Advertisement
Posted inଜାତୀୟ

‘ବାୟୁ ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ ’

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ କହିଛନ୍ତି ଯେ, ବାୟୁ ପ୍ରଦୂଷଣ କେବଳ ଜାତୀୟ ରାଜଧାନୀର ସମସ୍ୟା ନୁହେଁ। ଏଥିରେ କେନ୍ଦ୍ର ହସ୍ତକ୍ଷେପ କରିବା ସହ ଦାୟିତ୍ୱ ଗ୍ରହଣ କରିବାକୁ କେଜିର୍‌ଓ୍ବାଲ ଅନୁରୋଧ କରିଛନ୍ତି। ଅନ୍ୟପଟେ, କେଜିର୍‌ଓ୍ବାଲ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ବି ରୋମାଞ୍ଚକର

ନୂଆଦିଲ୍ଲୀ,୧୨।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେବାପରେ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜାରି ରହିଛି। ରାଜନୈତିକ ଜୀବନ ଭଳି ଜ୍ୟୋତିରାଦିତ୍ୟଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ବେଶ୍‌ ରୋମାଞ୍ଚକର।...

କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ସେଲସ୍ ମ୍ୟାନଙ୍କୁ ହତ୍ୟା

ଜମ୍ମୁ,୯ ।୧୧: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଜାରି ରହିଛି । ସୋମବାର କଶ୍ମୀରର ଶ୍ରୀନଗରରେ ଆଙ୍କବାଦୀମାନେ ପୁଣି ଏକ ଟାର୍ଗେଟ କିଲିଂ କରିଛନ୍ତି...

ଏସ୍‌.ଜୟଶଙ୍କରଙ୍କୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ ଟୁଇଟରେ ସେ କହିଛନ୍ତି, ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ,...

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୮- ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ସୋମବାର ଆମେରିକା ନ୍ୟୁଜର୍ସିରେ ତାଙ୍କ...

ବିବାହ ହେବା ନୋହିଲା, ନଦୀକୁ ଖସିଲା ବରଯାତ୍ରୀ କାର୍‌, ବର ସମେତ ୯ ମୃତ…

କୋଟା, ୨୦।୨ : ରାଜସ୍ଥାନର କୋଟାରେ ରବିବାର ସକାଳେ ଚମ୍ବଲ ନଦୀରେ ଏକ ବରଯାତ୍ରୀ କାର ଖସିପଡିଛି। ଏହି ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର...

ରବିବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୬୧ ଆସନ ପାଇଁ ୬୯୩ ପ୍ରାର୍ଥୀ..

ଲକ୍ଷ୍ନୌ, ୨୬।୨ : ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ରବିବାର ହେବାକୁ ଯାଉଛି। ରାଜ୍ୟର ୧୨ ଜିଲାର ୬୧ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ...

ସ୍ବାମୀଙ୍କ ରୋଜଗାର ସୂଚନା ପାଇଁ ଆରଟିଆଇର ଦ୍ୱାରସ୍ଥ ହେଲେ ସ୍ତ୍ରୀ…

ନୂଆଦିଲ୍ଲୀ,୩।୧୦ : ଆପଣ କେତେ ରୋଜଗାର କରନ୍ତି? ଆମ ମଧ୍ୟରୁ ଅନେକ ଏହିପରି ପ୍ରଶ୍ନର ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ। ସାଧାରଣତଃ ଲୋକମାନେ ସେମାନଙ୍କର...

କରୋନା ଆକ୍ରାନ୍ତ ହେଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ

ନୂଆଦିଲ୍ଲୀ, ୧୬।୯: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଟୁଇଟ୍‌ ଯୋଗେ ଗଡ଼କରୀ ନିଜେ ଏହି ସୂଚନା ଦେଇଛନ୍ତି। ଗଡ଼କରୀ କହିଛନ୍ତି,...

Advertisement
Archives

Model This Week