ହଠାତ୍ କାହିଁକି କଲ-ଡାଏଲ୍ର ସେଟିଂସରେ ହୋଇଗଲା ବଡ଼ ପରିବର୍ତ୍ତନ
ଆଣ୍ଡ୍ରଏଡ ୟୁଜର୍ସଙ୍କ କଲ ଏବଂ ଡାଏଲର୍ ସେଟିଂସରେ ହଠାତ୍ ପରିବର୍ତ୍ତନ ଆସିଛି। କୌଣସି ଅପଡେଟ କିମ୍ବା ସତର୍କତା ବିନା ଏହି ପରିବର୍ତ୍ତନ ପାଇଁ ଲୋକମାନେ ଟେନସନ ହୋଇପଡ଼ିଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ…
୧ ଶେୟାରରେ ୧ ଶେୟାର ମାଗଣା, HDFC ବ୍ୟାଙ୍କ ବାଣ୍ଟୁଛି ବୋନସ ଶେୟାର
ନୂଆଦିଲ୍ଲୀ,୨୩।୮: ଦେଶର ସର୍ବବୃହତ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ HDFC, ଏହାର ସେୟାରଧାରକମାନଙ୍କୁ ୧:୧ ଅନୁପାତରେ ବୋନସ ଶେୟାର ପ୍ରଦାନ କରିବାକୁ ଘୋଷଣା କରିଛି। ଏଥିପାଇଁ ରେକର୍ଡ ତାରିଖ ଅଗଷ୍ଟ ୨୬ ସ୍ଥିର କରାଯାଇଛି, ତେଣୁ ଏବେ ନିବେଶକମାନେ ବ୍ୟାଙ୍କର ଶେୟାର ଉପରେ…
ଟାଟା ପାୱାରର ନୂତନ ଅଭିଯାନ
ଭୁବନେଶ୍ୱର,୨୩।୮: ଟାଟା ପାଓ୍ବାରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ନୂତନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍ଗୁଡ଼ିକ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍…
ଯାତ୍ରୀଙ୍କୁ ରେଳ ବିଭାଗର ବଡ଼ ଉପହାର, ଏସବୁ ତାରିଖରେ ରିଟର୍ନ ଟିକେଟରେ ୨୦% ଛାଡ଼
ନୂଆଦିଲ୍ଲୀ,୨୨।୮: ଭାରତୀୟ ରେଳବାଇ ଉତ୍ସବ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ବଡ଼ ଘୋଷଣା କରିଛି। ୧୩ରୁ ୨୬ ଅକ୍ଟୋବର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ୧୭ ନଭେମ୍ବରରୁ ୧ ଡିସେମ୍ବର ମଧ୍ୟରେ ଫେରନ୍ତି, ତେବେ ସେମାନଙ୍କୁ ରିଟର୍ନ ଟିକେଟ୍ରେ ୨୦%…
ଚାଷୀଙ୍କ ପାଇଁ ଗୁଡ୍ନ୍ୟୁଜ ! ଏହି କୃଷକଙ୍କ ଖାତାକୁ ଆସିବ ୧୮ ହଜାର ଟଙ୍କା, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ୍ ପିଏମ-କିଷାନ ଅଧୀନରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର। ଯଦି ଆପଣ ସେହି ଚାଷୀଙ୍କ ମଧ୍ୟରୁ ଜଣେ ଯେଉଁମାନେ ୧୧ତମ କିସ୍ତି ପରେ ଯୋଜନାର ଟଙ୍କା ପାଇ ନାହାଁନ୍ତି,…
ଅନଲାଇନ ଗେମିଂ ବିଲ୍ ପାସ ପରେ MPL ଓ Zupee ଟଙ୍କା କେନ୍ଦ୍ରିକ ଗେମ୍ ବନ୍ଦ କଲେ
ନୂଆଦିଲ୍ଲୀ,୨୨।୮: ସଂସଦରେ ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ୍ ୨୦୨୫ ପାସ ହେବା ପରେ ଭାରତର ରିଅଲ-ମନି ଗେମିଂ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା ଲାଗିଛି। ଏହି ବିଲ୍ ଅନଲାଇନ ଅର୍ଥଭିତ୍ତିକ ଗେମ୍କୁ ନିଷିଦ୍ଧ କରିଛି ଏବଂ ୧ କୋଟି ଟଙ୍କା…
GSTରେ ହେବ ବଡ଼ ପରିବର୍ତ୍ତନ: ଚାଷୀ, ମଧ୍ୟବିତ୍ତବର୍ଗଙ୍କୁ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୧ା୮: ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ଗୋଷ୍ଠୀ (GoM)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ GST ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗୃହୀତ କରାଯାଇଛି। ବୈଠକରେ, ଟିକସ ସ୍ଲାବକୁ ୫% ଏବଂ ୧୮%କୁ ହ୍ରାସ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ…
PF ଆକାଉଣ୍ଟରୁ ବାରମ୍ବାର ଟଙ୍କା ଉଠାଉଛନ୍ତି କି? ହୋଇପାରେ ଘାଟାର କାରଣ…
ନୂଆଦିଲ୍ଲୀ,୨୧।୮:ଯଦି ଆପଣ ଘରୋଇ କ୍ଷେତ୍ରରେ କାମ କରନ୍ତି ଏବଂ ଆପଣଙ୍କର PF କଟୁଥାଏ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ PF କଟାଯାଏ। କମ୍ପାନୀ ଏହି ଟଙ୍କା ଆପଣଙ୍କ PF ଆକାଉଣ୍ଟରେ…
କାହିଁକି ବାରମ୍ବାର କ୍ୟାନ୍ସେଲ୍ ହୋଇଥାଏ ଷ୍ଟଡି ଲୋନ୍, ଆପଣ କରୁନାହାନ୍ତି ତ ଏହି ଭୁଲ୍, ନିଶ୍ଚିତ ଜାଣି ରଖନ୍ତୁ…
ଯଦି ଆପଣ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏବଂ ଆପଣ ଷ୍ଟଡି ଲୋନ୍ ସାହାଯ୍ୟରେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ନିଶ୍ଚିତ ଜାଣିରଖନ୍ତୁ। ପ୍ରାୟତଃ ଦେଖାଯାଏ, ଷ୍ଟଡି ଲୋନ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ…
YouTubeରେ ବିଜ୍ଞାପନ ଦେଖି ବିରକ୍ତ ହୋଇଗଲେଣି କି? ଆପଣାନ୍ତୁ ଏହି ଟ୍ରିକ୍, ଆଦୌ…
ନୂଆଦିଲ୍ଲୀ,୨୦।୮: ଆପଣ ମଧ୍ୟ YouTube ରେ ବିଜ୍ଞାପନ ଦେଖି ବିରକ୍ତ ହୋଇଯାଉଛନ୍ତି କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ମାସ ପୂର୍ବରୁ ଲଞ୍ଚ ହୋଇଥିବା Reliance Jio ର ଅଫିସିଆଲ ବ୍ରାଉଜର JioSphere…
୧୯ଟି ଶିଳ୍ପକୁ ମଞ୍ଜୁରୀ କଲେ ରାଜ୍ୟ ସରକାର, ସୃଷ୍ଟି ହେବ ୮,୨୦୦ରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର,୨୦ା୮: ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି (SLSWCA) ବୈଠକରେ ଏହି…
ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍: ଆସିଗଲା ତାଲିକା, ଏମାନଙ୍କର …
ନୂଆଦିଲ୍ଲୀ,୨୦।୮: କେନ୍ଦ୍ର ସରକାର ରାଶନ କାର୍ଡ ଧାରକଙ୍କ ତାଲିକାର ଏକ ବ୍ୟାପକ କାଟଛାଣ୍ଟ ଆରମ୍ଭ କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପ୍ରଥମ ଥର ପାଇଁ ରାଶନ କାର୍ଡ ଧାରକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ଯେଉଁମାନେ ମାଗଣା ଶସ୍ୟ…

