ବଡ଼ ଅପଡେଟ୍: ପାଖରେ ଆୟୁଷ୍ମାନ କାର୍ଡ ଥିଲେ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍…
ନୂଆଦିଲ୍ଲୀ,୨୭।୮: ସାଧାରଣତଃ ଲୋକମାନେ ଅବାଞ୍ଛିତ ରୋଗରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବୀମା ନିଅନ୍ତି। କିନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା ନେବାକୁ ଯଥେଷ୍ଟ ସକ୍ଷମ ନୁହଁନ୍ତି। ସେଥିପାଇଁ ଭାରତ ସରକାର ଆୟୁଷ୍ମାନ ଭାରତ ଯୋଜନା ଚଳାଇଛନ୍ତି। ଏହା ସାରା…
ସେପ୍ଟେମ୍ବର ୧ରୁ ବଦଳିବ ଏହି ୫ ବଡ଼ ନିୟମ, ମଧ୍ୟବିତ୍ତଙ୍କ ଉପରେ ପକାଇବ ସିଧାସଳଖ ପ୍ରଭାବ, ଜାଣିରଖନ୍ତୁ…
ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧ରୁ ଆପଣଙ୍କ ଟଙ୍କା ଏବଂ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ, ଆପଣ ରୂପା କିଣିବେ କି SBI କାର୍ଡ ବ୍ୟବହାର…
ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…
ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ଏହା…
Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ କ’ଣ କରେ ବ୍ୟାଙ୍କ? ଜାଣନ୍ତୁ ନିୟମ
ନୂଆଦିଲ୍ଲୀ,୨୬।୮: ଅନେକ ସମୟରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ ଯଦି ଜଣେ ବ୍ୟକ୍ତି ହୋମ ଲୋନ, କାର୍ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି ଏବଂ ଏହି ସମୟରେ ତାଙ୍କର ହଠାତ ମୃତ୍ୟୁ ହୋଇଯାଏ, ତେବେ ବ୍ୟାଙ୍କ ଲୋନ…
ଏଣିକି ବିନା ଇଣ୍ଟରନେଟ୍ରେ ହେବ WhatsApp ଭଏସ କଲ୍: ଜାଣନ୍ତୁ କେବେଠାରୁ ଆରମ୍ଭ ହେବ
ନୂଆଦିଲ୍ଲୀ,୨୬।୮: ଗୁଗଲ ବର୍ତ୍ତମାନ ଏହାର ନୂତନ Pixel 10 ସିରିଜ ପ୍ରଚଳନ କରିଛି। ଏଥର ଫୋନରେ ଅନେକ ବଡ଼ ଅପଗ୍ରେଡ ଦେଖାଯାଉଛି, କିନ୍ତୁ ସବୁଠାରୁ ଅଧିକ ଆଲୋଚନା ହେଉଥିବା ବୈଶିଷ୍ଟ୍ୟ ହେଉଛି WhatsApp ଭଏସ ଏବଂ ଭିଡିଓ କଲ ପାଇଁ ସାଟେଲାଇଟ…
ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ, ବେକାରି ୩.୨%କୁ ହ୍ରାସ
ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା): ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ସରକାର ସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି କର୍ମଶକ୍ତିରେ ୭୦% ମହିଳା ଅଂଶଗ୍ରହଣକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରଖାଯାଇଛି । ପିଏଲ୍ଏଫ୍ଏସ୍ ତଥ୍ୟ…
କମିଲା ସୁନା ଦାମ, ୧୦ ଗ୍ରାମକୁ ୯୧ ହଜାର, ରୂପା ବି ହେଲା ଶସ୍ତା
ନୂଆଦିଲ୍ଲୀ,୨୫।୮: ଗତ ସପ୍ତାହରେ ଭାରତୀୟ ସୁନା ବଜାରରେ ହ୍ରାସ ଦେଖିବାକୁ ମିଳିଥିଲା। ଶୁକ୍ରବାର ବନ୍ଦ ହୋଇଥିବା ବଜାରରେ ଉଭୟ ଧାତୁର ମୂଲ୍ୟ ହ୍ରାସ ପାଇଥିଲା। ଅନ୍ୟପକ୍ଷରେ, ସୋମବାର ଖୋଲା ବଜାରରେ, ସୁନା ଏବଂ ରୂପାର ମୂଲ୍ୟ ଲାଲ ଚିହ୍ନ ସହିତ କାରବାର…
୨୭ ଅଗଷ୍ଟ ବନ୍ଦ ରହିବ ଷ୍ଟକ୍ ମାର୍କେଟ, ଟ୍ରେଡିଂ ପୂର୍ବରୁ ଜାଣିନିଅନ୍ତୁ…
ନୂଆଦିଲ୍ଲୀ,୨୪।୮: ଆଗାମୀ ସପ୍ତାହରେ ନିବେଶକମାନଙ୍କ ପାଇଁ ଶେୟାର ବଜାରରେ ମାତ୍ର ୪ ଦିନ ଟ୍ରେଡିଂ ହେବ। ଗଣେଶ ଚତୁର୍ଥୀ ଅବସରରେ ବୁଧବାର, ୨୭ ଅଗଷ୍ଟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (BSE) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE) ବନ୍ଦ ରହିବ। ଏହା…
SIP, SSY ନା PPF: ଦୀର୍ଘମିଆଦୀ ନିବେଶରେ କେଉଁଟି ଦେବ ସର୍ବାଧିକ ଲାଭ? ହିସାବ ବୁଝନ୍ତୁ…
ନୂଆଦିଲ୍ଲୀ,୨୪।୮: ବର୍ତ୍ତମାନ ସମୟରେ ଦୀର୍ଘମିଆଦୀ ନିବେଶ କଥା ଆସିଲେ ଲୋକଙ୍କ ସାମ୍ନାରେ ଅନେକ ବିକଳ୍ପ ରହିଛି। ଏଥିମଧ୍ୟରୁ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP), ସୁକନ୍ୟା ସମୃଦ୍ଧି ଯୋଜନା (SSY) ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ହେଉଛି ସବୁଠାରୁ ଲୋକପ୍ରିୟ। ଏହି…
ଶିଶୁଙ୍କ ପାଇଁ UIDAIର ନୂଆ ସୁବିଧା: ଘରେ ବସି ପାଇପାରିବେ ବାଲ୍ ଆଧାର, ସମସ୍ତ ସୂଚନା…
ନୂଆଦିଲ୍ଲୀ,୨୪।୮: ଭାରତରେ ଶିଶୁମାନଙ୍କ ପାଇଁ ଆଧାର କାର୍ଡ ନିର୍ମାଣ ଏବେ ପୂର୍ବାପେକ୍ଷା ଅଧିକ ସହଜ ହୋଇଛି। UIDAI ଦ୍ୱାରା ବାଲ ଆଧାର କାର୍ଡ (Baal Aadhaar) ସୁବିଧା ଆରମ୍ଭ କରାଯାଇଛି, ଯାହା ନୀଳ ରଙ୍ଗରେ ଉପଲବ୍ଧ। ଏହି କାର୍ଡ ନିର୍ମାଣ ପାଇଁ…
ଆସିଲା ଧମାକାଦାର୍ ଅଫର୍, ୧ଟଙ୍କାରେ ମିଳିବ ୪୯୯୯ଟଙ୍କାର ରିଚାର୍ଜ ପ୍ଲାନ! ଅଗଷ୍ଟ ୩୧ଯାଏ…
ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଗୋଟିଏ ଟେଲିକମ କମ୍ପାନୀ ଏମିତି ଏକ ଅଫର ଆଣିଛି ଯାହାକୁ ଆପଣ ଶୁଣିଲେ ତାଜୁବ ହୋଇଯିବେ। ଗ୍ରାହକମାନଙ୍କ ପାଇଁ ଏକ ଅଫର ଆଣିଛି ଯାହା ଟେଲିକମ ବଜାରରେ ହଇଚଇ ସୃଷ୍ଟି କରିଛି। କମ୍ପାନୀ ତାର ଉପଭୋକ୍ତାମାନଙ୍କୁ…
ହଠାତ୍ କାହିଁକି କଲ-ଡାଏଲ୍ର ସେଟିଂସରେ ହୋଇଗଲା ବଡ଼ ପରିବର୍ତ୍ତନ
ଆଣ୍ଡ୍ରଏଡ ୟୁଜର୍ସଙ୍କ କଲ ଏବଂ ଡାଏଲର୍ ସେଟିଂସରେ ହଠାତ୍ ପରିବର୍ତ୍ତନ ଆସିଛି। କୌଣସି ଅପଡେଟ କିମ୍ବା ସତର୍କତା ବିନା ଏହି ପରିବର୍ତ୍ତନ ପାଇଁ ଲୋକମାନେ ଟେନସନ ହୋଇପଡ଼ିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ…

