CORONAVIRUS UPDATE: ରାଜ୍ୟରୁ ଆଜି ୩,୫୪୩ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧କୁ ବୃଦ୍ଧି

ଭୁବନେଶ୍ୱର,୫ା୯(ବ୍ୟୁରୋ): ଶନିବାର ମୋଟ୍‌ ୩୦ ଜିଲାରୁ ୩୫୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୦, ୨୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୧୬୧ଜଣ ଚିହ୍ନଟ ହୋଇଥିବା ବେଳେ ୧୩୮୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୮୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୨୬ ଏବଂ କଟକରୁ ୨୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୬୮, ବାଲେଶ୍ୱର ୧୫୩, ବରଗଡ଼ ୨୭୪, ଭଦ୍ରକ ୫୦, ବଲାଙ୍ଗୀର ୩୭, ବୌଦ୍ଧ ୬୭, ଦେବଗଡ଼ ୪, ଢେଙ୍କାନାଳ ୬୯, ଗଜପତି ୨୯, ଗଞ୍ଜାମ ୧୦୨, ଜଗତସିଂହପୁର ୮୫, ଯାଜପୁର ୨୦୬, ଝାରସୁଗୁଡ଼ା ୮୭, କଳାହାଣ୍ଡି ୩୭, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୪୮, କେନ୍ଦୁଝର ୪୪, କୋରାପୁଟ ୯୦, ମାଲକାନଗିରି ୨୫, ନବରଙ୍ଗପୁର ୩୩, ନୟାଗଡ଼ ୩୪, ନୂଆପଡ଼ା ୯୮, ପୁରୀ ୬୧, ରାୟଗଡ଼ା ୬୭, ସମ୍ବଲପୁର ୮୩ , ସୋନପୁର ୯୯ ଏବଂ ସୁନ୍ଦରଗଡ଼ରୁ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ରେ ପହଞ୍ଚିଥିବା ବେଳେ ୯୦,୩୩୧ଜଣ ସୁସ୍ଥ ହୋଇଛନ୍ତି। ୨୯,୨୯୯ ଜଣ ଚିକିତ୍ସିତ ହେଉଛନ୍ତି। ୫୩୮ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହରେ ମାହାଙ୍ଗା ଝଡ଼

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ମାହାଙ୍ଗା ଡବଲମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି। ମାମଲା ୧୩ ନମ୍ବର ଅଭିଯୁକ୍ତ ଭାବେ ତାଙ୍କ ନାମ ଥିଲେ ମଧ୍ୟ...

ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ରବିବାର ରାଜ୍ୟରେ କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି।...

ରାଜଧାନୀରେ ଭାରତ ବନ୍ଦର ଆଶିଂକ ପ୍ରଭାବ: ହନ୍ତସନ୍ତ ହେଲେ ଯାତ୍ରୀ

ଭୁବନେଶ୍ୱର,୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଇଥିବା ଭାରତୀୟ ବନ୍ଦ ଡାକରା ବୁଧବାର ଆଶିଂକ ଭାବେ ସଫଳ ହୋଇଛି। ରାଜଧାନୀରେ ସକାଳେ...

ପେନସନ ଦାନ କଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା।...

ପୁରା ଦେଶ ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୨୪ା୩(ପି.ଟି.)- ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହାକୁ ରୋକିବା ପାଇଁ ଦେଶବ୍ୟାପୀ ୩ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ।...

ଆଗଭଳି ମିଳୁନି ତାଳପତ୍ର : ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା, ନବକଳେବର ପାଇଁ ବି ଦେଖାଦେଇପାରେ ଅଭାବ

ପୁରୀ ଅଫିସ, ୨।୮ : ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର...

ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ

ଚକା ଅପସର ମଧ୍ୟାହ୍ନ ୧୨ଟା ୧୫ ମଙ୍ଗଳ ଆଳତି ୧୨ଟା ୩୦ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦ ତାଟି ଫିଟିବା ଅପରାହ୍ନ...

୮ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ଭାବେ ପଦୋନ୍ନତି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ରାଜ୍ୟର ୮ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପିଭାବେ ପଦୋନ୍ନତି ମିଳିଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ବୋର୍ଡର ଅନୁମୋଦନକ୍ରମେ ଡିଜିପି ବି.କେ. ଶର୍ମା ଏହି ପଦୋନ୍ନତି...

Advertisement
Archives

Model This Week