ବାଣିଜ୍ୟ

ପାଇଲଟ ଲାଇସେନ୍ସ ୧୦ ବର୍ଷ ପର୍ଯ୍ୟନ୍ତ ରହିବ ବୈଧ…

ନୂଆଦିଲ୍ଲୀ,୧୬।୧୦ : ବିମାନ ଚଳାଚଳ କ୍ଷେତ୍ରରେ ବ୍ୟବସାୟ କରିବାରେ ସହଜତାକୁ ଆହୁରି ଉନ୍ନତ କରିବା ପାଇଁ ସରକାର ଏହାର ପ୍ରୟାସର ଏକ ଅଂଶ ଭାବରେ ଏକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ବାଣିଜି୍ୟକ ପାଇଲଟ ଲାଇସେନ୍ସ ବର୍ତ୍ତମାନ ୧୦...

ଆଇ-ଫାଇନାନ୍ସର ଶୁଭାରମ୍ଭ

ଭୁବନେଶ୍ୱର,୧୬।୧୦: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ ‘ଆଇ-ଫାଇନାନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଗ୍ରାହକମାନେ ସଞ୍ଚୟ ଓ ଚଳନ୍ତି ଖାତାକୁ ଗୋଟିଏ ସ୍ଥାନରେ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ। ଏପରିକି ଉକ୍ତ ସୁବିଧାକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ...

ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୦: ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ ‘ସ୍ପର୍ଶ ସପ୍ତାହ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ପ୍ରତି ରହିଥିବା ଆଗ୍ରହର ପରିପ୍ରକାଶ କରିବା ଲାଗି ଉକ୍ତ ଅଭିଯାନର ଆୟୋଜନ କରାଯାଇଛି। ଏପରିକି ବ୍ୟାଙ୍କ ଓ ଗ୍ରାହକମାନଙ୍କ ମଧ୍ୟରେ...

ଫ୍ୟାମିଲି ହାଇଭ୍‌ଜ ପୋର୍ଟାଲ ଉନ୍ମୋଚିତ

ପୁରୀ, ୧୬ା୧୦(ଅଜିତ ମହାନ୍ତି): ପରିବାର ସହ ଅବସର ସମୟରେ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅନ୍‌ଲାଇନରେ ସ୍ବଳ୍ପ ଓ ଦୀର୍ଘସମୟ ସକାଶେ ଆବଶ୍ୟକ ହୋଟେଲ, ହଲିଡେ ହୋମ୍‌, କଟେଜ୍‌, ଭିଲ୍ଲା କିମ୍ବା ଅବସର ବିନୋଦନ କେନ୍ଦ୍ର...

ମେରି ସହେଲିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୬।୧୦: ରାଜ୍ୟର ସର୍ବ ପୁରାତନ କସ୍‌ମେଟିକ୍ସ ରିଟେଲ ଆଣ୍ଡ ସେଲୁନ୍‌ ସପ୍ଲାଏ ଚେନ୍‌ ମେରି ସହେଲିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ରବିବାର ବିଜେବି ନଗରସ୍ଥିତ ବିଜେଇଏମ୍‌ ସ୍କୁଲ ନିକଟରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରେଣୁକା ଜୈନ ସମ୍ମାନିତ...

ଓଡ଼ିଶା ବଜାରରେ ହିରୋର ନ୍ୟୁ ହାର୍ଲି ଡାଭିଡସନ ଏକ୍ସ୪୪୦

ଭୁବନେଶ୍ୱର, ୧୬।୧୦: ହିରୋ ମୋଟକର୍ପ ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହାର୍ଲି ଡାଭିଡସନ ଏକ୍ସ୪୪୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରଗୁଡ଼ିକ ଜରିଆରେ ଉକ୍ତ ମଡେଲକୁ କମ୍ପାନୀ...

ଏଏସ୍‌ଡିସିକୁ ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ

ଭୁବନେଶ୍ୱର,୧୬।୧୦: ଆଦାନୀ ଫାଉଣ୍ଡେଶନର ପ୍ରମୁଖ ସଂସ୍ଥା ଆଦାନୀ ସ୍କିଲ୍‌ ଡେଭେଲପମେଣ୍ଟ ସେଣ୍ଟର(ଏଏସ୍‌ଡିସି)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ପ୍ରାକ୍ଟିସ ଇନ୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ-ଟାଟା କମ୍ୟୁନିକେଶନ୍ସ ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫର୍ମେଶନ ପକ୍ଷରୁ ଆୟୋଜିତ ଏକ...

ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୧୦: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ ‘ଆଇ-ଫାଇନାନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଗ୍ରାହକମାନେ ସଞ୍ଚୟ ଓ ଚଳନ୍ତି ଖାତାକୁ ଗୋଟିଏ ସ୍ଥାନରେ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ। ଏପରିକି ଉକ୍ତ ସୁବିଧାକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ...

ଗ୍ରାଣ୍ଡ୍‌ ବଜାରରେ ଟିଏମ୍‌ ହୋଲ୍‌ସେଲ ଷ୍ଟୁଡିଓ

କଟକ,୧୬।୧୦: ରାଜ୍ୟର ସର୍ବପୁରାତନ ତଥା ଜଣାଶୁଣା ଗାର୍ମେଣ୍ଟ ବ୍ୟବସାୟ ସଂସ୍ଥା ଟିଏମ୍‌ ଯୋଗେଶ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଟିଏମ୍‌ ହୋଲ୍‌ସେଲ ଷ୍ଟୁଡିଓ’ ରବିବାର ଫୁଲନଖରା ନିକଟସ୍ଥ ଗ୍ରାଣ୍ଡ୍‌ ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜୈନ ଶ୍ୱେତାମ୍ବର...

ସୌଭାଗ୍ୟ ନଗରରେ ଖିମ୍‌ଜୀ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୬।୧୦ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ନୂତନ ଶୋ’ରୁମ୍‌ ରବିବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ୍‌ ଦୀନେଶ ଖିମ୍‌ଜୀ ସମ୍ମାନିତ ଅତିଥି ଭାବେ...

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍‌, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚରେ ଭାରତ ବିଜୟୀ ହୋଇଛି। ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ମ୍ୟାଚରେ ଚକା ଛଉକା ରେକର୍ଡ ହେଉଥିବାବେଳେ ମ୍ୟାଚ ଦେଖୁଥିବା ଉତ୍ସାହୀ ଦର୍ଶକମାନେ ମଧ୍ୟ...

ଶସ୍ତା ହୋଇପାରେ ଚାଉଳ

ନୂଆଦିଲ୍ଲୀ,୧୫।୧୦: ପାର୍ବଣ ଆରମ୍ଭ ପୂର୍ବରୁ ଚାଉଳର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ମାର୍ଚ୍ଚ ୩୧,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri