୧ ଡଲାର=୮୮.୨୦ ଟଙ୍କା: ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା
ମୁମ୍ବାଇ/ନୂଆଦିଲ୍ଲୀ,୩୦ା୮:ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚତ୍ଛି। ଏହା ହେଉଛି ଗତ ୩ ମାସ ମଧ୍ୟରେ ଦିନକ ଭିତରେ…
୫ ଲକ୍ଷ ଟଙ୍କାର FD କେତେ ବର୍ଷରେ ହେବ ୧ କୋଟି? ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…
ନୂଆଦିଲ୍ଲୀ,୨୯।୮: ଯେତେବେଳେ ନିରାପଦ ନିବେଶର କଥା ଆସେ, ଅଧିକାଂଶ ଲୋକଙ୍କ ମନରେ ପ୍ରଥମେ ଆସେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ (FD)ର ନାମ। ଏହା ଗ୍ୟାରେଣ୍ଟି ରିଟର୍ନ ପ୍ରଦାନ କରେ ଏବଂ ଏଥିରେ କୌଣସି ଝୁଁକି ନ ଥାଏ। ଏହି କାରଣରୁ ବିଶେଷ…
RBI ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ IMFରେ ବଡ଼ ନିଯୁକ୍ତି, ନେବେ ସୁବ୍ରମଣ୍ୟମଙ୍କ ସ୍ଥାନ
ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଡ. ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ସେ କେ.ଭି.…
ଏଣିକି ମଲ୍-ରିଟେଲ ଷ୍ଟୋରରେ ମାଗିପାରିବେ ନାହିଁ ମୋବାଇଲ ନମ୍ବର, ନଚେତ ଫସିବେ…
ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଏକ ନୂଆ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ (DPDP) ଲାଗୁ କରିବାକୁ ଯାଉଛନ୍ତି, ଯାହା ଗ୍ରାହକଙ୍କ ମୋବାଇଲ ନମ୍ବର ଓ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଅନୁଯାୟୀ, ଦୋକାନ,…
LICର ଜୀବନ ଲକ୍ଷ୍ୟ ଯୋଜନା: FD-RDଠାରୁ ଉତ୍ତମ, ସାରା ଜୀବନ ସୁରକ୍ଷା ସହ ଟଙ୍କାର ଗ୍ୟାରେଣ୍ଟି, ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୮: ଆଜିର ସମୟରେ ଟଙ୍କା ସଞ୍ଚୟ ଓ ନିବେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହୋଇଛି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଓ ରେକରିଙ୍ଗ ଡିପୋଜିଟ (RD) ଭଳି ବିକଳ୍ପଗୁଡ଼ିକ ଲୋକପ୍ରିୟ ହେଲେ ମଧ୍ୟ, ସାରାଜୀବନ ଆର୍ଥିକ ସୁରକ୍ଷା…
ଜିଓ ଗ୍ରାହକଙ୍କ ପାଇଁ ଅମ୍ବାନୀ କଲେ ୫ ଘୋଷଣା: ଏବେ…
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ସାଧାରଣ ବୈଠକ(AGM 2025)ରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ପ୍ରଥମଟି ହେଉଛି ଜିଓ ପ୍ରତିଟି ଭାରତୀୟଙ୍କୁ ମୋବାଇଲ ଏବଂ ହୋମ୍ ବ୍ରୋଡ୍ବ୍ୟାଣ୍ଡ ସହ ଯୋଡ଼ିବ। ଜିଓ ପ୍ରତିଟି ଭାରତୀୟ ଘରକୁ ଡିଜିଟାଲ ସେବା…
ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ସେପ୍ଟେମ୍ବରରେ ଅଧିକ ରୁଷୀୟ ତୈଳ କିଣିବ: ରିପୋର୍ଟ
ନୂଆଦିଲ୍ଲୀ,୨୮।୮: ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ଭାରତ ସେପ୍ଟେମ୍ବର ମାସରେ ରୁଷୀୟ ତୈଳର ଆମଦାନୀ ୧୦-୨୦ ପ୍ରତିଶତ ବଢ଼ାଇବାକୁ ଯୋଜନା କରୁଛି। ରଇଟର୍ସ୍ର ରିପୋର୍ଟ ଅନୁଯାୟୀ, ରୁଷୀୟ ନିର୍ଯ୍ୟାତକାରୀମାନେ ଯୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ରିଫାଇନରୀ ଉତ୍ପାଦନ କମ୍ କରି ମୂଲ୍ୟ…
କେଉଁ ଦେଶର ଲୋକଙ୍କୁ ଅଧିକ ଟଙ୍କା ଦିଏ Instagram: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଡିଜିଟାଲ ଯୁଗରେ, ଇନଷ୍ଟାଗ୍ରାମ କେବଳ ଫଟୋ ଏବଂ ଭିଡିଓ ଶେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ପାଇଁ ଆୟର ଏକ ଉତ୍ସ ପାଲଟିଛି। ସାରା ବିଶ୍ୱରେ କ୍ରିଏଟର୍, ପ୍ରଭାବଶାଳୀ ଏବଂ ସେଲିବ୍ରିଟିମାନେ ଇନଷ୍ଟାଗ୍ରାମରୁ…
Video: ଆକାଶରେ ଅକାମି ହୋଇଗଲା ଆମେରିକାର ସବୁଠୁ ଶକ୍ତିଶାଳୀ ଯୁଦ୍ଧବିମାନ F-୩୫, ହେଲା ଭୟଙ୍କର ବିସ୍ଫୋରଣ
ନୂଆଦିଲ୍ଲୀ,୨୮ା୮: ଆମେରିକା ବାୟୁସେନାର ଏକ ଏଫ-୩୫ ଯୁଦ୍ଧବିମାନର ପାଇଲଟ ଆକାଶରେ ୫୦ ମିନିଟ୍ ଧରି ଇଞ୍ଜିନିୟରମାନଙ୍କ ସହ ଫୋନ୍ରେ ଆଲୋଚନା କରି ଗୁରୁତର ତ୍ରୁଟି ସମାଧାନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅବଶେଷରେ ବିମାନଟି ଆଲାସ୍କାର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ…
Atal Pension Yojna: ନିବେଶରୁ ନେଇ ପେନସନ୍, ଜାଣନ୍ତୁ କିଭଳି ସରକାରଙ୍କ ଏହି ଜବରଦସ୍ତ ସ୍କିମ୍ର ଉଠାଇବେ ଲାଭ…
ନୂଆଦିଲ୍ଲୀ,୨୭।୮: ଅଟଳ ପେନସନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ବିଶେଷ ଯୋଜନା, ଯାହା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଏବଂ ସାଧାରଣ ନାଗରିକଙ୍କୁ ଅବସର ପରେ ଆର୍ଥିକ ନିରାପତ୍ତା ପ୍ରଦାନ କରୁଛି। ଏହି ଯୋଜନାରେ ନିବେଶ କରି ଆପଣ ଅବସର ପରେ…
ସେପ୍ଟେମ୍ବର ପହିଲାରୁ ଝଟ୍କା! ଲାଗୁ ହେବ ନୂଆ ନିୟମ, ପକେଟ ହେବ ଖାଲି…
ନୂଆଦିଲ୍ଲୀ,୨୭।୮: ୨୦୨୫ ସେପ୍ଟେମ୍ବର ପହିଲାରୁ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହା ମଧ୍ୟରେ ରୂପାରେ ହଲମାର୍କିଂ, SBI କାର୍ଡ ଉପରେ ବଢ଼ିଥିବା ଚାର୍ଜ, LPG ସିଲିଣ୍ଡରର ନୂଆ ଦର,…
ବାପାଙ୍କ ମୃତ୍ୟୁ ପରେ ବି ପୈତୃକ ସମ୍ପତ୍ତିରେ ଝିଅଙ୍କ ଅଧିକାର ରୁହେ କି ନାହିଁ, ଜାଣନ୍ତୁ କ’ଣ କହେ ଆଇନ?
ନୂଆଦିଲ୍ଲୀ,୨୭।୮: ଭାରତୀୟ ସମାଜରେ ଦୀର୍ଘ ଦିନ ଧରି ପୈତୃକ ସମ୍ପତ୍ତି ଉପରେ କେବଳ ପୁଅମାନଙ୍କର ଅଧିକାର ଥାଏ ବୋଲି ବିଚାର କରାଯାଉଥିଲା। କିନ୍ତୁ ସମୟ ସହ ଆଇନରେ ପରିବର୍ତ୍ତନ ହୋଇଛି ଏବଂ ଝିଅମାନଙ୍କୁ ମଧ୍ୟ ସମାନ ଅଧିକାର ଦିଆଯାଇଛି। ବର୍ତ୍ତମାନ ସ୍ଥିତି…

