ଫିଲ୍ମଠାରୁ କମ୍‌ ନୁହେଁ ପ୍ରେମକାହାଣୀ; ଭିନ୍ନ ଧର୍ମର ସତ୍ତ୍ୱେ…

ବମ୍ବେ: ଫିଲ୍ମ କଳାକାର-କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ ପ୍ରେମକାହାଣୀ ଏଭଳି ଗଢ଼ିଉଠିଛି। ସେଥିମଧ୍ୟରୁ ଭାରତୀୟ କ୍ରିକେଟର ଜାହିର ଖାନ୍‌ ଏବଂ ଅଭିନେତ୍ରୀ ସାଗରିକା ଘାଟଗେଙ୍କ କାହାଣୀ ଅନ୍ୟତମ।

ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ରୁ ଡେବ୍ୟୁ କରିଥିଲେ ସାଗରିକା। ପରେ ସେ ‘ମିଲେ ନା ମିଲେ ହମ୍‌, ଇରାଦା, ଦିଲଦାରିୟାଁ’ ଭଳି ଫିଲ୍ମ ତାଙ୍କୁ ଖ୍ୟାତି ଦେଇଥିଲା। ଏହି ସମୟରେ ଅଭିନେତ୍ରୀ ନେହା ଧୂପିଆ ଏବଂ ସ୍ବାମୀ ଅଙ୍ଗଦ ବେଦୀଙ୍କ ଜରିଆରେ ଜାହିରଙ୍କୁ ଭେଟିଥିଲେ ସେ। ପ୍ରଥମ ଦେଖାରେ ଜାହିର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଉଭୟଙ୍କ ଧର୍ମ କିନ୍ତୁ ଅଲଗା ଥିଲା। ମାତ୍ର ଜାହିର ତାଙ୍କୁ ପାଇବା ଲାଗି କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ସେ କେବଳ ତାଙ୍କ ପାଇଁ ଜନ୍ମ ହୋଇଥିବା ବୁଝାଇଥିଲେ।

ସାଗରିକାଙ୍କ ମା’ ଉଭୟଙ୍କ ବିଷୟରେ ଜାଣିଥିଲେ। ସେ ସମ୍ପର୍କକୁ ସମର୍ଥନ କରୁଥିଲେ। କିନ୍ତୁ ଯେତେବେଳେ ସାଗରିକାଙ୍କ ବାପାଙ୍କୁ ଜାହିର ଭେଟିଥିଲେ ସେ ଡରି ଯାଇଥିଲେ। ଦଶରୁ ପନ୍ଦର ମିନିଟ କଥା ହୋଇ ଚାଲି ଆସିବେ ବୋଲି ଭାବିଥିଲେ ହେଁ କଥାବାର୍ତ୍ତା ତିନି ଘଣ୍ଟା ଯାଏ ଚାଲିଥିଲା। ଜାହିର ଭଲ ମରାଠି କହୁଥିବାରୁ ପରିବାରର ସମସ୍ତେ ତାଙ୍କୁ ପସନ୍ଦ କରିଥିଲେ।

ସେଭଳି ଜାହିର ନିଜ ଘରଲୋକଙ୍କୁ ବିବାହ ଲାଗି ମନାଇବା ଲାଗି ବହୁତ କିଛି କରିଥିଲେ। ସାଗରିକାଙ୍କ ଫିଲ୍ମ ସମସ୍ତଙ୍କୁ ଦେଖାଇଥିଲେ। ପରେ ସବୁକିଛି ଠିକ୍‌ ହୋଇଥିଲା। ପରିବାରଲୋକଙ୍କ ଉପସ୍ଥିତିରେ ବେଶ ସାଧାସିଧା ଭାବେ ସେମାନେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗଠାରୁ କମ୍‌ ନୁହେଁ ବିଗ୍‌ ବି’ଙ୍କ ବଙ୍ଗଳା ‘ଜଲ୍‌ସା’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ୫୦ ବର୍ଷ ଧରି ହିନ୍ଦୀ ଫିଲ୍ମ ଜଗତରେ ଅଛନ୍ତି। ତାଙ୍କୁ ଶତାବ୍ଦୀର ମହାନାୟକ ମଧ୍ୟ କୁହାଯାଏ। ପ୍ରଥମ ଫିଲ୍ମ...

ଦୋଛକିରେ ପଡିଛନ୍ତି ତାରା

ନବାଗତା ତାରା ସୁଟାରିଆ ଏବେ ଦୋଛକିରେ ପଡିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫର ତାଙ୍କର ଟେନ୍‌ସନ୍‌କୁ ବଢ଼ାଇ ଦେଇଛି। କାରଣ ଏଥିରେ ତାଙ୍କୁ...

୪୦୦ କୋଟି କ୍ଲବ୍‌ରେ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ...

ପୁଅର ଫଟୋ ଶେୟାର କରି ଭାରତୀ ଲେଖିଲେ ଏମିତି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ମା’ ହେବା ପରଠାରୁ ପ୍ରଶଂସକମାନେ ତାଙ୍କ ପୁଅର ଫଟୋ ଦେଖିବା ପାଇଁ ଚାତକ ପରି ଚାହିଁଥାନ୍ତି। ଯେତେବେଳେ ଭାରତୀ...

‘ବ୍ରହ୍ମାସ୍ତ୍ର’ପାର୍ଟ ୨ରେ ନଜର ଆସିପାରନ୍ତି ରଣବୀର, ହ୍ରିତିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ବିଗ୍‌ ବଜେଟ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଦର୍ଶକ ଉତ୍ସାହର ସହ ଫିଲ୍ମ ଦେଖିବାକୁ...

ବୟଫ୍ରେଣ୍ଡଙ୍କ ସହ ଗ୍ରୀଷ୍ମ ଛୁଟି କାଟିବାକୁ ବାହାରିଲେ ଜାହ୍ନବୀ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶେଖର ପହାଡିଆଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଗ୍ରୀଷ୍ମ ଛୁଟି କାଟିବାକୁ ରବିବାର ସକାଳେ...

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ...

ଫ୍ୟାନ୍ସଙ୍କୁ ଧରିଲା ‘ରଜନୀ ଫିଭର’

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରାଜନୀକାନ୍ତଙ୍କ ଜେଲର୍‌ ଫିଲ୍ମ ଗୁରୁବାର ଥ୍ରେଟରରେ ରିଲିଜ୍‌ ହୋଇଛି। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌...

Advertisement
Archives

Model This Week