ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ମଇଁଷିକୁ ଦେଖିବାକୁ ମିଳୁଛି। ଯିଏ ତାର ମାଲିକାଣୀଙ୍କ ସହ ତାଳେ ତାଳେ ନାଚୁଛି। ଏଥିରୁ ପ୍ରାଣୀମାନଙ୍କର ମାଲିକଙ୍କ ପ୍ରତି ଥିବା ଭଲ ପାଇବା ବେଶ ବାରି ହେଉଛି। ଭିଡିଓକୁ ବୁଇଟେନ୍ଗେବିଡେନ ଟୁଇଟର ହ୍ୟାଣ୍ଡେଲ୍ରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେଉଛି।
Having fun together.. 😊 pic.twitter.com/oKNORKC0hl
— Buitengebieden (@buitengebieden) September 10, 2022