Posted inଜାତୀୟ

କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ପୂରଣ ହେଲା ୩ ବର୍ଷ, ୧୭୪ ଯବାନ ଶହୀଦ, ୧୨୪ ସାଧାରଣ ଜନତାଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ,୫ ।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ୩ ବର୍ଷ ପୂରଣ ହୋଇଛି । ତେବେ ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା କମ ହୋଇଛି ବୋଲି କୁହାଯାଉଛି । ଏହାସହ ଲ ଆଣ୍ଡ ଅର୍ଡର ଘଟଣାରେ କୌଣସି ସାଧାରଣ ନାଗରିକ ଅଥବା ଯବାନଙ୍କ ମୃତ୍ୟୁ ହୋଇ ନାହିଁ । ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଜନତାଙ୍କ ମୃତ୍ୟୁ ସଂଖ୍ୟା ବି କମିଛି ।
ଜମ୍ମୁ-କଶ୍ମୀର ପୋଲିସ ଧାରା ୩୭୦କୁ ହଟାଇବା ପୂର୍ବରୁ ଓ ପରେ ୩ ବର୍ଷର ଘଟଣାକୁ ତୁଳନା କରି ସୂଚନା ଦେଇଛି କି କଶ୍ମୀର ଜୋନରେ ଆତଙ୍କବାଦୀ ଆକ୍ରମଣ ଘଟଣା କମ୍ ହୋଇଛି । ପୋଲିସ ଏହାକୁ ୬ଟି କାଟାଗୋରୀରେ ବିଭକ୍ତ କରିଛି ।
ଜମ୍ମୁ-କଶ୍ମୀର ପୋଲିସର ସୂଚନା ଅନୁଯାୟୀ, ଲ ଆଣ୍ଡ ଅର୍ଡର ଘଟଣାରେ ଅନୁଚ୍ଛେଦ ୩୭୦ ହଟିବା ପୂର୍ବରୁ ୧୨୪ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭୦ ହଟିବା ପରେ ଏବେ ଏହା ଶୂନ୍ୟ ହୋଇଯାଇଛି । ସେହିପରି ୩୭୦ ହଟିବା ପୂର୍ବରୁ ୨୯୦ ଯବାନ ଶହୀଦ ହୋଇଥିବା ବେଳେ ଅନୁଚ୍ଛେଦ ୩୭୦ ହଟିବା ପରେ ୩ ବର୍ଷ ମଧ୍ୟରେ ୧୭୪ ଯବାନ ଶହୀଦ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆରଏସଏସ କାର୍ଯ୍ୟାଳୟ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ,୭।୫: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ)ର କାର୍ଯ୍ୟାଳୟକୁ ବୋମା ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଭଳି ଧମକ ମିଳିବା ପରେ ଲକ୍ଷ୍ନୌରେ ଏକ...

ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ

ନୂଆଦିଲ୍ଲୀ,୨।୨- ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍‌ ୧୧ ତାରିଖ...

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି।...

କୋହଲିଙ୍କ ଝିଅକୁ ବଳାତ୍କାର ଧମକ : ସାଇବର ପୋଲିସକୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରିବାରକୁ ଧମକ ମିଳିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇବା ପରେ ସାଇବର ପୋଲିସକୁ ନୋଟିସ କରିଛି...

ସିଡିଏସ୍‌ ପଦବୀ ବିଭାଜନ ମସୁଧା

ନୂଆଦିଲ୍ଲୀ,୧୬ା୫: ପ୍ରାୟ ଅଢ଼େଇ ବର୍ଷ ତଳେ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି...

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ତଳେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୪୨ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା...

କୋଭିଡ କେୟାର ସେଣ୍ଟରରେ ପରିଣତ ହେବ ସ୍ପୋର୍ଟସ୍‌ କମ୍ଲେକ୍ସ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ଔରାଙ୍ଗାବାଦ ସହରରେ ଲଗାତାର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କୋଭିଡ କେୟାର ସେଣ୍ଟର...

Advertisement
Archives

Model This Week