ବାଣିଜ୍ୟ

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା, ଏଣିକି ଅଧିକ ଲଗେଜ୍‌ ନେଇ ଯାତ୍ରା କଲେ ଗଣିବେ ୬ ଗୁଣ ଅଧିକ ଜରିମାନା!

ନୂଆଦିଲ୍ଲୀ,୧୯।୮: ଭାରତୀୟ ରେଳବିଭାଗ ଯାତ୍ରୀଙ୍କ ‘ଓଭରଲୋଡେଡ୍‌(ଅତିରିକ୍ତ ସାମଗ୍ରୀ)’ ଉପରେ ଲଗାମ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଟ୍ରେନରେ ଟ୍ରଲି ବ୍ୟାଗ, ଶସ୍ୟ ବସ୍ତା, ବଡ଼ ବାକ୍ସ ଓ ଘରୋଇ ସାମଗ୍ରୀ ନେଇ ଚଢ଼ୁଥିବା ଯାତ୍ରୀଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ। ରେଲୱେ…

ଟଙ୍କା ଆଧାରିତ ଗେମିଂ ଲେଣଦେଣ ଉପରେ ବ୍ୟାନ ଲଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୯।୮: କେନ୍ଦ୍ରୀୟ କ୍ୟାବିନେଟ ଅନଲାଇନ ଗେମିଂ ବିଲକୁ ଅନୁମୋଦନ ଦେଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ୍ରୁତ ବିକାଶଶୀଳ ଡିଜିଟାଲ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଏବଂ ଅନଲାଇନ ଜୁଆ (ବେଟିଂ) ଉପରେ ରୋକ ଲଗାଇବା। ସୂଚନା ଅନୁଯାୟୀ, ଏହି ବିଲ…

ମୋଦି ସରକାରଙ୍କ ଜିଏସଟି ରିଫମର୍‌ସ ଯୋଗୁ ଶସ୍ତା ହୋଇଯିବ ଏସବୁ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟ ସ୍ବାଧୀନତା ଦିବସ ଅବସରରେ ଜିଏସଟି ରିଫର୍ମସର ଏକ ବଡ଼ ଘୋଷଣା କରିଥିଲେ। କୁହାଯାଉଛି ଯେ ସରକାରଙ୍କ ଏହି ନିଷ୍ପତ୍ତି କେବଳ ଜନସାଧାରଣଙ୍କ ଉପରେ ଟିକସ ବୋଝ ହ୍ରାସ କରିବ ନାହିଁ, ବରଂ ବ୍ୟବହାରକୁ…

ଏତେ ଶସ୍ତା ହେଲା ସୁନା, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ,୧୯।୮: ଭୂରାଜନୈତିକ ଉତ୍ତେଜନା ହ୍ରାସ ଏବଂ ଘରୋଇ ବଜାରରେ ବୃଦ୍ଧି ଯୋଗୁଁ, ଗତ ଦଶ ଦିନ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୨ ପ୍ରତିଶତ ଅର୍ଥାତ୍‌ ପ୍ରତି ୧୦ ଗ୍ରାମ ୨୧୬୦ ଟଙ୍କା ହ୍ରାସ ପାଇଛି। ପାରମ୍ପାରିକ ଭାବରେ, ଅଗଷ୍ଟ, ସେପ୍ଟେମ୍ବର…

ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ବନ୍ଦ ହୋଇଗଲା ସବୁଠୁ ଲୋକପ୍ରିୟ ପ୍ଲାନ୍‌

ନୂଆଦିଲ୍ଲୀ,୧୯।୮:ରିଲାଏନ୍ସ ଜିଓ ପ୍ରିପେଡ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇ କମ୍ପାନୀ। ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀର ଏହି ନିଷ୍ପତ୍ତି ସେହି ଲୋକମାନଙ୍କୁ ପ୍ରଭାବିତ କରିବ, ଯେଉଁମାନଙ୍କର ଡାଟା ବ୍ୟବହାର କମ ଏବଂ ଯେଉଁମାନେ…

ମୁହଁ ଖୋଲିଲେ ଗୌତମ ଆଦାନୀ: କହୁ କହୁ ମୋଦି ସରକାରଙ୍କୁ ନେଇ ଏମିତି କହିଦେଲେ

କୋଲକାତା,୧୯।୮: ବିଜ୍‌ନେସ ଟାଇକୁନ ଗୌତମ ଆଦାନୀ ବିକଶିତ ଭାରତକୁ ନେଇ ନିଜ ମତ ରଖିଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT)-ଖଡ଼ଗପୁରର ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯେକୌଣସି ଏକ ଭୂରାଜନୈତିକ ଘଟଣା ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ ଏବଂ ଶକ୍ତି-ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର…

ଯୁବକଙ୍କୁ ମୋଦି ସରକାର ଦେବେ ୧୫ ହଜାର: ଆଜିଠୁ ଖୋଲିଲା ପୋର୍ଟାଲ, କେମିତି କରିବେ ପଞ୍ଜିକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ମୋଦି ସରକାର ଯୁବକମାନଙ୍କୁ ପ୍ରଥମ ଚାକିରିରେ ୧୫,୦୦୦ ଟଙ୍କା ଦେବା ପାଇଁ କାମ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲକୁ ଆଜିଠାରୁ ଲାଇଭ କରାଯାଇଛି। ଏବେ ଯୁବକମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଏହି…

ଭାରତର ବେକାରୀ ହାର ୫.୨%କୁ ହ୍ରାସ, ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି

ନୂଆଦିଲ୍ଲୀ,୧୮।୮: ଭାରତର ବେକାରୀ ହାର ଜୁଲାଇ ୨୦୨୫ରେ ୫.୬% ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜଣାଇଛି। ଏହି ହ୍ରାସର ମୁଖ୍ୟ କାରଣ ଉତ୍ସବ ଋତୁ ପୂର୍ବରୁ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଓ କୃଷି କ୍ଷେତ୍ରରେ କାର୍ଯ୍ୟକଳାପ…

ଓଡ଼ିଶାରେ ବିଶାଳ ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲୁ, ପୋସ୍କୋ ମଧ୍ୟରେ ଚୁକ୍ତି; ସୃଷ୍ଟି ହେବ ବଡ଼ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୮।୮: ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ ଓ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ ଭାରତରେ ୬ ମିଲିୟନ ଟନ ପ୍ରତି ବର୍ଷ (ଏମଟିପିଏ) କ୍ଷମତା ସମ୍ପନ୍ନ ଏକ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ୫୦:୫୦ ଯୁଗ୍ମ ଉଦ୍ୟୋଗରେ ଏକ ଅବାଧ୍ୟ ଚୁକ୍ତି…

ମୋଦିଙ୍କ ଗୋଟିଏ ନିଷ୍ପତ୍ତି ଯୋଗ କମିଯିବ AC ରେଟ୍‌: ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି

ନୂଆଦିଲ୍ଲୀ,୧୮।୮:ସରକାରଙ୍କ ପକ୍ଷରୁ ଏୟାର କଣ୍ଡିସନର (AC) ଉପରେ ସାମଗ୍ରୀ ଏବଂ ସେବା ଟିକସ (GST)କୁ ବର୍ତ୍ତମାନର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାର ପ୍ରସ୍ତାବ ରହିଛି। ଏହା ଯୋଗୁ AC ନିର୍ମାତାମାନେ ଆଗାମୀ ପର୍ବପର୍ବାଣୀ ସମୟରେ ଭଲ ବିକ୍ରି ଆଶା…

କାର, ମୋବାଇଲ, କମ୍ପ୍ୟୁଟର: ନୂଆ ଜିଏସଟି ବ୍ୟବସ୍ଥାରେ ଶସ୍ତା ହେବ ଏସବୁ ଜିନିଷ

ନୂଆଦିଲ୍ଲୀ,୧୮।୮: ନୂଆ ଜିଏସଟି (ଦ୍ରବ୍ୟ ଏବଂ ସେବା କର) ବ୍ୟବସ୍ଥାରେ ସଂସ୍କାର ଆଣି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ, କାର ଓ ଦୁଇ ଚକିଆ ଯାନର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଭାଷଣରେ…

YouTube ମାଲିକଙ୍କ ଗୋଟିଏ ଦିନର ରୋଜଗାର ଜାଣିଲେ ଉଡ଼ିଯିବ ହୋଶ୍‌

ଆଜିର ଇଣ୍ଟରନେଟ ଦୁନିଆରେ, YouTube ର ନାମ ସମସ୍ତଙ୍କ ନଜରରେ ଅଛି। ଏହା କେବଳ ଏକ ମନୋରଞ୍ଜନ ପ୍ଲାଟଫର୍ମ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ଏକ ଉତ୍ସ ପାଲଟିଛି। ଭାରତରୁ ଆମେରିକା ପର୍ଯ୍ୟନ୍ତ, ପ୍ରତ୍ୟେକ ଦେଶରେ ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?