ବାଣିଜ୍ୟ

୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି (କ୍ରସଓଭର ୟୁଟିଲିଟି ଭେଇକିଲ) ଏମ୍‌ଜି ୱିଣ୍ଡସରର ଶୁଭାରମ୍ଭ ୨୦୨୪ ସେପ୍ଟେମ୍ବର ୧୧ରେ ହେବ ବୋଲି ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି…

ଏଏଫ୍‌’ର ଆକର୍ଷଣୀୟ ସ୍ଥାୟୀ ଜମା ଅଫର

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡିଜିଟାଲ ଫାଇନାନ୍ସ ପ୍ଲାଟଫର୍ମ ଏୟାରଟେଲ ଫାଇନାନ୍ସ (ଏଏଫ୍‌) ର ବହୁ ପ୍ରତୀକ୍ଷିତ ସ୍ଥାୟୀ ଜମା ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସ୍ଥାୟୀଜମା ଆକର୍ଷଣୀୟ ୯.୧%…

ସେମିକନ ଇଣ୍ଡିଆକୁ ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘ସେମିକନ ଇଣ୍ଡିଆ-୨୦୨୪’ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ହେବାକୁ ଯାଉଛି।…

ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନ୍‌ସର ସେଣ୍ଟର

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍‌ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍‌ଥ ସିଟିଠାରେ…

ଆଦାନୀ ହେବେ ଟ୍ରିଲିୟନେୟାର

ନୂଆଦିଲ୍ଲୀ, ୧୦।୯ (ଅଭୟ ଦାଶ): ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ୨୦୨୭ରେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଟ୍ରିଲିୟନେୟାର ତାଲିକାରେ ସାମିଲ ହେବେ। ଏପରିକି ସେତେବେଳକୁ ତାଙ୍କ ସମ୍ପତ୍ତି ଏକ ହଜାର ବିଲିୟନ…

ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୧୧୯ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓଆଇ ଶୈଳଶ୍ରୀ ବିହାର ଶାଖାର ନୂତନ ପରିସରକୁ ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା…

ପାର୍ବଣ ଋତୁରେ ଆକାଶଛୁଆଁ ଧନିଆ ପତ୍ର, ଶାଗ ଦର

ଭୁବନେଶ୍ୱର,୧୦।୯ (ଅନୁରାଧା ମହାରଣା): ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଅତ୍ୟଧିକ ବର୍ଷା ହେତୁ ପ୍ରମୁଖ ସହରଗୁଡିକରେ ପନିପରିବା ଯୋଗାଣ ବ୍ୟାହତ ସହ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଉଛି। ଏସବୁ ମଧ୍ୟରେ ସବୁଜ ପନିପରିବା ମଧ୍ୟରେ ଧନିଆପତ୍ରର ମୂଲ୍ୟ ସର୍ବାଧିକ ବୃଦ୍ଧି…

ଜଣାପଡ଼ିଲା ଆଇଫୋନ୍-୧୬ ର ମୂଲ୍ୟ: ଲିକ୍ ହେଲା ସାରପ୍ରାଇଜ୍

ନୂଆଦିଲ୍ଲୀ,୯।୯: ଆପଲ୍ ଇଭେଣ୍ଟର କିଛି ଘଣ୍ଟା ପୂର୍ବରୁ ଆଇଫୋନ୍ ୧୬ ର ମୂଲ୍ୟ ଲିକ୍ ହୋଇଯାଇଛି। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ୍ ଆଇଫୋନ୍ ୧୬ ପ୍ରୋ ର ପ୍ରାରମ୍ଭିକ ମୂଲ୍ୟ ୯୯୯ ଡଲାରରେ ବଜାୟ ରହିପାରେ, ଯାହା ଏଣ୍ଟ୍ରି ଲେଭଲ୍…

ଅନଲାଇନ୍ ପେମେଣ୍ଟରେ ଲାଗିବ କି ଜିଏସଟି ?

ନୂଆଦିଲ୍ଲୀ,୯।୯: ସୋମବାର ବସିଥିବା ଜିଏସଟି ପରିଷଦ ବୈଠକରେ ଅନଲାଇନ୍ ପେମେଣ୍ଟ ଉପରେ ଜିଏସଟି ; ନାହିଁ ଏହା ଉପରେ ବଡ ନିଷ୍ପତ୍ତି ନିଆଯାଇଛି। ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଅନଲାଇନ୍ କାରବାର ପାଇଁ ବିଲ୍…

ଏହି ଔଷଧ, ନମକିନ୍ ଉପରୁ ଜିଏସଟି କମାଇଲେ ସରକାର: ଉପକୃତ ହେବେ ଲୋକେ

ନୂଆଦିଲ୍ଲୀ,୯।୯: ସୋମବାର ବସିଥିବା ଜିଏସଟି ପରିଷଦ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କିଛି କ୍ୟାନ୍ସର ଔଷଧ ଉପରୁ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ନଭେମ୍ବରରେ ହେବାକୁ ଥିବା ଆସନ୍ତା ବୈଠକରେ ସ୍ୱାସ୍ଥ୍ୟ ବୀମା ହାର ହ୍ରାସ କରିବାକୁ…

ବିଶାଖାପାଟଣାରେ ମେଡିକୋଭର ବିଶ୍ୱସ୍ତରୀୟ କର୍କଟ ପ୍ରତିଷ୍ଠାନ : ମେଡିକୋଭର ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର

ଭୁବନେଶ୍ୱର,୯।୯: (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ କେୟାର ଚେନ ‘ମେଡିକୋଭର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ’ର ନୂତନ ଏବଂ ଅତ୍ୟାଧୁନିକ କ୍ୟାନସର ୟୁନିଟ୍‌ ବା ଓ୍ବାର୍ଲଡ କ୍ଲାସ କ୍ୟାନସର ସେଣ୍ଟର ନିକଟରେ ବିଶାଖାପାଟଣାର ଆରିଲୋଭା ହେଲ୍‌ଥ ସିଟିଠାରେ…

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହନ

ଭୁବନେଶ୍ୱର,୯।୯,(ଅନୁରାଧା ମହାରଣା): ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଡାଲି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ଡାଲି ଚାଷ ବଢ଼ାଇ କୃଷକଙ୍କ ଉତ୍ପାଦନ ଏବଂ ଆୟ ବୃଦ୍ଧି କରିବା ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?