Posted inଫୁରସତ

ଶୋଇବା ବେଳେ ଜିନ୍ସରେ ପଶିଗଲା ସାପ: ୭ ଘଣ୍ଟା କାଳ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଲେ ଏହି ବ୍ୟକ୍ତି, ଆଉ ତା’ ପରେ..

ସାପ ସହ ୭ଘଣ୍ଟା। କଥାଟି ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ପିନ୍ଧିଥିବା ଜିନ୍ସରେ ପଶିଥିବା ସାପକୁ ନେଇ ଉତ୍ତରପ୍ରଦେଶ ମିର୍ଜାପୁର ଜିଲା ସିକନ୍ଦରପୁର ଗ୍ରାମର ଜଣେ ବ୍ୟକ୍ତି ରାତି ତମାମ ଏକ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉକ୍ତ ଗାଁରେ ଥିବା ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ କାମ କରାଯାଉଥିଲା। ବିଦ୍ୟୁତ୍‌ ଖୁଣ୍ଟ ମରାମତି କରିବାକୁ କିଛି ଶ୍ରମିକ ଯାଇଥିଲେ। ସେଠାରେ ରାତିରେ ଖାଇ ବିଶ୍ରାମ କରିଥିଲେ। ହେଲେ ଏହି ସମୟରେ ଲବଲେଶ କୁମାରଙ୍କ ଶାର୍ଟ ଦେଇ ଏକ ବିଷଧର ସାପ ଜିନ୍ସ ପ୍ୟାଣ୍ଟ ଭିତରକୁ ପଶି ଯାଇଥିଲା। ନିଦରୁ ଉଠିବା ପରେ ତାଙ୍କ ହୋସ୍‌ ଉଡିଯାଇଥିଲା। ସେ ରାତି ୧୨ଟାରୁ ସକାଳ ୭ଟା ଯାଏ ଖମ୍ବକୁ ଧରି ଛିଡ଼ା ହୋଇ ରହିଥିଲେ। ଟିକିଏ ହଲଚଲ ହେଲେ ସାପଟି ଉଠିପଡ଼ି ତାଙ୍କୁ ଆକ୍ରମଣ କରିବ ବୋଲି ସେ ଭାବିଥିଲେ। ସକାଳ ହେବା ପରେ ସ୍ଥାନୀୟ ଲୋକେ ଏକ ସାପ ଧରୁଥିବା ବ୍ୟକ୍ତିଙ୍କୁ ଡାକି ପ୍ୟାଣ୍ଟରୁ ବାହାର କରିଥିଲେ। ଏହା ପରେ ଯୁବକ ଜୀବନ ବଞ୍ଚିଲା ବୋଲି ଭାବିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର...

ଦାନ୍ତ ପାଇଁ ୮ ଲକ୍ଷ ଖର୍ଚ୍ଚ କଲେ ଏହି ବ୍ୟକ୍ତି

ଭଗବାନ ସମସ୍ତଙ୍କୁ ବିଶେଷ ବୈଶିଷ୍ଟ୍ୟ ସହିତ ଦୁନିଆକୁ ପଠାଇଛନ୍ତି। କିନ୍ତୁ କିଛି ଲୋକ ଏହି ବୈଶିଷ୍ଟ୍ୟଗୁଡ଼ିକରେ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ କସ୍‌ମେଟିକ ସର୍ଜରୀ...

ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖି: ଫସିଲେ ୫୦ ସେଲିବ୍ରିଟି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଭିଡ଼ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସେଲିବ୍ରିଟିମାନଙ୍କୁ ମହଙ୍ଗା ପଡ଼ିଛି। ବିହାରର ମୁଜାଫରପୁର ଜିଲାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

ନାଚୁ ନାଚୁ ହଠାତ୍‌ ବଦଳିଗଲା ଯୁବତୀଙ୍କ ଡ୍ରେସ୍‌, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ମହିଳା ଡ୍ୟାନ୍ସରଙ୍କ ଡ୍ରେସ୍‌ ହଠାତ୍‌ ବଦଳି ଯାଉଛି। ଏହା...

ରାମମନ୍ଦିରକୁ ଦାନ କରିବେ ଇସ୍‌ଲାମ୍‌

ଆଜମଗଡ଼: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସବୁ ଧର୍ମକୁ ଏଠାରେ ସମସ୍ତେ ସମ୍ମାନ କରନ୍ତି। ହେଲେ କିଛି ସ୍ବାର୍ଥାନ୍ବେଷୀ ବ୍ୟକ୍ତି ଧର୍ମ ନାମରେ ବିବାଦ ସୃଷ୍ଟି...

ମଦ ନିଶାରେ ନାଗସାପ ସହ ଖେଳ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସାଧାରଣତଃ ସାପକୁ ଦେଖିଲେ ଲୋକେ ଭୟରେ ଥରି ଉଠନ୍ତି। ମାତ୍ର ଜଣେ ବ୍ୟକ୍ତି ମଦ ନିଶାରେ ଏକ ନାଗସାପ ସହ ଖେଳୁଥିବା ଭିଡିଓ ଏବେ ସୋସିଆଲ...

ଅଖା ନାହିଁ କି ବିରି ନାହିଁ…

ତଥାପି ତାଙ୍କ ଘରେ ଅଭାବନାହିଁ l କଣ ବୁଝିପାରିଲେନି? ତେବେ ଶୁଣନ୍ତୁ l କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳକରନ୍ତି ନାହିଁ...

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା...

Advertisement
Archives

Model This Week