବନେଶ୍ୱର,୧୨।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରୟାଲ ଗ୍ରୁୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଏକ ବଡ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ୍‌ ୨ରେ ବାଲେଶ୍ୱର ଜିଲାର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ...

ୱେଷ୍ଟର୍ନ କ୍ୟାରିୟର୍ସ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୧୨।୬: ୱେଷ୍ଟର୍ନ କ୍ୟାରିୟର୍ସ (ଇଣ୍ଡିଆ) ଲିମିଟେଡ୍‌ ପକ୍ଷରୁ ଡ୍ରାପ୍ଟ ରେଡ୍‌ ହେରିଂ ପ୍ରସପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ପୁଞ୍ଜି ବଜାର ନିୟାମକ...

୧୩ରୁ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍‌ ବ୍ୟବସାୟ କନ୍‌କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍‌କ୍ଲେଭ ଚଳିତ ବର୍ଷ ଜୁନ୍‌ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ। ଏ ନେଇ ଆଇଏନ୍‌ଡବ୍ଲ୍ୟୁଇସି ବିଆଇଏମ୍‌ଏସ୍‌ଟିଇସି ନେତୃତ୍ୱ ଫୋରମ୍‌ ପକ୍ଷରୁ...

ବେଦାନ୍ତର ବାର୍ଷିକ ଗ୍ରୀନ୍‌ ହାର୍ଟସ ଅଭିଯାନ

ଭୁବନେଶ୍ୱର,୧୧।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ବିଶ୍ୱ ପରିବେଶ ସପ୍ତାହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବାର୍ଷିକ ଗ୍ରୀନ୍‌ ହାର୍ଟସ ଅଭିଯାନର ଆୟୋଜନ କରାଯାଇଥିଲା। ସେହିଭଳି କମ୍ପାନୀର ଝାରସୁଗୁଡ଼ା ମେଗା ଆଲୁମିନିୟମ ସ୍ମେଲଟର, ଲାଞ୍ଜିଗଡ଼...

ଅରୁନ୍ଧତୀରେ ରଥଯାତ୍ରା ମେଗା ସେଲ

ଭୁବନେଶ୍ୱର,୧୧।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ରଥଯାତ୍ରା ମେଗା ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ରଥଯାତ୍ରା ଉପଲକ୍ଷେ ଅରୁନ୍ଧତୀ ପକ୍ଷରୁ ଆକର୍ଷଣୀୟ ‘ହୁଇଲ୍ସ ଅଫ୍‌ ଫର୍ଚ୍ୟୁନ’ ଅଫରର ଶୁଭାରମ୍ଭ କରାଯାଇଛି। ସେହିଭଳି ଅରୁନ୍ଧତୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri