ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା

ବରଗଡ଼ ଅଫିସ୍‌,୨୭।୮-ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ବୁଧବାର ଏକ ଶିଶୁକନ୍ୟା ଭାସି ଯାଇଛନ୍ତି। ଶିଶୁକନ୍ୟା ଜଣକ ସର୍ଲା ଆନ୍ଧ୍ରପଡ଼ାର ଡି. ପୋଡ୍ଡିରାଜୁଙ୍କ ଝିଅ ଗିରିଜା ହର୍ଷିନୀ (୪) ବୋଲି ଜଣାପଡ଼ିଛି। ବରଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦନ୍ତା ନଦୀରେ ଖୋଜାଖୋଜି କରୁଥିଲେ ମଧ୍ୟ ରିପୋର୍ଟ ଲେଖାହେବା ସୁଦ୍ଧା (ରାତି ୮ଟା) ଶିଶୁକନ୍ୟାର କୌଣସି ସନ୍ଧାନ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର...

ସେପ୍ଟେମ୍ବରରେ ୨ଲକ୍ଷ ଟପିବା ଆଶଙ୍କା

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଉପରେ ରହୁଛି। ଏହି ଧାରା ଜାରି...

ଅଗଷ୍ଟରେ ସାର୍ବଜନୀନ ହେବ କାଳିଆ ହିତାଧିକାରୀଙ୍କ ନାମ: ମନ୍ତ୍ରୀ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କାଳିଆ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ନାମ ଆସନ୍ତା ଅଗଷ୍ଟରେ ସାର୍ବଜନୀନ କରାଯିବ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ...

ଫନୀ ପ୍ରଭାବିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୩.୮୯ ଲକ୍ଷ ଘର ଅନୁମୋଦନ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭାଙ୍ଗିଯାଇଥିବା ଲୋକଙ୍କୁ ଘର ଯୋଗାଇଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ...

ଭୁଶୁଡିଲା ନିର୍ମାଣାଧୀନ କମ୍ୟୁନିଟି ହଲ୍‌

  ଗଞ୍ଜାମ,୬ା୧୨(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୬ ଓଡ଼ିଆ ଢ଼ାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନିର୍ମିତ କମ୍ୟୁନିଟି ହଲ୍‌ ନିମ୍‌ଟାଲ୍‌ ଲେବଲ ତାଜା ଗୁରୁବାର...

ଜୁନ୍‌ ୨୦ ପରେ ଯୁକ୍ତ୩, ଅଗଷ୍ଟ ୨୦ ସୁଦ୍ଧା ସରିବ ପିଜି ପରୀକ୍ଷା

ଭୁବନେଶ୍ୱର, ୬।୫(ବ୍ୟୁରୋ): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ ମହାବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷବର୍ଷ ପରୀକ୍ଷା ଜୁନ୍‌ ୨୦ ପରେ ଆରମ୍ଭ...

କରୋନା ଆକ୍ରାନ୍ତ ଶିଶୁଙ୍କୁ ଭଲ କରିବ ମା’ କ୍ଷୀର

ଭୁବନେଶ୍ୱର,୨୨।୯(ବ୍ୟୁରୋ): କରୋନା ଆକ୍ରାନ୍ତ ଶିଶୁ ମା’ କ୍ଷୀର ଖାଇପାରିବେ। ମା’ କ୍ଷୀର ହିଁ ଶିଶୁଙ୍କୁ ଶୀଘ୍ର ଭଲ କରିଦେବ ବୋଲି ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା....

ଗାଁ ମଶାଣିରେ ପଡିରହିଛି ପିପିଇ କିଟ୍‌ : କରୋନା ସଂକ୍ରମଣ ଭୟରେ ଅଞ୍ଚଳବାସୀ

ପାଟଣା,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଡୁମୁରିଗୁଡା ଗ୍ରାମର ନେଉଳିଜୁଳି ନାଳ ନିକଟ ଗାଁ ଶ୍ମଶାନରେ ମଙ୍ଗଳବାର ପିପିଇ କିଟ୍‌, ଫେସ ସିଲଡ଼,...

Play 250+ Trending Games
Archives

Model This Week

Why Dharitri