Posted inଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ୪୩ ଭାଜପା ସଦସ୍ୟ, ବଢ଼ିଲା ଚର୍ଚ୍ଚା

ଇମ୍ଫାଲ,୧୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଆଣ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ଗସ୍ତରେ ଯିବାର ଦିନକ ପୂର୍ବରୁ ଗୁରୁବାର ଉଖ୍ରୁଲ ଜିଲା ଫୁଙ୍ଗ୍ୟାର ନିର୍ବାଚନ ମଣ୍ଡଳୀର ଅନୂ୍ୟନ ୪୩ ଜଣ ଭାଜପା ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଚାଲିଥିବା କାର୍ଯ୍ୟକୁ ନେଇ ସେମାନେ ଅତ୍ୟନ୍ତ ଚିନ୍ତିତ। ତୃଣମୂଳ ସ୍ତରର ନେତାଙ୍କ ପ୍ରତି ଦଳରେ ସମ୍ମାନ ନାହିଁ କି ସେମାନଙ୍କ ସହ ପରାମର୍ଶ କରାଯାଉ ନାହିଁ। ଏହା ଇସ୍ତଫା ପଛର କାରଣ ବୋଲି ସେମାନେ ଦର୍ଶାଇଛନ୍ତି। ତେବେ ସେମାନଙ୍କ ସମ୍ପ୍ରଦାୟ ଏବଂ ମଣିପୁର ଜନସାଧାରଣଙ୍କ କଲ୍ୟାଣ ଲାଗି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ନାଗାବହୁଳ ଏହି ନିର୍ବାଚନ ମଣ୍ଡଳୀରେ ଇସ୍ତଫା ଦେଇଥିବା ଭାଜପା ସଦସ୍ୟଙ୍କ ମଧ୍ୟରେ ମଣ୍ଡଳ ସଭାପତି, ମହିଳା, ଯୁବ ଓ କିଷାନ ମୋର୍ଚ୍ଚା ମୁଖ୍ୟ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରା ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ, ଆତଙ୍କିତ ହୋଇ…

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗୁରୁବାର ସା ୭.ଟା ୨୦.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା…

ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ବୟାନ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୩୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଅଧିକ ରହିଛି। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶିତ ଅଧିକାଂଶ ଏକଜିଟ ପୋଲରେ ଭାଜପା ଆଗୁଆ ରହିବ ବୋଲି…

IPL 2026 ଛାଡ଼ି ରାତାରାତି ଫେରିଗଲେ ପର୍ପଲ କ୍ୟାପ୍‌ ଖେଳାଳି, ଏହି ଟିମ୍‌ର ୩ ଖେଳାଳି ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୬ ସିଜନ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଅଧାରୁ ଅଧିକ ମ୍ୟାଚ ଶେଷ ହୋଇଥିବା ବେଳେ ଖେଳାଳିଙ୍କ ଆହତ ସମସ୍ୟା ଟିମ୍‌ଗୁଡ଼ିକ ପାଇଁ…

ଓଲଟିଲା ଡଙ୍ଗା, ଥିଲେ ୨୯ ଯାତ୍ରୀ

ଜବଲପୁର,୩୦।୪: ମଧ୍ୟପ୍ରଦେଶ ଜବଲପୁରରେ ଗୁରୁବାର ସାରେ ଜିଲା ମୁଖ୍ୟାଳୟରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବର୍ଗୀ ଡ୍ୟାମରେ ଝଡ଼ବର୍ଷା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା।…

ଭାଲୁ ନେଲା ଜୀବନ

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଭାଲୁଚୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିକୁ ଯାଇଥିବା ଜଣେ…

ଆମେରିକାକୁ ପଛରେ ପକାଇ ଆଗକୁ ଗଲା ଭାରତ, ପାଲଟିଲା ‘ଗ୍ଲୋବାଲ ପାଓ୍ବାର ହାଉସ’

ନୂଆଦିଲ୍ଲୀ,୩୦।୪: ଭାରତ ସମ୍ପ୍ରତି ଶକ୍ତି କ୍ଷେତ୍ରରେ ଏକ ସଫଳତା ହାସଲ କରିଛି ଯାହା ସମଗ୍ର ବିଶ୍ୱକୁ, ବିଶେଷକରି ଆମେରିକାକୁ ଆଶ୍ଚର୍ଯ୍ୟ କରିଛି। ଭାରତ ଏହାର ବର୍ଦ୍ଧିତ ବିଦ୍ୟୁତ…

୬ ମ୍ୟାଚ୍‌ ହାରିବା ସତ୍ତ୍ୱେ ପ୍ଲେଅଫ୍‌ରେ ହୋଇପାରେ ମୁମ୍ବାଇର ଏଣ୍ଟ୍ରି, ଜାଣନ୍ତୁ ସମୀକରଣ…

ନୂଆଦିଲ୍ଲୀ,୩୦।୪: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୪୩ ରନ କରିବା ପରେ ବି ୬ ଉଇକେଟରେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ସିଜନରେ ୮ଟି ମ୍ୟାଚରୁ ମୁମ୍ବାଇର…

ଦୁଇ ଗାଁରେ ପଶି କରିଥିଲେ ଚୋରି: ଧରାପଡ଼ି ଜେଲ ଗଲେ ୨ ଅଭିଯୁକ୍ତ

ଦେବଗଡ଼,୩୦ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଗରିଆପାଲି ଓ ଦେଓଝରଣ ଗ୍ରାମରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri