Posted inଜାତୀୟ

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର ଅକ୍ସିଜେନ ପ୍ରଦାନ କରିବ। ଯାହା ଫଳରେ ମେଡିକାଲକୁ ଘଣ୍ଟା ପ୍ରତି ୨,୪୦୦ ଲିଟର ଅକ୍ସିଜେନ ମିଳିପାରିବ।

ମନ୍ତ୍ରଣାଳୟର ମୁଖ୍ୟ ପ୍ରବକ୍ତା ଏ. ଭରତ ଭୂଷଣ ବାବୁ କହିଛନ୍ତି, ଏହି ପ୍ଲାଣ୍ଟଗୁଡ଼ିକ ବିମାନ ଯୋଗେ ଜର୍ମାନୀରୁ ଅଣାଯିବ। ଏହାକୁ ସଶସ୍ତ୍ର ବାହିନୀ ମେଡିକାଲ ସେବା (ଏଏଫ୍‌ଏମ୍‌ଏସ୍‌) ହସ୍ପିଟାଲରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯିବ। ମହାମାରୀକୁ ଦୃଷ୍ଟିରେ ରଖି ଡାକ୍ତରୀ ଭିତ୍ତିଭୂମି ବୃଦ୍ଧି ପାଇଁ ଆବଶ୍ୟକ କ୍ରୟ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜରୁରୀକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିବାର ୪ ଦିନ ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ...

ମୋଦିଙ୍କୁ ଉପହାର ମିଳିଥିବା ର‌୍ୟାକେଟ ୫୧ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ,୧୩ ।୧୦: ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାରର ଚତୁର୍ଥ ବର୍ଷର ନିଲାମ ବୁଧବାର ଶେଷ ହୋଇଛି । ନିଲାମ ୱେବସାଇଟର ସୂଚନା ଅନୁଯାୟୀ, ଥମସ କପ...

ରାଜନୈତିକ ଦଳ ଗଠନ କରିବେ ନାହିଁ ରଜନୀକାନ୍ତ

ଚେନ୍ନାଇ,୨୯।୧୨: କୌଣସି ରାଜନୈତିକ ଦଳ ଗଠନ ନ କରିବାକୁ ସୁପରଷ୍ଟାର ରଜନୀକାନ୍ତ ମଙ୍ଗଳବାର ଘୋଷଣା କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଏଭଳି ନିଷ୍ପତ୍ତି...

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି, ତେଜ ପ୍ରତାପଙ୍କୁ ମିଳିପାରେ ମନ୍ତ୍ରୀପଦ

ପାଟନା,୧୬ ।୮: ବିହାରରେ ଭାରତୀୟ ଜନତା ପାର୍ଟି(ଭାଜପା) ହାତ ଛାଡି ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କୁ ଆପଣେଇ ନେଇଛନ୍ତି । ଆରଜେଡି ଓ ଜେଡିୟୁ ନୂଆ...

ପରୀକ୍ଷା କେନ୍ଦ୍ରରେ ହିଜାବ ପିନ୍ଧିବା ଉପରେ ଜାରି ରହିବ ପ୍ରତିବନ୍ଧକ: ମନ୍ତ୍ରୀ

ବେଙ୍ଗାଲୁରୁ,୨।୩: କର୍ନାଟକ ଶିକ୍ଷା ମନ୍ତ୍ରୀ ବିସି ନଗେଶ ବୋର୍ଡ ପରୀକ୍ଷା ମଧ୍ୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ବୋର୍ଡ ପରୀକ୍ଷାରେ ହିଜାବ...

ହରିଦ୍ୱାର-ରୁରକି ସମେତ ୬ ରେଲୱେ ଷ୍ଟେଶନକୁ ଉଡାଇ ଦେବାକୁ ଧମକ

ରୁରକି,୯ ।୫: ରୁରକି ରେଲୱେ ଷ୍ଟେଶନର ଅଧିକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ପତ୍ର ମିଳିଛି । ଯେଉଁଥିରେ ୨୧ ମେ’କୁ ଲସ୍କର, ନାଜିବାବାଦ, ଡେରାଡୁନ, ରୁରକି, ରିଷିକେଶ,...

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ...

ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ନାହିଁ-ଦୁର୍ନୀତି ଚରମସ୍ତରରେ ପହଞ୍ଚିଛି, ଜନତା ଦେବେ ଜବାବ: ରବି ଶଙ୍କର…

ନୂଆଦିଲ୍ଲୀ, ୧୪।୯ : ପଶ୍ଚିମବଙ୍ଗର ନବନ୍ନା ମାର୍ଚ୍ଚରେ ହୋଇଥିବା ହିଂସାକୁ ନେଇ ଭାରତୀୟ ଜନତା ପାର୍ଟି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା...

Advertisement
Archives

Model This Week