Advertisement
Posted inଫୁରସତ

ବିଶାଳକାୟ ଅଜଗରକୁ କୋଳରେ ଧରି ଗେମ୍‌ ଖେଳୁଛି ଝିଅ, ଭିଡିଓ ଦେଖିଲେ…

ଅଧିକାଂଶ ଲୋକ ସାପ ନାଁ ଶୁଣିଲେ ବି ଡରି ଯାଆନ୍ତି, ଦେଖିବା ତ ଦୂରର କଥା। କିନ୍ତୁ ଜଣେ ଝିଅ ଏକ ବିରାଟ ଅଜଗରକୁ କୋଳରେ ନେଇ ଆରାମରେ ବସି ମୋବାଇଲରେ ଗେମ୍‌ ଖେଳୁଛି। ଯାହା ଦେଖିଲେ ଭୟରେ ଲୋମ ଟାଙ୍କୁରି ଉଠିବ।

ସ୍ନେକ୍‌ ଓ୍ବାଲର୍‌ଡ ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଝିଅଟି ସାପକୁ ଏତେ ମାତ୍ରାରେ ଭଲ ପାଉଛି ଯେ, ନିଜେ ଏକ ଚେୟାର ଉପରେ ବସି କୋଳରେ ଅଜଗରକୁ ଧରିଛି। ତଥାପି ସେ ଭୟଭୀତ କି ବିଚଳିତ ହେଉନାହିଁ। ଏକଧ୍ୟାନରେ ବସି ମୋବାଇଲ୍‌ରେ ଗେମ୍‌ ଖେଳୁଛି। ଏହି ଭିଡିଓ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଜଣେ ୟୁଜର କହିଛନ୍ତି, ତୁମେ କ’ଣ ଭାବୁଛ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭୟ ନାହିଁ। ଅନ୍ୟ ଜଣେ ୟୁଜର କହିଛନ୍ତି ସେ ଅଜଗର ବୋଧେ ପାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ।...

ଗଡ଼ଜାତ ଆନ୍ଦୋଳନର ସଂଗ୍ରାମର ଆଲୋକ ଶିଖା

ଭାରତର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଜଣେ ଜଣାଶୁଣା ବିପ୍ଳବୀ। ଗଡ଼ଜାତ ଆନ୍ଦୋଳନର ନେତୃତ୍ୱ...

ଦହି କିଣିବା ପାଇଁ ରାସ୍ତା ମଝିରେ ଟ୍ରେନ୍‌ ଅଟକାଇଦେଲେ ଚାଳକ, ଆଉ ତା’ ପରେ…

ଇସଲାମାବାଦ,୯ା୧୨: ପାକିସ୍ତାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ପାସେଞ୍ଜର ଟ୍ରେନ୍‌ ଚାଳକଙ୍କ ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛି। ଏହି ଚାଳକ ଜଣକ...

ଜେଲ୍‌ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ

ଲକ୍ଷ୍ନୌ,୨୧ା୮:   ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା...

ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ...

କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍‌ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର

ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍‌ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା...

୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…

ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ।...

ଲକ୍‌ଡାଉନ୍‌ରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, ଘରକୁ ଫେରିବା ପରେ ଦେଖିଲେ ଏଭଳି ଦୃଶ୍ୟ

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଲକ୍‌ଡାଉନ୍‌ରେ ଫସି ରହିଛନ୍ତି କୋଟି କୋଟି ଲୋକ। ସଂକ୍ରମଣକୁ ଭୟ କରି କିଛି ଲୋକ ସହର ଛାଡ଼ି ଗାଁ...

Advertisement
Archives

Model This Week