କାନ୍ଦିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀରେ ଭାରତୀୟ ସେନାର ସାହସିକତା ବିଷୟରେ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ ହେବା ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଜୟ ଦେବଗନ ଏକ କବିତା ପାଠ କରୁଥିବା ନଜର ଆସିଛନ୍ତି। ଅଜୟ ୨ ମିନିଟ୍‌ ପର୍ଯ୍ୟନ୍ତ ଏହି କବିତା ପାଠ କରିଥିଲେ। ଅକ୍ଷୟ କୁମାର ମଧ୍ୟ ତାଙ୍କ କବିତା ‘ସିପାହୀ’ ଶୁଣିବା ପରେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି। ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଅଜୟ ଦେବଗନଙ୍କ ଭିଡିଓ ଶେୟାର କରି ଅକ୍ଷୟ ଲେଖିଛନ୍ତି, ମୁଁ ବାସ୍ତବିକ ଜୀବନରେ ନିଜ ଭାବନାକୁ ସହଜରେ ବ୍ୟକ୍ତ କରିପାରେ ନାହିଁ। କିନ୍ତୁ ତୁମ କବିତା ଶୁଣି ମୋ ଆଖିରେ ଲୁହ ଆସିଯାଇଥିଲା। ମୁଁ ଜାଣି ନ ଥିଲା ତୁମ ଭିତରେ ଏକ ଭଲ କପି ଲୁଚି ରହିଛି। କେଉଁ କେଉଁ କାମରେ ମୋ ହୃଦୟ ଜିତିବେ ବୋଲି ସେ ଅଜୟଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହିଗଲା ଅବସୋସ

ବେଳେବେଳେ ମନରେ ଏଭଳି ଅବସୋସ ରହିଯାଏ, ଯାହାକୁ ନେଇ ସାରା ଜୀବନ ଅନୁତାପ କରିବାକୁ ପଡିଥାଏ। ସେଭଳି ଏ କଥାକୁ ଏବେ ବ ମନେ ପକାଇ...

ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟକୁ ନେଇ ଏପରି କିଛି କହିଥିଲେ ଦୀପିକା ପାଦୁକୋନ୍‌

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଶଂସକମାନେ ସେମାନଙ୍କର ପୁରୁଣା ସ୍ମୃତି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି...

କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍‌ କଲେ ଅମୀର

ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍‌ କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ...

୧୫ ବର୍ଷର କ୍ୟାରିୟର ଭିତରେ ପ୍ରଥମ ଥର ମହାନାୟକଙ୍କ ସହ କାମ କରିବେ ଇମ୍ରାନ୍‌: ଆସିଲା ଫାଷ୍ଟ ଲୁକ୍‌

ମୁମ୍ବାଇ: କିସିଂ ବୟ ଇମ୍ରାନ ହାସ୍‌ମି ପ୍ରଥମ ଥର ଲାଗି ନିଜ କ୍ୟାରିୟରରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି। ଫିଲ୍ମ...

୫୦୦ କୋଟି କ୍ଲବ୍‌ରେ ‘ଯବାନ’

ମୁମ୍ବାଇ: ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଯବାନ’ ବକ୍ସ ଅଫିସରେ ରେକର୍ଡ କରୁଛି। ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ରହିଛି। ରିଲିଜ୍‌ ହେବାର ଦୁଇ ସପ୍ତାହ...

ବାପାଙ୍କ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ୍‌ ଖାନ୍‌: ଜାଣନ୍ତୁ କାହିଁକି ଏପରି କରିଥିଲେ…

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ ପାଇଁ ନିର୍ମାତା ସଲମାନ୍‌ଙ୍କୁ ଲକି ମାନିଥାନ୍ତି। ତେଣୁ...

‘ରାମ’ରେ ବଲିଉଡ୍‌ ଅଭିନେତା ରାହୁଲ ଦେବ

ଭୁବନେଶ୍ୱର,୩୧।୮(ଶର୍ମିଷ୍ଠା ପାଣିଗ୍ରାହୀ)ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟ ଦୀର୍ଘ ଦିନପରେ ପୁଣି ଓଲିଉଡ୍‌କୁ ଫେରୁଛନ୍ତି। ଦଶହରାରେ ରିଲିଜ୍‌ ହେବାକୁ ଯାଉଛି ତାଙ୍କ ଅଭିନୀତ ବଡ଼ ବଜେଟ୍‌ ଫିଲ୍ମ...

ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ ଆଜି ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ରେ ଡେବ୍ୟୁ କରିଥିବା ରଜନୀକାନ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି।...

Advertisement
Archives

Model This Week