କୋଭିଡ୍‌ ସ୍ଥିତି ସମୀକ୍ଷା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ

ସୁନ୍ଦରଗଡ଼,୯।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା କାୟା ବିସ୍ତାର କରିଥିବା ବେଳେ ବିଶେଷକରି ରାଉରକେଲା ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ରବିବାର ରାଉରକେଲା ଗସ୍ତରେ ଯାଇଛନ୍ତି। ସେ ସେଠାରେ କୋଭିଡ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ କୋଭିଡ୍‌ ସ୍ଥିତି ସମୀକ୍ଷା ପରେ ଖୁବ୍‌ଶୀଘ୍ର ଜିଲାରେ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ ବେଡ ବ୍ୟବସ୍ଥା ହେବ । ଆସନ୍ତା ମଙ୍ଗଳବାରଠାରୁ ରାଉରକେଲାରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଟିପାଟି ଗ୍ରାମ୍ୟ ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୦ା୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଗ୍ରାମ୍ୟ ରାସ୍ତାଟି ଦୀର୍ଘ ବର୍ଷ ଧରି...

ବସ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଠାକୁରମୁଣ୍ଡା,୧୬ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ- ଖିଚିଂ ରାସ୍ତାର କାଶିଆ ଜଙ୍ଗଲ ନିକଟରେ ମଙ୍ଗଳବାର ଏକ ବସ୍‌ ଧକ୍କାରେ ୨ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ...

ବୁଗୁଡ଼ା ବ୍ଲକରେ ୭୦ ପିଲା ଦେବେ ମାଟ୍ରିକ ପରୀକ୍ଷା

ବୁଗୁଡ଼ା,୨୮ା୭(ଡି.ଏନ୍‌.ଏ.): କିଛିଦିନ ତଳେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ...

ନିଜ ଘରେ ନିଆଁ ଲଗାଇଦେଲେ

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧୀନ କ୍ଷୀରେଇ ଟାଙ୍ଗିରି ଅଞ୍ଚଳରେ ଶନିବାର ରାତିରେ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ...

ସେନାରେ ଭର୍ତ୍ତି କରିବାକୁ ତାଲିମ ପ୍ରଦାନ : ୨୧୬ ବାଟାଲିୟନର ଅଭିନବ ପ୍ରୟାସ

ନୂଆପଡା ଅଫିସ,୧୧ା୮ ନୂଆପଡା ଭଳି ଉପାନ୍ତ ଜିଲାରେ ମାଓବାଦୀମାନେ ବିଭିନ୍ନ ସମୟରେ ଉପଦ୍ରବ ଚଳାଇଥିବାବେଳେ ଯୁବ ଗୋଷ୍ଠୀଙ୍କୁ ମୁଖ୍ୟ ସୋ୍ରତରେ ସାମିଲ କରିବାକୁ ଏଠାରେ ଅବସ୍ଥାପିତ...

୯ରୁ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ: ଭାଗନେବେ ନେପାଳ, ରାଜ୍ୟ ବାହାରର ୨ ଟିମ

ଭଞ୍ଜନଗର,୩।୨(ଡି.ଏନ.ଏ)-ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୯ ତାରିଖରୁ ୫ମ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରେ ନେପାଳ, ରାଜ୍ୟ ବାହାରର ୨ ଏବଂ...

ଚୋରା ମଦଭାଟିରେ ଅବକାରୀ ବିଭାଗର ଚଢ଼ାଉ: ପୋଚ, ଦେଶୀ ମଦ ଜବତ

ଦିଗପହଣ୍ଡି,୧୪। ୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡିମ୍ବୁଳା ପଞ୍ଚାୟତ ନିକଟ ଜଙ୍ଗଲରେ ବହୁଦିନ ଧରି ଚାଲିଥିବା ଚୋରା ମଦଭାଟି ଉପରେ ବୁଧବାର ଭୋର...

କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବାକୁ ଆହ୍ବାନ ଦେଲେ ଡିଜିପି

କଟକ ଅଫିସ,୨୮ା୫: କରୋନାକୁ ହରାଇବା ପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ଗୁରୁବାର ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଟୁଇଟ୍‌ରେ ସେ...

Advertisement
Archives

Model This Week