Advertisement

ବାୟୁ ପ୍ରଦୂଷଣରେ ପ୍ରତିବର୍ଷ ଯିବ ୧୫ ଲକ୍ଷ ଲୋକଙ୍କ ଜୀବନ

ଟରଣ୍ଟୋ,୧୦ା୧୧: ବାୟୁ ପ୍ରଦୂଷଣ ସମଗ୍ର ବିଶ୍ୱରେ ଲୋକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏକ ଅଧ୍ୟୟନ ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ୧୫ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟିବ। ଏଥିପାଇଁ ବାୟୁ ପ୍ରଦୂଷଣ ଦାୟୀ ହୋଇପାରେ। ଅଧ୍ୟୟନରୁ ଜଣାପଡ଼ିଛି, ବାୟୁ ପ୍ରଦୂଷଣର ମାତ୍ରା ପୂର୍ବ ଚିନ୍ତା ଅପେକ୍ଷା ଅଧିକ ବିପଜ୍ଜନକ ଅଟେ।

କାନାଡାର ମେକାଗିଲ ବିଶ୍ୱବିଦ୍ୟାଳୟ ଆସୋସିଏଟ୍‌ ପ୍ରଫେସର ସ୍କଟ୍‌ ଓ୍ବିଞ୍ଚେଲଥାଲ କହିଛନ୍ତି, ବାର୍ଷିକ ବିଶ୍ୱର ମୃତ୍ୟୁହାର ପୂର୍ବଠାରୁ ବହୁତ ଅଧିକ। ଏହାର କାରଣ ହେଉଛି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି, ପିଏମ୍‌-୨.୫ ଏହା ଏକ ମାଇକ୍ରୋସ୍କୋପିକ୍‌ ବିଷାକ୍ତ ପଦାର୍ଥ ଯାହାକି ବିଭିନ୍ନ ପ୍ରକାରର ହୃଦ୍‌ରୋଗ, ଶ୍ୱାସକ୍ରିୟା ଜନିତ ରୋଗ ଏବଂ କର୍କଟ ରୋଗ ସୃଷ୍ଟି କରିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାପୁର ଛାଡ଼ି ଏହି ଦେଶରେ ଶରଣ ନେଲେ ଗୋଟବାୟା

କଲମ୍ବୋ,୧୧।୮: ଆଇନଗତ କାରଣରୁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଏବେ ସିଙ୍ଗାପୁର ଛାଡିବାକୁ ପଡ଼ିଛି। ଏକ ନିର୍ଦ୍ଧିଷ୍ଟ ସମୟ ପରେ ସେ ଦେଶ ଛାଡିଛନ୍ତି...

ବୋଟ୍‌ ଦୁର୍ଘଟଣାରେ ୧୬ ରୋହିଙ୍ଗ୍ୟାଙ୍କ ମୃତ୍ୟୁ

ବ୍ୟାଙ୍କକ୍‌,୨୫।୫: ମ୍ୟାନ୍‌ମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଯାତ୍ରୀ ଅନ୍ୟ ଦେଶରେ ଶରଣ...

ଟେସ୍‌ଲା ମାଲିକଙ୍କ ଅଛନ୍ତି ୯ସନ୍ତାନ

ଓ୍ବାଶିଂଟନ୍‌, ୭ା୭: ଟେସ୍‌ଲା ମାଲିକ ଏଲନ୍‌ ମସ୍କ(୫୧) ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ପୂର୍ବରୁ ୭ସନ୍ତାନଙ୍କ ବାପା ବୋଲି ଜଣାପଡ଼ିଥିବା...

ପୃଷ୍ଠା ଲେଉଟାଇବା ସମୟ

ଓ୍ବାଶିଂଟନ,୧୬ା୧୨ ଆମେରିକା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ୭୮ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ଇଲେକ୍ଟୋରାଲ କଲେଜ ସୋମବାର ଏହି ବିଷୟ...

ଆମେରିକାରେ ଥମୁନି ଗୁଳି ବର୍ଷଣ

ଓ୍ବାଶିଂଟନ,୧୭ା୪: ଆମେରିକାରେ ଗୁଳି ବିନିମୟ ଥମୁନାହିଁ। ରବିବାର ପୂର୍ବାହ୍ନରେ ଆମେରିକାର ପିଟସବର୍ଗ ସହରରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ...

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ...

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଖି ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୫।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌...

ଚନ୍ଦ୍ରକୁ ରକେଟ୍‌ ଉତ୍‌କ୍ଷେପଣ ସ୍ଥଗିତ

ଓ୍ବାଶିଂଟନ୍‌, ୩୦ା୮:ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ସୋମବାର ଚନ୍ଦ୍ରକୁ ସବୁଠୁ ଶକ୍ତିଶାଳୀ ରକେଟ୍‌ ଉତ୍‌କ୍ଷେପଣ ନିମନ୍ତେ ହୋଇଥିବା ଯୋଜନାକୁ ସ୍ଥଗିତ ରଖିଛି। ଦୁଇ ପର୍ଯ୍ୟାୟର ସ୍ପେସ୍‌...

Advertisement
Archives

Model This Week