Posted inଜାତୀୟ

୩ ଦିନରେ ବନ୍ୟା ନେଲାଣି ୨୪ ଜୀବନ

ଲକ୍ଷ୍ନୌ,୧୮।୯: ଲଗାଣବର୍ଷା କାରଣରୁ ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ଶୁକ୍ରବାର ଚିତ୍ରକୁଟ, ପ୍ରତାପଗଡ଼, ଆମେଠି ଓ ସୁଲତାନପୁର ଜିଲାରେ ଘର ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଗତ ୩ ଦିନରେ ବନ୍ୟା କାରଣରୁ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୨୪ରେ।

ଶୁକ୍ରବାର ବନ୍ୟା ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍‌ ଯୋଗାଇବାକୁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ସେ ଜଳମଗ୍ନ ସ୍ଥାନରେ ତୁରନ୍ତ ଡ୍ରେନେଜ ବ୍ୟବସ୍ଥା କରିବାକୁ ନିଦ୍ଦେର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ସରକାରଙ୍କ ଆଗରେ ବଡ଼ ଆହ୍ବାନ, ପଞ୍ଜାବରେ ୨ ଲକ୍ଷରୁ ଅଧିକ ନିଶାଶକ୍ତ, ଦିନକୁ ୧୭ କୋଟିରୁ ଅଧିକ ନିଶା କାରବାର…

ଚଣ୍ଡିଗଡ଼,୧୭।୩ : ପଞ୍ଜାବରେ ନୂଆ ସରକାରଙ୍କ କ୍ଷମତା ଦଖଲ ପରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ରାଜ୍ୟର ନିଶାକ୍ତଙ୍କ ସମସ୍ୟା। ଆମ୍‌...

ମହାରାଷ୍ଟ୍ରରେ ସରକାର ଗଢିବାକୁ ଚାହିଁଲାଣି ଏନ୍‌ସିପି

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୨୪ରୁ ପ୍ରକାଶିତ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ କରାଯାଇ ପାରି ନାହିଁ। କାରଣ...

କୂଅରେ ପଡ଼ି ୪ ମୃତ, ୧୩ ନିଖୋଜ

ବିଦିଶା (ଏମ୍‌ପି), ୧୭।୭: ମଧ୍ୟପ୍ରଦେଶର ବିଦିଶା ଜିଲା ଗଞ୍ଜବାସୌଦାର ଏକ କୂଅରେ ପଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଛି। କୂଅଟିରେ ଏକ ବାଳିକା ଖସିପଡ଼ିଥିବାବେଳେ ତାଙ୍କୁ...

କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର...

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,...

ଗାନ୍ଧୀ ନଗର ଲୋକ ସଭା ଆସନରେ ଶାହ ବିଜୟୀ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩ା୫: ନିର୍ବାଚନ ରଣନୀତି ଓ ପ୍ରଚାରର ମଙ୍ଗ ଧରିଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକା ଏଥର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୪ରେ ସେ ୟୁପି...

ଅଓ୍ବନ୍ତିପୋରାରେ ଏନ୍‌କାଉଣ୍ଟର: ସେନାର ଗୁଳିରେ ଟଳିପଡ଼ିଲେ ଆଉ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଅଓ୍ବନ୍ତିପୋରାରେ ବୁଧବାର ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି...

ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ

ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି...

Advertisement
Archives

Model This Week