Posted inଫୁରସତ

ଟ୍ରାକ୍ଟର ଜରିଆରେ ବାହାର କରାଯାଉଛି ମଇଁଷିଠାରୁ କ୍ଷୀର, ଆନନ୍ଦ ମହିନ୍ଦ୍ରା ହେଲେ ଆଶ୍ଚର୍ଯ୍ୟ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ଟ୍ରାକ୍ଟର ସାହାଯ୍ୟରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଦେଖାଯାଇଛି। ଏହା ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓକୁ ଶେୟାର କରି ସେ କହିଛନ୍ତି,ଗ୍ରାମୀଣ ଅଞ୍ଚଳରେ ଟ୍ରାକ୍ଟର କେମିତି ଅନେକ କାର୍ଯ୍ୟରେ ବ୍ୟବହାର ହୋଇପାରୁଛି। ଏହାର ଭିଡିଓ ମୋତେ ପଠାଇଛନ୍ତି। ଏହା ମୋ ପାଇଁ ନୂଆ। ଆପଣଙ୍କ ମଧ୍ୟରୁ ଅଣ-ଇଞ୍ଜିନିୟର କହିପାରିବେ କି ଏଥିରେ କ’ଣ ନୂଆ ରହିଛି। ସୂଚନାଯୋଗ୍ୟ, ଟ୍ରାକ୍ଟର ଏୟାର ସେକ୍ସନରୁ ଏକ ପାଇପ୍‌ କ୍ଷୀର ବାହାର କରିବା ମେଶିନ ସହ ଯୋଡାଯାଇଛି। ଫଳରେ ଅତି ସହଜରେ କ୍ଷୀର ବାହାର କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାଲେଣ୍ଟାଇନ୍‌ ସ୍ପେଶାଲ: ଯେଉଁଠି ପ୍ରେମ ପାଇଁ ପ୍ରତିବନ୍ଧକ ସାଜିନି ଶାରୀରିକ ଅକ୍ଷମତା

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା ଦେଖେନା ଜାତି, ଅଜାତି କି ସୁନ୍ଦର ରୂପରଙ୍ଗ। ଖାଲି ଜଣଙ୍କର ମନ ସହ ଆଉ ଜଣଙ୍କର ମନ ମିଶିଗଲେ...

ଲକ୍‌ଡାଉନ: ଅନ୍‌ଲାଇନ ବିବାହରେ ସାମିଲ ହେଲେ ୨ଶହ ଅତିଥି

ଟେକ୍ସାସ,୧୪।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ...

ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ...

ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ...

ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜେଲ ଟୁରିଜିମ: ସାଧାରଣ ଜନତା ବିନା ଅପରାଧରେ ପାଇବେ ଜେଲ୍‌ର ଅନୁଭୁତି!

ମୁମ୍ବାଇ,୨୫ ।୧: ଜେଲ୍ ଯିବାକୁ ସମସ୍ତେ ସାଧରଣତଃ ନିଚ୍ଚ ଦୃଷ୍ଟିରେ ଦେଖିଥାଆନ୍ତି । ଆଉ ଯେଉଁମାନେ ଜେଲ୍ ଯାଆନ୍ତି ସେମାନଙ୍କୁ ସମାଜରେ ବଦନାମ ହେବାକୁ ପଡିଥାଏ...

ଯୁଗେ ଯୁଗେ ଗୁରୁ ପୂଜ୍ୟ: ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ କ’ଣ କୁହନ୍ତି ଏମାନେ…

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର…। କୁହାଯାଏ ଭଗବାନ ଓ ଗୁରୁ ସମ୍ମୁଖରେ ଥିଲେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରାଯାଏ। କାରଣ ଗୁରୁ ହିଁ...

ଏକ୍ସପର୍ଟଙ୍କ ପରି ଜେସିବି ଚଲାଉଛନ୍ତି ୫ ବର୍ଷର ବାଳକ, ପ୍ରଶଂସା କଲେ ସେହଓ୍ବାଗ୍‌

ଜେସିବି ଗାଡ଼ି ଚଲାଇବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। ମାତ୍ର ଜଣେ ୫ ବର୍ଷର ବାଳକ ବିନା ପ୍ରଶିକ୍ଷଣରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ...

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ...

Advertisement
Archives

Model This Week