ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି। ଅନ୍‌ଲାଇନ୍‌ରେ ଏହି ଶାଢ଼ିର ନିଲାମ ଡକାଯାଇଥିଲା। ତେବେ ଏହାକୁ ଜଣେ ଓଡ଼ିଆ ଛାତ୍ରୀ କିଣିଛନ୍ତି। ସେ ୫୫ ହଜାର ଟଙ୍କା ଏହି ଶାଢ଼ିକୁ କିଣିଥିବା ଜଣାପଡ଼ିଛି।
ଏହି ଓଡ଼ିଆ ଛାତ୍ରୀ ହେଲେ ଦିବ୍ୟାଂଶୀ ମିଶ୍ର। ସେ ଗୁଆହାଟି ଆଇଆଇଟିରେ ପଢ଼ୁଛନ୍ତି। ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ିଟିର ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି...

ଅଣ୍ଟା ସଳଖୁଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ସ୍ବାଭାବିକ ହେଉଛି ଦେଶର ପ୍ରଥମ ତଥା ଏକମାତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ର ସ୍ଥିତି। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ଏହି ସଂଗ୍ରହାଳୟ ବାତ୍ୟା...

ମହାପ୍ରୟାଣ ଗାଡି ମିଳିଲାନି: ଅଟୋରେ ବୁହାହେଲା ମୃତଦେହ

ରାଇକିଆ,୨ା୮(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଶନିବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁପରେ ମହାପ୍ରୟାଣ ଗାଡି ନ ମିଳିବାରୁ ଅଟୋରେ...

୧୬ରେ ଆନ୍ଦୋଳନକୁ ଓହ୍ଲାଇବେ ୫୦ ହଜାର ଶିକ୍ଷକ, କର୍ମଚାରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଆସନ୍ତା ୧୬ ତାରିଖ ‘ଶିକ୍ଷକ ଦାବି ଦିବସ’ରେ ନିଜର ହକ୍‌ ପାଇଁ ୫୦ ହଜାର ଶିକ୍ଷକ ଓ କର୍ମଚାରୀ ରାସ୍ତାକୁ ଓହ୍ଲାଇବେ। ଓଡ଼ିଶା...

ଚିନିକଳ ଖୋଲିବା ପାଇଁ ତେଜିଲା ଆନ୍ଦୋଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ; ୨୪ରେ ନୟାଗଡ଼ ବନ୍ଦ ଡାକରା

ନୟାଗଡ଼ ଅଫିସ,୧୭।୭-ଚିନିକଳ ଖୋଲିବା ଓ ପୁନରୁଦ୍ଧାର ଦାବିରେ ମଙ୍ଗଳବାର ଆନ୍ଦୋଳନ ଜୋରଦାର ହୋଇଛି। ଗାଁ ଗାଁ ବୁଲି ଚାଷୀମାନଙ୍କୁ ସଚେତନ କରାଇବା ପରେ ଚିନିକଳ ପୁନରୁଦ୍ଧାର...

ପାଠ୍ୟକ୍ରମରେ ବିପର୍ଯ୍ୟୟ, ମହାମାରୀ ମୁକାବିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟ ପ୍ରତି ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ ବର୍ଷେରୁ ଊର୍ଦ୍ଧ୍ୱ ହେବ ସମଗ୍ର ବିଶ୍ୱ ସହିତ...

ଦୋପଟି ମେଳଣ ପଡ଼ିଆରେ ହରିହର ଭେଟ

ବାଲିପାଟଣା, ୭ା୩(ଡି.ଏନ୍‌.ଏ.): ପାରମ୍ପରିକ ଦୋପଟି ମେଳଣ ବାଲିପାଟଣାସ୍ଥିତ ମେଲଣ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଧି ଅନୁଯାୟୀ ଥାନପତି ବୁଦ୍ଧନାଥ ଦେବଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳର...

ବଲାଙ୍ଗୀରର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୪ା୯(ଅସମାପିକା ସାହୁ): ବଲାଙ୍ଗୀରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା...

Advertisement
Archives

Model This Week