Posted inଜାତୀୟ

୨୦୨୪ରେ ଏମଭିଏ ପୁଣି ମିଳିତ ଭାବେ ଲଢ଼ିବା ଆବଶ୍ୟକ, କହିଲେ ପଓ୍ବାର…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ିର ଭବିଷ୍ୟତ କେଉଁ ଦିଗକୁ ଯିବ ସେ ନେଇ ନାନା ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ ଏନସିପି ସୁପ୍ରିମୋ ଶରଦ ପୱାର କହିଛନ୍ତି ଯେ ମୋର ଇଚ୍ଛା ମହା ବିକାଶ ଅଘାଡ଼ି ୨୦୨୪ରେ ବିଧାନସଭା ନିର୍ବାଚନ ମିଳିତ ଭାବେ ଲଢ଼ିବା ଉଚିତ।

ଦୁଇ ଦିନିଆ ଗସ୍ତରେ ଔରଙ୍ଗାବାଦରେ ପହଞ୍ଚିଥିବା ଶରଦ ପାୱାର ଗଣମାଧ୍ୟମ ସହ ଅନେକ ପ୍ରସଙ୍ଗରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ମହା ବିକାଶ ଅଘାଡିରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମିଳିତ ହୋଇ ଲଢ଼ିବା ଜରୁରୀ। ଯଦିଓ ଏହା ଉପରେ ନିଷ୍ପତ୍ତି ନିଆଯିବା ପରେ ଏହା ଅଧିକ ଠିକ ହେବ ବୋ

ଲି ସେ ନିଶ୍ଚିତ କହିଛନ୍ତି। ସହଯୋଗୀ ଦଳମାନଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିଦ୍ରୋହ ପାଇଁ ଦିଆଯାଇଥିବା କାରଣ ଉପରେ ପୱାର କହିଛନ୍ତି ଯେ ସମ୍ପୃକ୍ତ ବିଧାୟକମାନେ କୌଣସି ବୈଧ କାରଣ ଦେଇ ନାହାଁନ୍ତି। ଅନେକ ଥର ସେମାନେ ହିନ୍ଦୁତ୍ୱ ବିଷୟରେ କଥାବାର୍ତ୍ତା କରୁଥିଲେ କିନ୍ତୁ ତାଙ୍କ ନିଷ୍ପତ୍ତିର କୌଣସି ଅର୍ଥ ନାହିଁ।

ଦୁଇ ଦିନିଆ ଗସ୍ତରେ ଔରଙ୍ଗାବାଦରେ ପହଞ୍ଚିଥିବା ଶରଦ ପାୱାର ଗଣମାଧ୍ୟମ ସହ ଅନେକ ପ୍ରସଙ୍ଗରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ମହା ବିକାଶ ଅଘାଡିରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମିଳିତ ହୋଇ ଲଢ଼ିବା ଜରୁରୀ। ଯଦିଓ ଏହା ଉପରେ ନିଷ୍ପତ୍ତି ନିଆଯିବା ପରେ ଏହା ଅଧିକ ଠିକ ହେବ ବୋଲି ସେ ନିଶ୍ଚିତ କହିଛନ୍ତି। ସହଯୋଗୀ ଦଳମାନଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିଦ୍ରୋହ ପାଇଁ ଦିଆଯାଇଥିବା କାରଣ ଉପରେ ପୱାର କହିଛନ୍ତି ଯେ ସମ୍ପୃକ୍ତ ବିଧାୟକମାନେ କୌଣସି ବୈଧ କାରଣ ଦେଇ ନାହାଁନ୍ତି। ଅନେକ ଥର ସେମାନେ ହିନ୍ଦୁତ୍ୱ ବିଷୟରେ କଥାବାର୍ତ୍ତା କରୁଥିଲେ କିନ୍ତୁ ତାଙ୍କ ନିଷ୍ପତ୍ତିର କୌଣସି ଅର୍ଥ ନାହିଁ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶରଦ ପୱାର କହିଛନ୍ତି ଯେ ଔ ରଙ୍ଗାବାଦ ଏବଂ ଓସମାନାବାଦକୁ ଯଥାକ୍ରମେ ସମ୍ଭାଜୀ ନଗର ଏବଂ ଧରାଶିଭ ନାମରେ ନାମିତ କରିବା ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ କହିଛନ୍ତି।
ଉଦ୍ଧବ ଠାକରେ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ସମ୍ପର୍କରେ ପଚରାଯାଇଥିବା ବେଳେ ପୱାର କହିଛନ୍ତି ଯେ ଏମଭିଏର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗ ଅନ୍ତର୍ଭୂକ୍ତ କରାଯାଇ ନାହିଁ ଏବଂ ନିଷ୍ପତ୍ତି ନିଆଯିବା ପରେ ସେ ଏହା ଜାଣିଛନ୍ତି।
ଗୋଆରେ କିଛି କଂଗ୍ରେସ ବିଧାୟକ ଦଳ ପରିବର୍ତ୍ତନ କରୁଥିବା ନେଇ କଳ୍ପନାଜଳ୍ପନା କରାଯାଉଥିବା ନେଇ ପୱାର କହିଛନ୍ତି ଯେ କର୍ନାଟକ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଘଟିଥିବା ଘଟଣାକୁ କିଏ କିପରି ଭୁଲି ପାରିବେ? ସେ କହିଛନ୍ତି ଯେ ମୋର ମତ ହେଉଛି ଯେ ଗୋଆରେ ଏହା ଘଟିବାକୁ ସମୟ ଲାଗିବ। ଏହି ସମୟ ମଧ୍ୟରେ ଶିଖର ସରକାର କେତେ ଦିନ ରହିବେ ତାହା ପୂର୍ବାନୁମାନ କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ସରକାର କିପରି ନିଷ୍ପତ୍ତି ନେବେ ତାହା ପରବର୍ତ୍ତୀ ସମୟରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ କରିଦେଲେ କୋହଲି-ଶାମି: କପିଳଙ୍କ ଚାଞ୍ଚଲ୍ୟକର ଦାବି, କହିଲେ-୧୦ ବର୍ଷ ପରେ…

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଦିଗ୍ଗଜ ବ୍ୟାଟର ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କୋହଲି ୨୦୨୫ ଜୁନରେ…

ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ପୁଣି ଆହତ ହେଲେ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ ଦଳର ଅନେକ ଷ୍ଟାର୍‌ ଖେଳାଳି ଏବେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ରେ ଖେଳୁଥିବା ନଜର ଆସୁଛନ୍ତି। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ…

ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ: ୨୮ ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ୍‌ର ସୁବିଧା

ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

ଧରିତ୍ରୀରେ ଖବର ପ୍ରକାଶ ପରେ ତୁରନ୍ତ ହେଲା ସମସ୍ୟା ସମାଧାନ: ନୋଡାଲ ବିଦ୍ୟାଳୟକୁ ମିଳିଲା ୨ ଶିକ୍ଷକ

କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଧରିତ୍ରୀ ଓ ଓରିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?