ବାଣିଜ୍ୟ

ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କୋଭିଡ ରିଲିଫ୍‌ ପଦକ୍ଷେପ ପାଇଁ ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ...

ଭାରତ-ୟୁଏଇ କାରବାର ଛୁଇଁବ ୧୦୦ ବିଲିୟନ ଡଲାର: ମୋଦି…

ଦୁବାଇ,୧୫।୭ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ...

ଦେଶର ୫୪ ସହରରେ ଟମାଟୋ କିଲୋପିଛା ଦାମ ୧୫୦, ଆଗାମୀ ଦିନରେ ଛୁଇଁପାରେ ୩୦୦ ଟଙ୍କା…

ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି। ଦାମ କମିବାର ନା ନେଉ ନାହ। ଚଣ୍ଡିଗଡ଼ରେ ଏହାର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୩୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଥିସହିତ ଗାଜିଆବାଦରେ ଟମାଟୋ ୨୫୦ ଟଙ୍କାରେ...

ଭିଜା ଶୁଳ୍କ ୧୫ ରୁ ୨୦ ପ୍ରତିଶତ ବୃଦ୍ଧି କରିବେ ସୁନକ ସରକାର…

ଲଣ୍ଡନ,୧୫।୭ : ଭିଜା ଶୁଳ୍କ ବୃଦ୍ଧି ମାଧ୍ୟମରେ ବ୍ରିଟେନର ସରକାରୀ କ୍ଷେତ୍ର କର୍ମଚାରୀଙ୍କ ବେତନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ଶିକ୍ଷକ, ପୋଲିସ, ଜୁନିଅର ଡାକ୍ତର ଏବଂ ଅନ୍ୟାନ୍ୟ ସରକାରୀ କ୍ଷେତ୍ରର କର୍ମଚାରୀ...

ଟାଟା ଷ୍ଟିଲ୍‌ର ସ୍ପ୍ରିଣ୍ଟ୍‌ ଟୁ ଜିରୋ ଚ୍ୟାଲେଞ୍ଜ ଅଭିଯାନ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଟାଟା ଷ୍ଟିଲ୍‌-ସ୍ପ୍ରିଣ୍ଟ ଟୁ ଜିରୋ-୨୦୨୩ ଚ୍ୟାଲେଞ୍ଜ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରର ନିରନ୍ତର ଭବିଷ୍ୟତ ଲାଗି ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ରଯୁକ୍ତିର ମୁକାବିଲା...

ବଜାରରେ କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌

ଭୁବନେଶ୍ୱର,୧୫।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ ସାଇଜ ଏସୟୁଭି ‘ଦି ନ୍ୟୁ କିଆ ସେଲଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସେଣ୍ଟ୍ରାଲ କିଆ ଭୁବନେଶ୍ୱର...

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୩ ଜୁଲାଇ ୧୪ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ କ୍ରେଡିଟ୍‌ ଏବଂ...

ଚେତକ ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ବଜାଜ ଅଟୋର ପ୍ରିମିୟମ ବ୍ରାଣ୍ଡ୍‌ ଚେତକର ଏକ୍ସପେରିଏନ୍ସ ସେଣ୍ଟର ଶୁକ୍ରବାର ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବଜାଜ ଅଟୋର ସ୍ବୀକୃତିପ୍ରାପ୍ତ ଚେତକ ଡିଲର ସନ୍ଥାଲିଆ ମୋର୍ଟସ ଆନୁକୂଲ୍ୟରେ...

ଆଜିଠାରୁ ତନିସ୍କରେ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଚେନ୍‌ କଲେକ୍ସନ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଶନିବାରଠାରୁ ତନିସ୍କରେ ଆକର୍ଷଣୀୟ ଓ ଡିଜାଇନ ଚେନ୍‌ର ବ୍ୟାପକ ସମ୍ଭାର ପ୍ରଦର୍ଶନ ହେଉଛି।...

ଆଇଜିଆଇଟି ସରାଙ୍ଗ ସହ ଟାଟା ପାଓ୍ବାରର ବୁଝାମଣା

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ପାଓ୍ବାର ଏବଂ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଜିଆଇଟି), ସରାଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଶିକ୍ଷା ଓ ନିଯୁକ୍ତି ହାସଲ...

ଜିଓ ଲଞ୍ଚ କଲା ଶସ୍ତା ପ୍ଲାନ୍‌: ୧୨୩ ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ, ଡେଲି ଡାଟା ସହ ମିଳିବ…

ନୂଆଦିଲ୍ଲୀ,୧୪।୭: ଶସ୍ତା ପ୍ଲାନ ଲଞ୍ଚ କରିଛି ଜିଓ। ଗ୍ରାହକମାନଙ୍କ ସୁବିଧା ଲାଗି କମ୍ପାନୀ ୧୨୩ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନ୍‌ରେ ଜିଓ ବ୍ୟବହାରକାରୀଙ୍କୁ ଡେଲି ଡାଟା, ଅନ୍‌ଲିମିଟେଡ୍‌ କଲିଂ, ଏସ୍‌ଏମ୍‌ଏସ୍‌ ବ୍ୟତିତ ଅନ୍ୟ ସୁବିଧା ମିଳିବ। ପ୍ଲାନରେ ଭାଲିଡିଟି...

ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୪।୭:ଟାଟା ଷ୍ଟିଲ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ) ପକ୍ଷରୁ ସାପ ସଂକ୍ରାନ୍ତୀୟ ଭ୍ରାନ୍ତ ଧାରଣା ଦୂର କରିବା ସହିତ ସାପକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଟିଏସ୍‌ଏମ୍‌ଏଲ୍‌ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri