ଭୁବନେଶ୍ୱର,୩୦।୬: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ପ୍ରତିଷ୍ଠାନ ତଥା ଏସ୍ବିଏସ୍ ବାୟୋଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଡ. ସଞ୍ଜୀବ ଜୁନେଜାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ବିଗ୍ ଏଫ୍ଏମ୍ ପକ୍ଷରୁ ଶିମ୍ଲାରେ ଆୟୋଜିତ ‘ବିଗ୍ ଇମ୍ପାକ୍ଟ...
ଭୁବନେଶ୍ୱର,୩୦।୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଆଦାନୀ ଗ୍ରୁପ୍ର ଅନ୍ୟତମ ସଂସ୍ଥା ଆଦାନୀ ଟୋଟାଲ ଗ୍ୟାସ୍ ଲିମିଟେଡ୍ (ଏଟିଜିଏଲ୍) ଗ୍ୟାସ୍ ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଆଦାନୀ ଗ୍ରୁପ୍...
ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ନିଯୁକ୍ତି ସ୍କାମରେ ହୋଇଥିବା ଘୋଟାଲାକୁ ନେଇ ବଡ଼ ପଦକ୍ଷେପ ନେଇଛି। ଟିସିଏସ୍ ୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି। ଏହା ବ୍ୟତୀତ ୬ ଜଣ ବ୍ୟବସାୟ ସହଯୋଗୀ ସଂସ୍ଥା...
Archives
Model This Week
ପିଲାଙ୍କ ଧରିତ୍ରୀ