Advertisement
Posted inଖେଳ

ବିରଳ ରେକର୍ଡର ଅଧିକାରୀ ହେଲେ ଗେଲ୍‌

ମୁମ୍ବାଇ, ୧୨ା୪- ୟୁନିଭର୍ସ ବସ ଭାବେ ଜଣାଶୁଣା କ୍ରିସ୍‌ ଗେଲ୍‌ ସୋମବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସେ ଲଗାଇଛନ୍ତି ୩୫୦ ଛକା।

କୌତୁହଳର ବିଷୟ ହେଲା ଯେ, ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨୫୦ ଛକା ମାରି ନାହାନ୍ତି। ଗେଲ୍‌ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ଏବି ଡି’ଭିଲର୍ସଙ୍କ ନାମରେ ରହିଛି ୨୩୭ ଛକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇବିଏସ୍‌ଏଫ୍‌ ସ୍ନୁକର ଚାମ୍ପିୟନଶିପ୍‌: ଆଡଭାନୀ- ମେହେରା ଚାମ୍ପିୟନ

ମଣ୍ଡାଲେ (ମ୍ୟାନମାର), ୨୫।୯(ପିଟି): ଏଠାରେ ଚାଲିଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେରାଙ୍କୁ ନେଇ ଗଠିତ ଭାରତୀୟ ଯୋଡି...

ଧୋନୀଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ...

୧୮ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ :ମାଳଦ୍ୱୀପକୁ ହରାଇ ଫାଇନାଲରେ ଭାରତ

କାଠମାଣ୍ଡୁ, ୨୮।୯ (ପି.ଟି.)- ଏଠାରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଫୁଟ୍‌ବଲ ଫେଡେରେଶନ (ସାଫ୍‌) ୧୮ ବର୍ଷରୁ କମ୍‌ ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି।...

ଏହି ପ୍ରସିଦ୍ଧ କିକେଟ୍‌ରଙ୍କ ଘରୁ ଚୋରି

ମେଲବୋର୍ନ, ୯।୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ମେଲବୋର୍ନ ଘରୁ ଚୋରି ହୋଇଛି। ଚୋରମାନେ ପଣ୍ଟିଙ୍କ ଘରେ ରଖାଯାଇଥିବା କାର ଚୋରି କରି ନେଇଥିଲେ।...

ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ

ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ...

ଭାବୁକ ହେଲେ କୋହଲି, ସମ୍ଭାଳିଲେ ଅନୁଷ୍କା

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳି ଅରୁଣ ଜେଟଲୀ ଷ୍ଟାଡିୟମ ହୋଇଛି। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଟିମ...

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ...

ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ, ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୯।୧୨ (ଏଏଫ୍‌ପି)- ନାଥନ ଲିୟନ ଓ ଜେମ୍ସ ପାଟିନସନଙ୍କ ମିଳିତ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ...

Advertisement
Archives

Model This Week