Posted inଫୁରସତ

କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର ବିଶ୍ୱସ୍ତ ହେଲେ ମଧ୍ୟ ମାଙ୍କଡ଼ ସହ ପଡ଼େ ନାହିଁ। ଏବେ କୁକୁର ମାଙ୍କଡ଼ର ଝଗଡ଼ାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ହସି ହସି ଗଡ଼ିବେ।

ଭାଇରାଲ ଭିଡିଓରେ ଏକ ଗଛ ମୂଳରେ ମାଙ୍କଡ଼ ଏବଂ କୁକୁର ପାଖାପାଖି ଠିଆ ହୋଇଛନ୍ତି। କିଛି ସମୟ ଧରି ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲେ। ଏହି ସମୟରେ କୁକୁରଟି ମାଙ୍କଡ଼କୁ ଦେଖି ଭୁକିଦେଲା। ଏଥିରେ ମାଙ୍କଡ଼ର ରାଗ ମୁଣ୍ଡକୁ ଚଢ଼ିଗଲା। ପାଖରେ ପଡ଼ିଥିବାଏକ ବାଡ଼ିରେ କୁକୁରକୁ ଖୁବ୍‌ ଜୋର୍‌ରେ ପିଟିଦେଲା। ଏହା ପରେ କୁକୁରଟି ସେହି ସ୍ଥାନ ଛାଡ଼ି ଦୌଡ଼ି ପଳାଇଲା।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବେଶ୍‌ ମଜାଳିଆ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପାନେ ପାଇଲା। ଆଉ ଜଣେ ୟୁଜର ଲେଖିଛନ୍ତି, ରାମଭକ୍ତଙ୍କୁ ଆଖି ଦେଖାଇବା ପଡ଼ିଲା ମହଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ କମ୍ପାନୀ ପକ୍ଷରୁ ମହିଳାଙ୍କୁ ୧୩ ସୁଟ୍‌କେଶ

ତାଲାହାସି: ନିକଟରେ ବିମାନ ଉଡ଼ାଣ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଏକ ବ୍ୟାଗ୍‌ ବଦଳାଇବାରୁ ଏୟାରଲାଇନ୍ସ ପକ୍ଷରୁ ୧୩ଟି ଟ୍ରଲି ବ୍ୟାଗ୍‌ ମିଳିଥିବା ଜନୈକା ମହିଳା କହିଛନ୍ତି।...

ମଞ୍ଚରେ ସୁପର ମଡେଲଙ୍କୁ ପିନ୍ଧାଗଲା ଡ୍ରେସ୍‌

ପ୍ୟାରିସ: ପ୍ରତ୍ୟେକ ଫ୍ୟାଶନ୍‌ ଶୋ’ରେ ସୁନ୍ଦରୀ ତରୁଣୀମାନେ ଭିନ୍ନ ଡିଜାଇନ୍‌ର ଟ୍ରେଣ୍ଡି ପୋଷାକ ପିନ୍ଧି ରାମ୍ପ ଓ୍ବାକ୍‌ର ସ୍ବତନ୍ତ୍ର ଷ୍ଟେଜ୍‌ରେ କ୍ୟାଟ୍‌ ଓ୍ବାକ୍‌ କରନ୍ତି ।...

ପାଣିଦେଖି ହାତୀ ହେଉଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବାଲ୍‌ଟିରୁ ତାଜା କ୍ଷୀର ପିଇଲା ୮ ମାସର ଶିଶୁ, ଶ୍ରୀକୃଷ୍ଣଙ୍କ ସହ ତୁଳନା କଲେ ଲୋକେ, ହୃଦୟ ଜିଣୁଛି ଭିଡିଓ

ଆଜିର ସମୟରେ ଲୋକମାନେ କେବଳ ପ୍ୟାକେଟ୍‌ କ୍ଷୀର ନେବାକୁ ପସନ୍ଦ କରୁଛନ୍ତି। କାରଣ ସେମାନଙ୍କ ପାଖରେ ସମୟ ନାହିଁ ଘରକୁ ଯାଇ ଗାଈ କ୍ଷୀର ଆଣିବାକୁ।...

ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍‌ ମାଗିଲେ ଯୁବକ

ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...

ଡ୍ରାଇଭିଂ ଲାଇସେନ୍ସ ପାଇଁ ୯୬୦ ଟେଷ୍ଟ

ସିଓଲ: କିଛି ଜିନିଷ ହାସଲ କରିବାକୁ ହେଲେ ସେଥିପାଇଁ ଧୈର୍ଯ୍ୟ ରଖିବାକୁ ହୁଏ। ହେଲେ ୪ରୁ ୫ଥର କିମ୍ବା ୮ରୁ ୯ଥର ପ୍ରୟାସ କରିବା ପରେ...

ବିଚିତ୍ର ବାହାଘର ଭୋଜି

ସାଧାରଣତଃ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଭାବିଥାନ୍ତି ଯେ, ନାନା ରକମର ସ୍ବାଦିଷ୍ଟ ଖାଦ୍ୟ ତଥା ପାନୀୟର ବ୍ୟବସ୍ଥା ହୋଇଥିବ। ତେଣୁ ଭଲକରି...

ଅନ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇଲା ନାହିଁ କୁକୁର, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week