ଜଙ୍ଗଲରେ ଲୁଚାଇ ରଖିଥିଲେ ୪୫ ପିଆଶାଳ ପଟା: ମାଡ଼ିବସିଲା…

ଗୁଡ଼ାରି,୧୯।୫ (ପ୍ରମୋଦ କୁମାର ପତି ) ରାୟଗଡା ଜିଲା ଗୁଡ଼ାରି ରେଞ୍ଜ କର୍ମଚାରୀମାନେ ପେଣ୍ଡିଲି ଗ୍ରାମ ପଞ୍ଚାୟତର ମନ୍ତରଝୋଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪୫ଟି ପିଆଶାଳ ପଟା ଜବତ କରିଥିବା ସୂଚନା ମିଳିଛି । ବେଆଇନ ଭାବେ ଗଛକାଟି ଜଙ୍ଗଲରେ କେହି ଲୁଚାଇ ରଖିଥିବା ଏହି ପଟା ଗୁଡ଼ିକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି । ଏହି ପଟା କିଏ ଓ କାହିଁକି ରଖିଥିଲା ସେ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ଜବତ କରାଯାଇଥିବା ପିଆଶାଳ ପଟାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବେଆଇନ କାଠ ଚୋରା ଚାଲାଣ ରୋକିବାକୁ ଜୋରଦାର ପଦକ୍ଷେପ ନିଆଯିବ ବୋଲି ଗୁଡ଼ାରି ରେଞ୍ଜ ଅଧିକାରୀ ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତା, ପଡୋଶୀଙ୍କ କାତି ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଅଭାବନୀୟ ଘଟଣା । ବଡ଼ସାହିର ଦୀପକ ସେଠୀଙ୍କ କାତି ଚୋଟରେ ପଡୋଶୀ ଡି.ବିଜୟ(୪୫) ଗୁରୁତର ଆହତ…

ବିଶ୍ୱକପ୍‌ ଆଗରୁ ସ୍ପେନକୁ ବଡ଼ ଝଟ୍‌କା, ବାଦ୍‌ ପଡ଼ିଲେ ଏହି ଖେଳାଳି

ବାର୍ସେଲୋନା,୧୯ା୫: ସ୍ପେନ ମିଡ୍‌ଫିଲ୍ଡର ଫର୍ମିନ ଲୋପେଜ ଆହତ ସମସ୍ୟା ଯୋଗୁ ଫିଫା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବାର୍ସେଲୋନା ପକ୍ଷରୁ କୁହାଯାଇଛି।…

‘ବିପଜ୍ଜନକ କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦିଅ’: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ୭ ନଭେମ୍ବର, ୨୦୨୫ରେ ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବାକରଣ ସମ୍ପର୍କରେ ତାଙ୍କର ଆଦେଶକୁ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାକୁ ସମସ୍ତ ଆବେଦନକୁ ଖାରଜ…

ଶ୍ରୀଲଙ୍କା ଗସ୍ତ କରିବ ଭାରତ, ଅଗଷ୍ଟରେ ଟେଷ୍ଟ ସିରିଜ୍‌

କଲମ୍ୱୋ,୧୯ା୫: ଶ୍ରୀଲଙ୍କା-ଭାରତ ମଧ୍ୟରେ ଟେଷ୍ଟ ସିରିଜ୍‌ ଆସନ୍ତା ଅଗଷ୍ଟ ଦ୍ୱିତୀୟାର୍ଦ୍ଧରେ ଖେଳାଯିବ। ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଉଭୟ ମ୍ୟାଚ୍‌ ଲାଗି ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ: ଯୁବକ ବୁଡିଯାଇ ଗୁରୁତର

ଛତ୍ରପୁର, ୧୯।୫(ଦିଲ୍ଲୀପ ସାମଲ): ଗାଧୋଇବା ବେଳେ ଅଳ୍ପକେ ବର୍ତ୍ତିିଲେ ଯୁବକ। ସମୁଦ୍ରରେ ବୁଡି ଯାଉଥିବା ବେଳେ ରକ୍ଷାକଲେ ମତ୍ସ୍ୟଜୀବୀ ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ।ଗୁରୁତର ଅବସ୍ଥାରେ ଛତ୍ରପୁର…

ଭାରତକୁ ଇତିହାସ ପୃଷ୍ଠାକୁ ଠେଲି ଦେବୁ… ଭାରତକୁ ନାଲିଆଖି ଦେଖାଇଲା ପାକିସ୍ତାନ

ଇସଲାମାବାଦ୍‌,୧୯।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚେତାବନୀ ପରେ ପାକିସ୍ତାନ ହତଚକିତ ହୋଇଯାଇଛି। ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଧମକ…

ଛତ୍ରପୁରକୁ ସ୍ବଚ୍ଛ, ସୁସ୍ଥ, ସୁନ୍ଦର କରିବା ନିମନ୍ତେ ଲକ୍ଷ୍ୟ : ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଅତିରିକ୍ତ ଜିଲାପାଳ ସହ…

ଛତ୍ରପୁର, ୧୯।୫(ଦିଲ୍ଲୀପ ସାମଲ): ଛତ୍ରପୁରକୁ ସ୍ବଚ୍ଛ, ସୁସ୍ଥ, ସବୁଜ ଓ ସୁନ୍ଦର କରିବା ନିମନ୍ତେ ଆଜି ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri