Posted inଜାତୀୟ

ହରିୟାଣା ସରକାରଙ୍କ ବଡ ନିଷ୍ପତ୍ତି: ଘରୋଇ ସ୍କୁଲରେ ନର୍ସରୀ, ପ୍ରଥମ ଶ୍ରେଣୀ ପାଇଁ ୨୫ ପ୍ରତିଶତ ଗରିବ ପିଲାଙ୍କ ପାଇଁ ରହିବ ସଂରକ୍ଷିତ

ଚଣ୍ଡିଗଡ଼,୫ ।୪: ହରିୟାଣା ସରକାର ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ଅନୁଯାୟୀ, ଗିରିବ ଶିଶୁଙ୍କ ପାଇଁ ଘରୋଇ ସ୍କୁଲରେ ପାଠ ପଢିବା ଲାଗି ଅଣ୍ଟା ଭିଡିଛନ୍ତି । ଅନୁସୁଚିତ ଜାତି, ଜନଜାତି, ଗରିବ ଶିଶୁ ଓ ୧.୮୦ଲକ୍ଷରୁ କମ୍ ଆୟ କରୁଥିବା ପରିବାରର ପିଲାମାନେ ରାଜ୍ୟରେ ଥିବା ଅନୁଦାନ ପ୍ରାପ୍ତ ସ୍କୁଲରେ ଶିକ୍ଷାବର୍ଷ ୨୦୨୨-୨୩ରେ ପ୍ରଥମ ଶ୍ରେଣୀ ଓ ଏହାର ପୂର୍ବ ଶ୍ରେଣୀ ଅର୍ଥାତ୍ ନର୍ସରୀରେ ପାଠ ପଢିବା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ।
ଶିକ୍ଷାମନ୍ତ୍ରୀ କୱର ପାଲ ଗୁର୍ଜର କହିଛନ୍ତି ସରକାର ଏହି ନିଷ୍ପତ୍ତି ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁସାରେ ୧୨(୧)ପ୍ରାବଧାନ ଅନୁପାଳନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହାକୁ ସ୍ୱିକୃତି ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ...

ମହାରାଷ୍ଟ୍ରରେ ଲାଗୁ ହେବନି ନାଇଟ୍ କର୍ଫ୍ୟୁ କି ଲକ୍‌ଡାଉନ

ମୁ୍‌ମ୍ବାଇ,୨୦ ।୧୨: ସାରା ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏଥିରେ ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜିବି...

ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି

ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା...

‘କୋଭାକ୍ସିନ୍‌ ଟିକା ନେଇଥିବା ମୋଦିଙ୍କୁ ଆମେରିକା ଯିବାକୁ କେମିତି ମିଳିଲା ଅନୁମତି’

ନୂଆଦିଲ୍ଲୀ,୨୪।୯: ଟିଏମସି ନେତା ରିଜୁ ଦତ୍ତଙ୍କ ପରେ ଏବେ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ...

ମୋଦି-ଟ୍ରମ୍ପ୍‌ଙ୍କ ମେଗା ଶୋ: ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ

ଅହମଦାବାଦ୍‌, ୧୮।୨: ଗୁଜରାଟ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଫେବୃୟାରୀ ୨୪ରେ ହେବାକୁ ଥିବା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମେଗା...

ଦେଶରେ ଚାଷୀ ତାତି: ଡ୍ରୋନ୍‌ରୁ ତୀକ୍ଷ୍‌ଣ ନଜର

ନୂଆଦିଲ୍ଲୀ,୨୬।୧୧: କୃଷି ଆଇନ୍‌ କୁ ନେଇ ଦେଶବ୍ୟାପି ଗୁରୁବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବହୁ ଅଞ୍ଚଳରେ ରାସ୍ତା ରୋକୋ...

କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପାଇଁ ୩୦୦ ବସ୍‌ ପଠାଇଲେ ଯୋଗୀ ସରକାର

ଲକ୍ଷ୍ନୌ,୧୭।୪: କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟର ଲୋକ ଓ ଛାତ୍ରୀଛାତ୍ର...

ଶିରିଡି ନ ଆସିବାକୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ,୧୫।୩: ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହାକୁ ଆଉ ନ ବ୍ୟାପିବାକୁ ଚାଲିଛି ପ୍ରୟାସ। ଏହାକୁ ରୋକିବା ପାଇଁ...

Advertisement
Archives

Model This Week