ବାଣିଜ୍ୟ

ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍‌ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା

ଓ୍ବାଶିଂଟନ୍‌,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ...

ଦୀପାବଳି ପୂର୍ବରୁ ଏହି ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ଉପହାର, ବଢାଇଲେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୮।୧୧: ଦୀପାବଳି ପୂର୍ବରୁ ଆସାମ ସରକାର ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ଏବଂ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସରକାର ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି, ଏହା ପରେ ବର୍ତ୍ତମାନ ରାଜ୍ୟ ସରକାରୀ...

ଓଏଫ୍‌ସିର ରୋମାଞ୍ଚକ ବିଜୟ

ଭୁବନେଶ୍ୱର, ୮ା୧୧(ସରୋଜ ଜେନା): ଏଏଫ୍‌ସି କପ୍‌ ଫୁଟବଲ୍‌ରେ ମଜିୟା ଏସ୍‌ଆରସି ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି ଓଡ଼ିଶା ଏଫସି (ଓଏଫ୍‌ସି)। ପ୍ରଥମାର୍ଦ୍ଧରେ ୦-୨ରେ ପଛୁଆ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ଦେବା ସହ ଚତୁର୍ଥ ମ୍ୟାଚ୍‌ରୁ ଦ୍ୱିତୀୟ...

ବିଓଏମ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୮।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ କାରବାର...

ଅରୁନ୍ଧତୀର ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫର

ଭୁବନେଶ୍ୱର,୮।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଲୋକ ଓ ଅମୃତର ପର୍ବ ଦୀପାବଳି ଓ ଧନ୍‌ତେରସ୍‌ ପାଇଁ ନୂତନ ଓ ପ୍ରିମିୟମ...

ମିନୁ ମହାନ୍ତଙ୍କୁ ‘ୱିଙ୍ଗସ ଅଫ୍‌ ଷ୍ଟିଲ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୧(ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରଥମ ମହିଳା ଓଭରହେଡ୍‌ କ୍ରେନ୍‌ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ଆୱାର୍ଡ଼ ପ୍ରଦାନ କରାଯାଇଛି। ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’...

ଟିସିଏସ୍‌-ଇନ୍‌ଫୋସିସ୍‌ ପରେ କର୍ମଚାରୀଙ୍କୁ ଅଫିସ ଡାକିଲା ଓ୍ବିପ୍ରୋ, ନ ଆସିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୭।୧୧: ଭାରତର ଶୀର୍ଷ ସଫ୍ଟଓ୍ବେର କମ୍ପାନୀ ମଧ୍ୟରେ ଗଣା ‘ଓ୍ବିପ୍ରୋ’ ଏହାର କର୍ମଚାରୀଙ୍କ ଲାଗି ହାଇବ୍ରିଡ୍‌ ଓ୍ବାର୍କ ପଲିସି ଆରମ୍ଭ କରିଛି। ଏହି ନୂଆ ନିୟମ ଅନୁଯାୟୀ କମ୍ପାନୀର କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଅତିକମ୍‌ରେ ୩ ଦିନ ଅଫିସରୁ କାମ...

ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୭।୧୧ : ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ...

ଦେବାଳିଆ ଘୋଷଣା କରିବାକୁ ଆବେଦନ କଲା ଆମେରିକୀର ପ୍ରମୁଖ କମ୍ପାନୀ ‘ୱିୱାର୍କ’

ନୂଆଦିଲ୍ଲୀ,୭/୧୧: ଆମେରିକାର ଅନ୍ୟତମ ପ୍ରମୁଖ କଂପାନୀ ‘ୱିୱାର୍କ’ ଦେବାଳିଆ ପରିସ୍ଥିତିରେ ଆସି ପହଞ୍ଚିଛି। କମ୍ପାନୀ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିଛି। ଗୋଟିଏ ସମୟରେ କମ୍ପାନୀର ମୂଳ ସମ୍ପତ୍ତି ୪୭ ବିଲିୟନ ଡ଼ଲାର ଥିଲା। ବର୍ତ୍ତମାନ ଏହାର ସମ୍ପତ୍ତି...

କାନାରା ବ୍ୟାଙ୍କ ପକ୍ଷରୁ ସଚେତନତା ସପ୍ତାହ

ଭୁବନେଶ୍ୱର,୭।୧୧ : କାନାରା ବ୍ୟାଙ୍କର ଭଦ୍ରକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଚେତନତା ଆୟୋଗ ଦ୍ୱାରା ଦୁର୍ନୀତି ନିବାରଣ ପୂର୍ବକ ଦେଶ ଗଠନର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ...

ଟିପିସିଓଡିଏଲ୍‌ ପକ୍ଷରୁ ‘କ୍ୱାଲିଟି ମନ୍ଥ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୭।୧୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ/ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କ୍ୱାଲିଟି ମନ୍ଥ୍‌-୨୦୨୩’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସମସ୍ତ ଟିପିସିଓଡିଏଲ୍‌ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଲାଗି ଏଭଳି ଏକ କାର୍ଯ୍ୟକ୍ରମକୁ...

ମାଲାବାରର ସ୍ବତନ୍ତ୍ର ଦୀପାବଳି ଅଫର୍‌

ଭୁବନେଶ୍ୱର,୭।୧୧ (ଅନୁରାଧା ମହାରଣା): ଦେଶର ଅନ୍ୟତମ ଅଗ୍ରଣୀ ଅଳଙ୍କାର ରିଟେଲ୍‌ କମ୍ପାନି ମାଳାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ଦୀପାବଳି ଅବସରରେ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ସୁନା, ହୀରା, ପୋଲକୀ, ଆଣ୍ଟିକ୍‌, ରୂପାରୂ ସ୍ବତନ୍ତ୍ର ଡିଜାଇନର ଅଳଙ୍କାର ଗ୍ରାହକଙ୍କ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri