ବାଂଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ, ମନ୍ଦିରରେ ଭଙ୍ଗାରୁଜା, ଫେସବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା…

ଢାକା,୧୭।୭ : ବାଂଲାଦେଶରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ନରାଇଲର ଲୋହାଗରା ଅଞ୍ଚଳରେ ହିନ୍ଦୁଙ୍କ ଘର ଉପରେ ଆକ୍ରମଣ ହୋଇଥିବାବେଳେ ଗୋଟିଏ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି। କୁହାଯାଉଛି ଯେ ଏକ ମନ୍ଦିରକୁ ବହୁଲୋକ ଭଙ୍ଗାରୁଜା କରିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଜଣେ ହିନ୍ଦୁ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ଫେସବୁକ ପୋଷ୍ଟ ସହ ଜଡିତ। ଯୁବକଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟକୁ ନେଇ କ୍ରୋଧିତ ହୋଇ ସଂଘବଦ୍ଧ ଭାବେ କିଛି ଲୋକ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ସଂଘବଦ୍ଧ ଲୋକ ଫେସବୁକ ପୋଷ୍ଟ କରିଥିବା ଯୁବକଙ୍କ ଘରେ ପ୍ରବେଶ କରି ନିଆଁ ଲଗାଇ ଦେଇଛନ୍ତି। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼େଇବା ଲାଗି ଫାଙ୍କା ଫାୟରିଂ କରିଥିଲେ।

ନରାଇଲ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ

କ୍ୱିଭ୍‌,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି...

ରତନ ଲାଲ୍‌ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ

ଓ୍ବାଶିଂଟନ୍‌,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା...

କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ...

ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଇନ୍ଧନ

ଲଣ୍ଡନ, ୨୫।୧: ବିଶ୍ୱରେ ସବୁଜଗୃହ ବାଷ୍ପ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଉଭୟ ବାୟୁମଣ୍ଡଳ ଓ ପରିବେଶ ଦୂଷିତ...

ଆମେରିକା ବମ୍ବ ସାଇକ୍ଲୋନ୍‌ରେ ୧୮ ମୃତ

ଓ୍ବାଶିଂଟନ,୨୫ା୧୨:ଆମେରିକାରେ ବମ୍ବ ସାଇକ୍ଲୋନ୍‌ (ଶୀତଦିନିଆ ବାତ୍ୟା)ରେ ୧୮ ଜଣଙ୍କ ଜୀବନ ଗଲାଣି। ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ସବୁ ରେକର୍ଡ ଭାଙ୍ଗିଛି। ଅନେକ ଅଞ୍ଚଳରେ...

ଆଜି ଚନ୍ଦ୍ରକୁ ଆର୍ଟେମିସ୍‌-୧ ପଠାଇବ ନାସା

ଓ୍ବାଶିଂଟନ୍‌, ୧୬ା୧୧: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ବୁଧବାର ଚନ୍ଦ୍ରକୁ ଆର୍ଟେମିସ୍‌ -୧ ସ୍ପେସ୍‌ ଫ୍ଲାଇଟ୍‌ ପଠାଇବ। ଆଡଭାନ୍ସ ଟେକ୍‌ନୋଲୋଜିରେ ତିଆରି ହୋଇଥିବା ଆର୍ଟେମିସ୍‌-୧...

ସମସ୍ତଙ୍କୁ ସଂକ୍ରମିତ କରିଦିଅ: କରୋନାରୁ ମୁକ୍ତି ପାଇଁ ‘ହର୍ଡ ଇମ୍ୟୁନିଟି’ ପ୍ଲାନ୍‌-ବି ଉପରେ ଚର୍ଚ୍ଚା ଜାରି !

ଓ୍ବାଶିଂଟନ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସାମାଜିକ...

ଲିଜ୍‌ ଟ୍ରସ୍‌ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨।୯: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆଗରେ ଅଛନ୍ତି। ସେ ଭାରତୀୟ ବଂଶୋଦ୍ଭବ ତଥା କଞ୍ଜରଭେଟିଭ୍‌ ପାର୍ଟିର ଋଷି ସୁନକଙ୍କୁ ପଛରେ ପକାଇ ଦେଇଛନ୍ତି।...

Advertisement
Archives

Model This Week