Posted inଜାତୀୟ

ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ

ମୁମ୍ବାଇ,୨୧।୪: ଫିଲ୍ମ ‘କାମସୂତ୍ର ୩ଡି’ରେ କାମ କରିଥିବା ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ ହୋଇଛି। ଶୁକ୍ରବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏକ ରୁଢିବାଦୀ ମୁସଲିମ୍‌ ପରିବାରୁ ଆସି କାମସୂତ୍ର ଭଳି ଫିଲ୍ମରେ ଅଭିନୟ କରିବା ତାଙ୍କ ପାଇଁ ବଡ଼ ପରୀକ୍ଷା ଥିଲା ବୋଲି ଫିଲ୍ମର ନିର୍ଦ୍ଦେଶକ ଜଣାଇଛନ୍ତି। ତେବେ ଆଗକୁ ସେ ଜଣେ ଭଲ ଅଭିନେତ୍ରୀ ହୋଇ ବାହାରି ଥାଆନ୍ତେ। କିନ୍ତୁ ଏହା ବୋଧହୁଏ ତାଙ୍କ ଭାଗ୍ୟରେ ନ ଥିଲା ବୋଲି ଦୁଃଖ ପ୍ରକାଶ କରି କହିଛନ୍ତି ନିର୍ଦ୍ଦେଶକ ରୁପେଶ ପଲ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧା ଏବେ ସଙ୍କଟରେ

ଭୋପାଳ,୯।୪: ମଧ୍ୟପ୍ରଦେଶର ଭୋପାଳରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୦ ଜଣ ସ୍ବାସ୍ଥ୍ୟ କର୍ମଚାରୀ ଥିବା ବେଳେ ୧୨ ପୋଲିସ...

ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍‌ଙ୍କ ଏଣ୍ଟ୍ରି

ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍‌ କୁହାଯାଉଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି।...

ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ସବୁ ଦାବି ମାନି ନେଲେ ଉଦ୍ଧବ

ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ...

କାହାର ନକଲ କଲେ ହେବନି ଭାରତର ବିକାଶ: ମୋହନ ଭାଗଓ୍ବତ…

ନୂଆଦିଲ୍ଲୀ, ୨୦।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ କହିଛନ୍ତି ଯେ ବିକାଶ ପାଇଁ ଭାରତକୁ ଅନ୍ୟ କୌଣସି ଦେଶର ନକଲ କରିବା ପରିବର୍ତ୍ତେ ଭାରତ...

ବିଦ୍ରୋହର ପୁରସ୍କାର, ସିନ୍ଧେଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ...

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଗୁଆହାଟୀ,୧।୭: ଆସାମରେ ଥମିନାହିଁ ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି...

ଦିଲ୍ଲୀକୁ ଦିଆଯାଇଥିବା ଅଧିକାର ଛଡ଼ାଇ ନ ନେବାକୁ କେନ୍ଦ୍ରକୁ ଚେତାବନୀ ଦେଲା ଏଏପି

ନୂଆଦିଲ୍ଲୀ,୧୩।୬: ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂକୁ ନେଇ ଅଧ୍ୟାଦେଶ ଲାଗୁ ହେବାର ୨୫ଦିନ ବିତିଗଲାଣି, କିନ୍ତୁ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ...

କଶ୍ମୀର ଆଇଏସ୍‌ ସଂଗଠନର ପର୍ଦ୍ଦାଫାଶ୍‌: ୫ ଗିରଫ

ଶ୍ରୀନଗର, ୨୩।୮: କଶ୍ମୀରରେ ଗଠିତ ହୋଇଥିତ୍ବା ଏକ ଆଇଏସ୍‌ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଘଟଣାରେ ସଂଗଠନ ସହିତ ସମ୍ପୃକ୍ତି ଥିବା ୫ ଜଣଙ୍କୁ...

Advertisement
Archives

Model This Week