ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୬ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୧୨ ଲୋକାଲ କେସ୍‌ ରହିଛି। ସେହିଭଳି ୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୪୦ ହୋଇଛି।

ନୂତନ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରେ ବରମୁଣ୍ଡାର ଜଣେ ୬୬ ବର୍ଷୀୟ ବୃଦ୍ଧ, ଶାସ୍ତ୍ରୀନଗରରୁ ୫୦ବର୍ଷୀୟ ବ୍ୟକ୍ତି, କ୍ୱାରାଣ୍ଟାଇନ୍‌ ସେଣ୍ଟରର ୪୦ ୧ବର୍ଷୀୟା ମହିଳା, ବିଜେବି ନଗରରେ ଥିବା ଏକ ସରକାରୀ ଅଫିସର ୩ଜଣ(୨୩,୨୪,୨୮ ବର୍ଷ), ଶିଖରଚଣ୍ଡି ବସ୍ତିର ୩୩ବର୍ଷୀୟ ବ୍ୟକ୍ତି, ମଞ୍ଚେଶ୍ୱରର ୭୦ବର୍ଷୀୟ ବୃଦ୍ଧ, କେଦାରଗୌରୀ ବିହାରର ୧୯ ବର୍ଷୀୟ ଯୁବକ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ୪୮ବର୍ଷୀୟ ବ୍ୟକ୍ତି, ୬୨ ବର୍ଷୀୟ ବୃଦ୍ଧ, ସରକାରୀ ଡାକ୍ତରଖାନାର ଜଣେ ୨୭ ବର୍ଷୀୟ ମହିଳା, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୩୫ବର୍ଷୀୟ ବ୍ୟକ୍ତି ଅଛନ୍ତି। ସେହିଭଳି ୧୨ ଲୋକାଲ୍‌ କେସ୍‌ ମଧ୍ୟରେ ରସୁଲଗଡ଼ ପାଲାମଣ୍ଡପ ଅଞ୍ଚଳର ୨୩ ବର୍ଷୀୟ ଯୁବତୀ, କଳିଙ୍ଗ ବିହାରର ୨୩ ବର୍ଷୀୟା ଯୁବତୀ, କଳିଙ୍ଗ ବିହାରର ସମ୍‌ ହସ୍ପିଟାଲ ନିକଟର ୨ଜଣ(୧୭ବର୍ଷ, ୩୯ବର୍ଷୀୟ ଯୁବତୀ), ପଳାଶୁଣୀର ୫୩ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀର ୨୭ ବର୍ଷୀୟ ବ୍ୟକ୍ତି, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୩୫ ବର୍ଷୀୟ ପୁରୁଷ, ୪୮ବର୍ଷୀୟ ପୁରୁଷ,ଆଚାର୍ଯ୍ୟ ବିହାର ଆପୋଲୋ ହସ୍ପିଟାଲ ନିକଟରୁ ଜଣେ ୨୫ ବର୍ଷୀୟ ଯୁବତୀ, କଳିଙ୍ଗ ବିହାରର ୫୬ ବର୍ଷୀୟ ଯୁବକ, ପୋଖରୀପୁଟ ଅଞ୍ଚଳର ୪୦ବର୍ଷୀୟ ବ୍ୟକ୍ତି, ଭୀମଟାଙ୍ଗୀ ଅଞ୍ଚଳର ୫୭ ବର୍ଷୀୟ ବ୍ୟକ୍ତି, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଅଞ୍ଚଳର ୨ଜଣ(୨୮ବର୍ଷ, ୨୭ବର୍ଷ ବ୍ୟକ୍ତି), ଗଙ୍ଗନଗରର ୩ଜଣ(୪୩, ୧୩ ବର୍ଷ ବ୍ୟକ୍ତି ଏବଂ ୧୬ବର୍ଷ ନାବାଳିକା), ନିଳାଦ୍ରିବିହାର ହନୁମାନ ମନ୍ଦିର ନିକଟରୁ ୩ଜଣ(୪୪ବର୍ଷ, ୨୧ ବର୍ଷ, ୨୩ ବର୍ଷ), ନୟାପଲ୍ଲୀର ୫୫ବର୍ଷୀୟ ବ୍ୟକ୍ତି ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?