Advertisement
Posted inଜାତୀୟ

ନିର୍ବାଚନ ପୂର୍ବରୁ ଭାଜପା ମେଣ୍ଟକୁ ଝଟ୍‌କା, ଆଇପିଏଫଟି ବିଧାୟକ ଦେଲେ ଇସ୍ତଫା…

ଅଗରତାଲା,୮।୧୧ : ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ଭାଜପା ମେଣ୍ଟକୁ ଝଟ୍‌କା ଲାଗିଛି। ଭାଜପାର ସହଯୋଗୀ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଇପିଏଫଟିର ବରିଷ୍ଠ ସଦସ୍ୟ ତଥା ଆଶାରାମବାଡି ବିଧାୟକ ମେୱାର କୁମାର ଜମାଟିଆ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଜମାଟିଆ ତ୍ରିପୁରା ବିଧାନସଭା ବାଚସ୍ପତି ରତନ ଚକ୍ରବର୍ତ୍ତୀଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ଏବେ ଟିଆଇପିଆରଏରେ ଯୋଗଦେବାର ସମ୍ଭାବନା ରହିଛି।

ମେୱାର କୁମାର ଜମାଟିଆ ବିଧାୟକ ପଦରୁଙ୍କ ଇସ୍ତଫା ଦେବା ସହିତ ତ୍ରିପୁରା ବିଧାନସଭାରେ ଆଇପିଏଫଟି ସଂଖ୍ୟା ମାତ୍ର ପାଞ୍ଚକୁ ଖସି ଆସିଛି। ଏହାପୂର୍ବରୁ ଆଇପିଏଫଟି ନେତା ଧନଞ୍ଜୟ ତ୍ରିପୁରା ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ଟିଆଇପିଆରଏରେ ଯୋଗ ଦେଇଥିଲେ। ସେପ୍ଟେମ୍ବର ମାସରେ ଭାଜପା ନେତା ବାରବା ମୋହନ ତ୍ରିପୁରା ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ଟିଆଇପିଆରଏରେ ଯୋଗ ଦେଇଥିଲେ। ତ୍ରିପୁରାରେ ଭାଜପା-ଆଇପିଏଫଟି ଶାସକ ଦଳ ଛାଡିବାରେ ପାଇଁ ଜମାଟିଆ ହେଉଛନ୍ତି ସପ୍ତମ ବିଧାୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କ ବିଶ୍ୱାସ ଗର୍ଭସ୍ଥ ସନ୍ତାନ ଦେବ ବିଜୟ

ପାଟନା,୧୮ ।୧୦: ବିହାର ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ସବୁ ପ୍ରାର୍ଥୀ ବିଜୟ ଲକ୍ଷ୍ୟ ହାସଲରେ ଲାଗି ପଡିଛନ୍ତି । ଏତିକିବେଳେ ଜେଡିୟୁର...

ତବଲିଗ୍‌ ଜମାତ୍‌ର ପ୍ରଭାବ: ୧୨ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ ୧୭ କରୋନା ସଂକ୍ରମିତ ଚିହ୍ନଟ

ବିଶାଖାପଟ୍ଟନମ୍‌,୩୧।୩: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ର ପ୍ରଭାବ ଏବେ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ ଏଠାରେ ୧୭ ଜଣ କରୋନା...

ଗେମ୍‌ ଚେଞ୍ଜର ହେବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ,୧୦।୧: ପଞ୍ଜାବ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ। ପଞ୍ଜାବରେ ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ମତଦାନ...

ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏଏପି

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୧ କିମ୍ବା ୨ରେ ତାରିଖ ଘୋଷଣା ହୋଇପାରେ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ। ତେବେ...

ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ରିୟା ସେନ…

ମୁମ୍ବାଇ,୧୭।୧୧ : ଅନ୍ୟ ଜଣେ ବଲିଉଡ ଅଭିନେତ୍ରୀ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀ ରିୟା ସେନ ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ...

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)...

ବେକରେ ଗାମୁଛା, ମୁଣ୍ଡରେ ଟୋପି, ଲାଲୁ କହିଲେ ବିସର୍ଜନ କରିବାକୁ ଆସିଛି…

ପାଟନା,୨୭।୧୦: ଦୀର୍ଘ ୬ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ରାଜନୀତିକୁ ପୁଣି ଫେରିଛନ୍ତିି। ତାଙ୍କର ଭାଷଣ ଶୈଳୀ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଜଗାଇଛି। ବେକଳରେ...

ପୁଣି ତେଜିଲା ସିଏଏ ନିଆଁ

ନୂଆଦିଲ୍ଲୀ/ଗୁଆହାଟୀ,୨୩ା୧: ୨୦୧୯ ଡିସେମ୍ବର ୧୧ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଲୋକଙ୍କ ଜୀବନ...

Advertisement
Archives

Model This Week