Posted inଫୁରସତ

ହତ୍ୟା ମାମଲାରେ ଗିରଫ ହେଲା କୁକୁଡ଼ା, ଏବେ କୋର୍ଟରେ ହେବ ହାଜର!

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ଏକ କୁକୁଡ଼ାକୁ ଗିରଫ କରାଯାଇଛି। ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି ତେଲେଙ୍ଗାନାର ଜଗତିଆଲ ଜିଲାରୁ।
ଖବର ଅନୁଯାୟୀ, ଜଗତିଆଲ ଜିଲାରେ ଏକ ବେଆଇନ କୁକୁଡ଼ା ଲଢ଼େଇ ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ କୁକୁଡ଼ାର ଗୋଡ଼ରେ ଛୁରି ବନ୍ଧାଯାଇଥିଲା। ଏହି ସମୟରେ କୁକୁଡ଼ାଟି ହଠାତ୍‌ ସତୀଶ ନାମକ ବ୍ୟକ୍ତିଙ୍କୁ ଅକ୍ରମଣ କରିଥିଲା। ସତୀଶଙ୍କ ଅଣ୍ଟା ତଳକୁ କୁକୁଡ଼ା ଆକ୍ରମଣ କରିଥିଲା। ଏହି ଆକ୍ରମଣ ବହୁତ ବିପଜ୍ଜନକ ଥିଲା ଗୁରୁତର ଅବସ୍ଥାରେ ସତୀଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁକୁଡ଼ାକୁ ଗିରଫ କରିଥିଲା। ଉକ୍ତ ରାଜ୍ୟରେ କୁକୁଡ଼ା ଲଢ଼େଇ ନିଷେଧ ଥିଲେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ି ଉଡ଼ି ପାର ହେଲେ ଇଂଲିଶ ଚ୍ୟାନେଲ

ଆଟଲାଣ୍ଟିକ ମହାସାଗରର ଏକ ଶାଖା ହେଉଛି ଇଂଲିଶ ଚ୍ୟାନେଲ୍‌। ଏହା ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରିଥାଏ। ଏହି ଇଂଲିଶ ଚ୍ୟାନେଲ୍‌କୁ ପାର ହେବା...

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା...

ଦୁଇ ମାସ ଶୋଉଥିବା ଝିଅ

କିମ୍ବଦନ୍ତୀ କହେ କୁମ୍ଭକର୍ଣ୍ଣ ୬ ମାସ ଶୋଉଥିଲେ। ତେବେ ବାସ୍ତବ ଜୀବନରେ କ’ଣ ଏମିତି ଘଟେ? ହଁ ଘଟିଥାଏ। କଲମ୍ବିଆର ଆକାସିଆସ୍‌ ସହରରେ ରହୁଥିବା ୧୭...

୧୬୫ କୋଟି ଟଙ୍କା ଲଟେରୀ ଜିତିବା ପରେ ଏହି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ କଲେ ବ୍ୟକ୍ତି

ଜୀବନରେ ଟଙ୍କା ନା ବନ୍ଧୁତ୍ୱ ବଡ। ଦୁଇ ବୃଦ୍ଧ ସାଙ୍ଗକୁ ଦେଖିଲେ ଆପଣ ଟଙ୍କ କଥା କିଛି ସମୟ ପାଇଁ ଭୁଲି ଯିବେ। ବନ୍ଧୁତାର ଏକ...

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ...

ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକ‌ପ୍ଟର‌, ପୋଲିସ

ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର...

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌...

ଟ୍ରାଫିକ୍‌ କନଷ୍ଟେବଳ କଲେ ଏମିତି କାମ ଲୋକେ କଲେ ସାଲ୍ୟୁଟ

ଲକ୍ଷ୍ନୌ, ୯।୭: ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍‌ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କୁ ଏବେ...

Advertisement

BGU

Archives

Model This Week

Why Dharitri