Posted inଫୁରସତ

ଚାହୁଁଚାହୁଁ ଶୁଖିଲା ପତ୍ର ପାଲଟିଲା ପ୍ରଜାପତି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ପ୍ରକୃତି ଅତ୍ୟନ୍ତ ଅନନ୍ୟ ଏବଂ ଅଦ୍ଭୁତ ଅଟେ। ଯେତେବେଳେ ବି କେହି କୁହନ୍ତି ଯେ, ସେ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ବୁଝିଛନ୍ତି, ସେତେବେଳେ ପ୍ରକୃତି ଏହାର ନୂଆ ଏକ ରୂପ ଆଣି ଆମକୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ଶୁଖିଲା ପତ୍ର କିପରି ପ୍ରଜାପତି ପାଲଟୁଛି ତାହା ଦେଖିବାକୁ ମିଳିଛି।

ଆପଣ ଭାବିବେ ଏହା କିପରି ସମ୍ଭବ, ଏକ ଶୁଖିଲାପତ୍ର ପ୍ରଜାପତିରେ କିପରି ପରିଣତ ହେବ। ଏହା ଏକ ଅସମ୍ଭବ ଜିନିଷ ପରି ଦେଖାଯାଏ, କିନ୍ତୁ ଭିଡିଓରେ ଭୂମିରେ ପଡ଼ିଥିବା ପତ୍ର ପରି ଯାହା ଭାବୁଛନ୍ତି, ଏହା ପ୍ରକୃତରେ ଏକ ପ୍ରଜାପତି। ସେହି ପ୍ରଜାପତିଟି ଗଛର ପତ୍ର ପରି ଦେଖାଯାଉଛି। ପ୍ରଜାପତିଟି ଭୂମିରେ ବସିଛି। ଜଣେ ବ୍ୟକ୍ତି ପତ୍ର ଭାବି ତାକୁ ହଲାଉଛନ୍ତି। ସେ ଏହାକୁ ଧରି ସୂର୍ଯ୍ୟଙ୍କ କିରଣକୁ ଆଣିବାରୁ ଏହା ପତ୍ର ନୁହେଁ ବରଂ ଏକ ପ୍ରଜାପତି ବୋଲି ଜଣାପଡ଼ିଥିଲା। ପୁଣି ଏହା ପତ୍ର ପରି ଦେଖାଗଲା।

 

ଏହି ଭିଡିଓକୁ ମାଇକ ହୁଡେମା ନାମକ ଏକ ଜଳବାୟୁ ପ୍ରଚାରକ ଟୁଇଟରରେ ଶେୟାର କରିଛନ୍ତି। ଅନେକ ୟୁଜର ନିଜ ନିଜ ଆକାଉଣ୍ଟରେ ବି ଭିଡିଓଟିକୁ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁର ରାଜବଂଶ ଶ୍ରୀରାମଙ୍କ ବଂଶଜ :ମହାରାଜା ଭବାନୀ ସିଂହ କୁଶବାହା ବଂଶର ୩୦୭ତମ ରାଜା

ଜୟପୁର: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ୯ ଅଗଷ୍ଟରେ କୋର୍ଟ ରାମଲାଲଙ୍କ ଓକିଲଙ୍କୁ ପଚାରିଥିଲେ, ଭଗବାନ ଶ୍ରୀରାମଙ୍କର କ’ଣ କେହି ବଂଶଜ ଅଯୋଧ୍ୟା...

‘ପୁଷ୍ପା’ର ଡାଏଲଗ୍‌ କହିଲେ ଗ୍ରେଟ୍‌ ଖଲି, ଭିଡିଓ ଦେଖିଲେ…

ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ‘ପୁଷ୍ପା’ରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଏବଂ ଡାଏଲଗ୍‌କୁ କପି କରୁଛନ୍ତି। ଏପରିକି ଡେଭିଡ୍‌ ଓ୍ବାର୍ନର, ସୁରେଶ...

ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା

ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ...

ବ୍ୟକ୍ତିତ୍ୱ: ସ୍ବଦେଶ ଦୀପକ

ଭାରତୀୟ ନାଟ୍ୟ ସାହିତ୍ୟରେ ସ୍ବଦେଶ ଦୀପକ ନାମଟି ଏକ ଅତି ପରିଚିତ ନାମ। ବିଶେଷକରି ନାଟକ କଥା ଉଠିଲେ ତାଙ୍କ ରଚିତ ନାଟକ ‘କୋର୍ଟ ମାର୍ସଲ’ଟି...

୧୨୦୦୦ କିଲୋମିଟର ଉଡ଼ିଲା କୋଇଲି, ଚକିତ ହେଲେ ବୈଜ୍ଞାନିକ

ଓ୍ବାଲର୍‌ଡ ଲାଇଫ୍‌ ସାଇନ୍ସ ଆଣ୍ଡ୍‌ କଞ୍ଜରଭେଶନ ସେଣ୍ଟର ଏବଂ ବ୍ରିଟିଶ ଟ୍ରଷ୍ଟ୍‌ ଅଫ୍‌ ଅର୍ନିଥୋଲୋଜି ମିଳିତ ଭାବେ ମଙ୍ଗୋଲିୟନ ବୈଜ୍ଞାନିକ ୨୦ରୁ ଅଧିକ ପକ୍ଷୀଙ୍କ ଉପରେ...

ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ, ୧୦।୯: ବଲିଉଡ୍‌ର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍‌ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ...

୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ...

‘ଜାରା’ ବ୍ରାଣ୍ଡର ଏହି ସ୍ବେଟରକୁ ଦେଖି ଲୋକେ କହୁଛନ୍ତି ‘ଚିରା କପଡ଼ା’: ଦାମ ଦେଢ଼ ହଜାରରୁ ଅଧିକା

ଶୀତ ଆସିଲେ ସ୍ବେଟର ଖୋଜାପଡେ। ପୁରୁଣା ପିନ୍ଧିବାକୁ ମନ ନହେଲେ ଟ୍ରେଣ୍ଡ ଅନୁଯାୟୀ କିଣିବାକୁ ହୁଏ। ହେଲେ ଜଣେ ଯୁବତୀ ଏକ ଅଜବ ସ୍ବେଟର ପିନ୍ଧି...

Advertisement
Archives

Model This Week