Posted inଜାତୀୟ

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ ଗାନ୍ଧୀ, ଦେଶର ସୁଖ, ସମୃଦ୍ଧି ପାଇଁ କଲେ ପ୍ରାର୍ଥନା

ପଞ୍ଜାବ,୧୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ଅମୃତସରରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ସ୍ବର୍ଣ୍ଣ ମନ୍ଦିର ଗସ୍ତର ଫଟୋ କଂଗ୍ରେସ ଟୁଇଟ୍‌ କହିଛି, ପଞ୍ଜାବରେ ଭରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ଏହି ଯାତ୍ରା ପଞ୍ଜାବରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଅମୃତସରରେ ଧାର୍ମିକ ଏକତାର ପ୍ରତୀକ ବିଶ୍ୱ ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରରେ ପ୍ରଣାମ କରି ଦେଶର ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ତେବେ ଅମୃତସରରେ କିଛି ଘଣ୍ଟା ରହିବା ପରେ ଏହି ଯାତ୍ରା ମଙ୍ଗଳବାର ସାରେ ଫତେହଗଡ ସାହିବରେ ପହଞ୍ଚିବ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ବିବାଦ: ପରୀକ୍ଷା ଅଧାରେ ଛାଡ଼ି ପଳାଇଆସିଲେ ଛାତ୍ରୀ

ବେଙ୍ଗାଲୁରୁ,୧୫।୩: ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବି ୟାଦଗିରର ସୁରପୁରା ତହସିଲର କେମ୍ବାଭି ସରକାରୀ ପୀୟୁ କଲେଜରେ ଏହାକୁ ବିରୋଧ କରାଯାଇଛି। ଉକ୍ତ...

ଥରିଲା ପଶ୍ଚିମବଙ୍ଗ

କୋଲକାତା,୨୯।୭: ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ଭୋର୍‌ ୨ଟା ୫୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା...

କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଲେନିି ପୁଅ

ହାଇଦ୍ରାବାଦ, ୩୧।୫: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଇନାହାନ୍ତି ପୁଅ-ବୋହୂ। ତେଲେଙ୍ଗାନାର କରିମନଗର...

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ପୁଲଓ୍ବାମା,୨।୫: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...

କୋର୍ଟରେ ପଡ଼ିରହିଛି ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲା: ବିଚାରପତିଙ୍କ ଅବସର ବୟସ ସୀମା ବଢ଼ାଇବାକୁ ମୋଦିଙ୍କୁ ଗୋଗୋଇଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୬: ଦେଶର ବିଭିନ୍ନ କୋର୍ଟରେ ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲାର ବିଚାର ନ ହୋଇ ପଡ଼ିରହିଛି। ତେବେ ଏହାର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟ...

ଚାଷୀ ବେଶରେ ପଲାନୀସ୍ବାମୀ: ସୋସିଆଲ୍‌ ମିଡ଼ିଆରେ ଶେୟାର କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଚେନ୍ନାଇ, ୨୦।୧: ଏବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଦ୍ୱାରା ଶେୟାର ହୋଇଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ...

ଜଳୁଛି ଦିଲ୍ଲୀ: ମେଟ୍ରୋ ଷ୍ଟେଶନ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ...

ଭାରତୀୟମାନେ ଗିନି ପିଗ୍‌ ନୁହନ୍ତି

ନୂଆଦିଲ୍ଲୀ,୧୪ା୧: ମହାମାରୀ କରୋନାରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଭାକ୍ସିନ ଆମଦାନୀ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ଏହାର ରିଲିଜ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି।...

Advertisement
Archives

Model This Week